ପୁଣି ଅଘଟଣ ଘଟିଲା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ,ସତ ହେଉଛି କି ମାଳିକା ବଚନ, କଣ ଆଗକୁ ଆସୁଛି କି ବିପଦ, ଦେଖନ୍ତୁ କଣ କହୁଛି Malika…

ହେଲୋ ଫ୍ରେଣ୍ଡ୍ ଓଡ଼ିଶାରେ ବାରମ୍ବାର ଦେଖା ଦେଉଛି ଖରାପ ସଂକେତ ସତ ହେଉଛି ଭବିଷ୍ୟବାଣୀ ପ୍ରଭୁ ଜଗନ୍ନାଥଙ୍କ ପରେ ଏବେ ରାଗିଛନ୍ତି ପ୍ରଭୁ ଲିଙ୍ଗରାଜ ଘଟିଛି ଗୋଟେ ପରେ ଗୋଟେ ବିଭ୍ରାଟ ତିଆରି ହୋଇ ପାରୁନି ରୁକୁଣା ରଥ ପ୍ରଭୁ ଶିବ ଯେତିକି ଶାନ୍ତ ପୁଣି ସେତିକି ଭୟଙ୍କର ରାଗିଲେ ଆସିବ ମହାପ୍ରଳୟ ଦର୍ଶକ ବନ୍ଧୁ ଓଡ଼ିଶାରେ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ ବାରମ୍ବାର ଦେଖା ଦେଉଛି ଖରାପ ସଂକେତ ପୁଣି ଏମିତି ସେମିତି ସ୍ଥାନରେ ନୁହେଁ ଖୋଦ ମହାପ୍ରଭୁ ଜଗନ୍ନାଥଙ୍କ ପୁରୀ ରେ ଆଉ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରେ ପୁରୀରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବା ପରେ ଏବେ ଘଟିଛି ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଏହାକୁ ଅଘଟଣ ନକହି ଭଗବାନଙ୍କ ସଂକେତ କହିଲେ ଠିକ୍ ହେବ ଏମିତି ଅଘଟଣ ଘଟାଇ ପ୍ରଭୁ ଆମକୁ କିଛି ସଂକେତ ଦେବାକୁ ଚାହୁଁଛନ୍ତି କିଛି କହିବା ପାଇଁ ଚାହୁଁଛନ୍ତି ପ୍ରଭୁ କିନ୍ତୁ ଗର୍ବି ମଣିଷ ସେ ସବୁକୁ ବୁଝି ପାରୁନି ପ୍ରଭୁ ଜଗନ୍ନାଥ କିଛି ସଂକେତ ଦେଇ ସାରିବା ପରେ ଏବେ ପ୍ରଭୁ ଲିଙ୍ଗରାଜ କିଛି ସଂକେତ ଦେବା ଆରମ୍ଭ କରିଛି |

ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ପ୍ରଭୁ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜ ହେଉଛନ୍ତି ଓଡ଼ିଶାର ଦୁଇ ଆରାଧ୍ୟ ଦେବତା ସୃଷ୍ଟି ଆରମ୍ଭରୁ ଆଜି ଯାଏଁ ଓଡ଼ିଶା ମାଟିରେ ବସି ଲୋକଙ୍କର ଦୁଃଖ କୁ ଦୁର କରୁଛନ୍ତି ଏହି ଦୁଇ ଲୋକପ୍ରିୟ ଠାକୁର ବାରମ୍ବାର ଓଡ଼ିଶା ମାଟିକୁ ସେମାନେ ରକ୍ଷା କରୁଛନ୍ତି ଆଉ ଲୋକଙ୍କୁ ସୁରକ୍ଷା ଦେଉଛିନ୍ତି ବଡ ବିପଦ ଆସିବା ଆଗରୁ ଏହି ଦୁଇ ଠାକୁର୍ ଓଡ଼ିଆ ଲୋକଙ୍କୁ ସତର୍କ କରି ଦିଅନ୍ତି କିଛି ଘଟଣା ଘଟାଇ ଲୋକମାନଙ୍କୁ ସାବଧାନ କରି ଦିଅନ୍ତି ଓଡ଼ିଶାକୁ କିଛି ବିପଦ ଆସିବା ଆଗରୁ ପ୍ରଥମେ ପୁରୀରେ ତାର ପ୍ରଭାବ ପଡ଼ିବ ବୋଲି ମାଳିକା ରେ ଲେଖା ରହିଛି କିଛି ଖରାପ ଘଟଣା ଘଟିବା ଆଗରୁ ପ୍ରଭୁ ଲିଙ୍ଗରାଜ ତାର ସୂଚନା ଦେବେ ବୋଲି ଭବିଷ୍ୟ ବାଣୀ ବି ରହିଛି ଆଉ ସେହି ମାଳିକା ବଚନ ଆଉ ଭବିଷ୍ୟ ବାଣୀ ଏବେ ସତ ହେବାକୁ ଯାଉଛି ଯାହାକୁ ନେଇ ଭକ୍ତ ମାନେ ଆଶା ଆଶଂକାରେ ରହିଛନ୍ତି|

ମହା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ରେ ବିଭ୍ରାଟ ଦେଖା ଦେଇଛି ବିଶ୍ଵ ବ୍ରହ୍ମାଣ୍ଡର ମାଲିକଙ୍କ କାମରେ ଜାଣି ଜାଣି ଅବହେଳା କରୁଛି ଏ ପାପୀ ମଣିଷ ଯିଏ ଆଖି ଖୋଲିବା ମାତ୍ର ମହା ପ୍ରଳୟ ସୃଷ୍ଟି ହେବ ସେଇ ଠାକୁରଙ୍କୁ ଅଣଦେଖା କରୁଛି ଏଇ କଳି ଯୁଗର ଭକ୍ତ ନିଜେ ଭଲ ଖାଇ ଭଲ ଘରେ ରହି ଭଲ ଗାଡ଼ି ଧରି ବୁଲୁଛି କିନ୍ତୁ ଜଗତର ଠାକୁର୍ ଦେବ ଦେବ ମହାଦେବଙ୍କ ରଥ ନିର୍ମାଣ ରେ ବିଳମ୍ବ କରୁଛି ବୋଧେ ନିଜ ରଥ ନିର୍ମାଣ କୁ ବିଳମ୍ବ କରି କିଛି ସଂକେତ ଦେବା ପାଇଁ ଚାହୁଁଛନ୍ତି କି ପ୍ରଭୁ ଲିଙ୍ଗରାଜ କିନ୍ତୁ ପାପୀ ମଣିଷ ଭଗବାନଙ୍କ ନୀଳାକୁ ବୁଝି ପାରୁନି ପ୍ରଭୁ ଜଗନ୍ନାଥଙ୍କର ରଥ ସିନା ଯାଏ ଆଉ ଆସେ କିନ୍ତୁ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ହେଉଛି ଅଣ ନେଉଟା ଥରେ ଗଲେ ଆଉ ଫେରେ ନାହିଁ ପ୍ରଭୁ ଜଗନ୍ନାଥ ରାହିଲେ କ୍ଷମା କରି ଦିଅନ୍ତି କିନ୍ତୁ ପ୍ରଭୁ ଲିଙ୍ଗରାଜ ସହଜରେ ରାଗନ୍ତି ନାହିଁ କି ରାଗି ଗଲେ|

ଆଉ ଛାଡନ୍ତି ନାହିଁ ତେଣୁ ପ୍ରଭୁ ଏମିତି ସଂକେତ ଦେଇଛନ୍ତି ମାନେ ଆଗକୁ କିଛି ଗୋଟେ ବଡ ଅଘଟଣ ଘଟିବା କୁ ଯାଉଛି ଯାହାକୁ ନେଇ ଏବେ ଲୋକେ ଭୟଭୀତ ହୋଇ ଯାଇଛନ୍ତି ସୂଚନା ଅନୁସାରେ ପ୍ରଭୁ ଲିଙ୍ଗରାଜ ଙ୍କର ରଥ ନିର୍ମାଣ ରେ ବିଭ୍ରାଟ ଦେଖା ଦେଇଛି ଆଉ ମାତ୍ର 10 ରହିଲା ଅଶୋକା ଅଷ୍ଟମୀ ଟଣା ହେବ ରୁକୁଣା ରଥ ଦୋଳପୂର୍ଣ୍ଣିମା 8 ଦିନ ପୂର୍ବରୁ ଆରମ୍ଭ ହେବା କଥା ଏଇ ରଥ କାମ ଦୋଳ ବେଦୀକୁ ଠାକୁର୍ ଗଲା ବେଳେ ରଥ ଦେଖିକି ଯିବାର ନିୟମ ମଧ୍ୟ ରହିଛି ହେଲେ ଏବେ ଯାଏଁ ପହଞ୍ଚି ପାରୁନି |

ରଥ କାଠ ରଥର ଚାରି ଚକ ତିଆରି ହୋଇ ସାରିଥିଲେ ବି ଏବେ ଯାଏଁ ଅଖ କାଠ ଆସି ପହଂଚି ପାରୁନି ରଥ ଖଳାରେ ପ୍ରାୟ 65 ଜଣ କାରିଗର ଲାଗିଛନ୍ତି ଗାଁ ମହାରଣା 15 ଜଣ ଏବଂ ପାଳିଆ 5 ଜଣ ମୁଖ୍ୟ ମିସ୍ତ୍ରୀ ଜଣେ ଅଖ କାଠ ଦୁଇଟି ତେନ୍ତୁଳି କଥାରେ ପ୍ରସ୍ତୁତ ହୁଏ ଯାହାକି ଦଶପଲ୍ଲା ଖଣ୍ଡପଡ଼ା ପାଖରୁ ଆସିଥାଏ କିନ୍ତୁ ଏବେ ପର୍ଯନ୍ତ୍ କାଠ ପହଞ୍ଚି ନଥିବାରୁ କର୍ତୁ ପକ୍ଷଙ୍କୁ ଦାୟୀ କରିଛନ୍ତି ମହାରଣା ସେବାୟତ ଏବଂ ମୁଖ୍ୟ ମିସ୍ତ୍ରୀ ତେବେ ରଥ ନିର୍ମାଣ ରେ ବିଳମ୍ବ ହେଉଥିବାରୁ ଆଶା ଆଶଙ୍କା ରେ ରହିଛନ୍ତି ଭକ୍ତ

Leave a Reply

Your email address will not be published. Required fields are marked *