ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ଗତ ବର୍ଷ ମେ ମାସର ଘଟଣା ବିଷୟରେ କହିବାକୁ ଯାଉଛୁ ଆମର ଟେଲିଫୋନ ଅଫିସ୍ ସେଦିନ ବନ୍ଦ ଥିଲା ଛୁଟି ଦିନ ହୋଇ ଥିବାରୁ ମୁଁ ସେଦିନ ସକାଳୁ ଜଲ୍ଦୀ ଉଠି ପଡ଼ିଲି ସମୟ ପାଖା ପାଖି 9 ଟା ହେବ ଆମ ଅଫିସ ର ସୁପର ଭାଇଜର ସାର୍ ମୋତେ କଲ୍ କଲେ ସାଲେପୁର ଗାଆଁ ପାଖରେ ଆମ କମ୍ପାନୀ ର ଗୋଟେ ଟାୱାର ଅଛି ଏବଂ ସେଥିରେ ଟିକ୍ ନିକ୍ ପ୍ରୋବ୍ଲେମ୍ ସବୁ ଦେଖା ଯାଉଚି ତମେ ଟିକେ ଯାଇ ତାକୁ ସଜାଡ଼ି ଦିଅ ଏହା ଶୁଣି ମୁଁ ସାର୍ ଙ୍କ ହଁ କରିଦେଲି ସାଲେପୁର ଯିବାକୁ ପ୍ରସ୍ତୁତ ହେଲି |
ମୋର ହେଲ୍ପ ର ରମେଶ ତା ଗାଆଁ କୁ ଚାଲି ଯାଇଥିଲା ତେଣୁ ମତେ ଏକା ଟାଉନ୍ ଯାଇ ମୋବାଇଲ ଟାୱେ ର ଟିକୁ ସଜାଡିବାକୁ ଥିଲା ତେଣୁ ସଙ୍ଗେ ସଙ୍ଗେ ମୁଁ ବସ୍ ଜରିଆରେ ସାଲେପୁର କୁ ବାହାରି ପଡ଼ିଲି ମୁଁ ସେଠାରେ ଦିନ 2 ଟା ସମୟରେ ପହଁଚିଲି ଟୱେର କୁ ଯାଇ ମୁଁ ଭଲ ଭାବରେ ଯାଞ୍ଜ କାଲି ଉପର କେବୁଲ୍ ଭଲ ଭାବରେ ଯାଞ୍ଜ କଲି ସେଠାରେ ସବୁ କିଛି ଜିନିଷ ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିଲା ତେବେ ଟାୱାର ରେ କଣ ଅସୁବିଧା ରହିଛି|
ସେଟା ଠିକ୍ ଭାବରେ ଜଣା ପଡୁ ନଥିଲା କାରଣ ସେଠାରେ ଅଧିକାଂଶ ପାର୍ଟ ନୂଆ ହିଁ ଲାଗିଥିଲା । ଦିନ ବେଳେ ଟାୱାର ଜିନିଷ ଆଣିଲା ବେଳକୁ ଲେଟ୍ ହୋଇଗଲା ତେଣୁ ମୁଁ ରାତିରେ ଯେତେବେଳେ ସେ ଟାୱାର ଉପରକୁ ଚଢ଼ିଲି ମୋ ପଛରେ ଏକ ପାଉଁଜି ର ଶବ୍ଦ ଶୁଭିଲା ମୁଁ ଏହାକୁ ମନର ଭ୍ରମ ଭାବି ଆଗକୁ ଗଲି କିଛି ପାଦ ଆଗକୁ ଗଲା ପରେ ମୁଁ ଦେଖିଲି ଏକ ଝିଅର ଜିଅନ୍ତା ଶବ୍ ଝୁଲୁଛି
ଏହା ଦେଖି ମୋ ଛାତିରୁ କଲିଜା ବାହାରି ଆସିଲା ପରି ଲାଗିଲା ମୋ ହାତ ଟାୱାର ରୁ ଖସିଗଲା ତାପରେ ମୁଁ ତଳେ ପଡ଼ିଗଲି ମୁଣ୍ଡରେ ଜୋର ଆଘାତ ବାଜିବାରୁ ମୁଁ ଆଖି ଖୋଲିଗଲା ମୁଁ ସିଧା ଯାଇ ମେଡିକାଲ୍ ରେ ତିନି ଚାରିଦିନ ପର୍ଯ୍ୟନ୍ତ କୋମାରେ ରହିଲା ପରେ ମୋ ଦେହ ପୁରା ଶୀତେଇ ଯାଉଥାଏ ।
Real Story : ମୋବାଇଲ ଟାୱାର ରେ କାନ୍ଦୁଥିଲା ଭୂତ, ରାତିରେ କରେ ଏମିତି କାମ…ଛୋଟ ଛୁଆ ଦୁରେଇ ରୁହନ୍ତୁ
