ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ପାଣିପାଗ ବିଭାଗ Dele ଭ୍ୟାନଙ୍କର ସୁଚନା, ଏହି ଦିନରୁ ପ୍ରବଳ ବର୍ଷା…

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ଆସିଲା ବଡ଼ ନୂଆ ଅପଡେଟ 13 ଜିଲ୍ଲାକୁ ଭୀଷଣ ଘଡ଼ଘଡ଼ି ଏବଂକୁଆ ପଥର ବର୍ଷାକୁ ନେଇ ସତର୍କ ସୂଚନା ଆଉ ସେପଟେ ଜୀବନ ନେଲା ଅଦିନିଆ ବଜ୍ରପାତ ବଜ୍ରପାତ ନେଇଗଲା 13 ଟି ମୂଲ୍ୟବାନ ଜୀବନ 12 ଟି ଜୀବନ ଗୁରୁତର 13 ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ 9 ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି | ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ତେବେ ପଶ୍ଚିମ ଝଡ଼ର ପ୍ରଭାବରେ ଝଡ଼ ପବନ ଘଡ଼ ଘଡି ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଝଡ଼ ପବନ ସହିତ ବଜ୍ରପାତ ହେବାକୁ ନେଇ ସୂଚନା ରହିଛି

ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ହୋଇ ଯାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଦାରିଙ୍ଗବାଡି ରେ 36 ମିଲିଲିଟର ବର୍ଷା ରେକର୍ଡ କରାଯାଇଛି |ସେହିପରି ସୂଚନା ଅନୁସାରେ ବାଂଲାଦେଶ ଏବଂ ସଂଲଗ୍ନ ସୂଚନା ଅନୁସାରେ ଉତ୍ତର ଉପକୂଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ରେ ରହିଥିବା ଘୁର୍ଣି ଝଡ଼ ଉତ୍ତର ଉପକୂଳ ଦେଇ ଏକ ଟ୍ରଫ ଲାଇନ ଗତି କରୁଛି ଏହା ପଶ୍ଚିମବଙ୍ଗ ଏବଂ ଦକ୍ଷିଣ ଓଡିଶା ଉପକୂଳ ଦେଇ ଗତି କରୁଥିବା ନେଇ ଓଡ଼ିଶାରେ ଆସନ୍ତା 3 ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି |

ଆଜି ସନ୍ଧ୍ୟାରେ ହଟାତ ରାଜ୍ୟରେ ଦେଖିବାକୁ ମିଳିଛି ତୁମ୍ଭି ତୋଫାନ ଟୁଇନ ସିଟି କଟକ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବିଜୁଳି ଭୟଙ୍କର ରୂପ ନେଇଥିଲା ତେବେ ଏହି ବଜ୍ରପାତ ଅନେକ କ୍ଷୟକ୍ଷତି ମଧ୍ୟ କରିଥିଲା କିଛି ସ୍ଥାନରେ ବଜ୍ରପାତ ଜୀବନ ନେଇଥିବା ବେଳେ ଘର କୁଆପଥର ଭାଙ୍ଗି ଦେଇଛି 13 ଟି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ବାଲେଶ୍ୱରର ଜିଲ୍ଲାରେ 13 ଟି ଗାଈ ଏହି ବଜ୍ରପାତର ସ୍ୱୀକାର ହୋଇଥିବା ବେଳେ ବାରରୁ ଅଧିକ ଗୁରୁତର ଅଛନ୍ତି |

ଆଉ ଏପଟେ 24 ଘଣ୍ଟା ମଧ୍ୟରେ ନୂଆପଡ଼ା ,ବଲାଙ୍ଗୀରି ,କଳାହାଣ୍ଡି ,କନ୍ଧମାଳ ,ବୌଧ ,ଅନୁଗୁଳ ଏବଂ ଢେଙ୍କାନାଳ ,ସୁନ୍ଦରଗଡ଼ ,ଦେବଗଡ଼ ,କେଉଁଝର ,ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି |

Leave a Reply

Your email address will not be published. Required fields are marked *