ଦର୍ଶକବନ୍ଧୁ ଆଜି ଆମେ ଆଲୋଚନା କରିବା ମାଳିକାରେ ସମ୍ୱଲପୁରର ମା ସମଲେଇ ବିଷୟରେ କଣ ଲେଖା ଯାଇଛି କଳିର ଶେଷରେ ମା ସମଲେଶ୍ଵରୀଙ୍କ ରୂପ କେମିତି ରହିବ ପାପିଙ୍କୁ କେମିତି ସଂହାର କରିବେ ଆସନ୍ତୁ ଜାଣିବା ସାତଦିନ ଯେ ଅନ୍ଧାର ହେବ ବୋଉଳ ସୂର୍ଯ୍ୟ ନ ହୋଇବ ଦେଖା ଶୃଗାଳ କୁକୁର ଘରେ ପଶିଯିବେ କେହି ନକରିବେ ରକ୍ଷା ମହାପୁରୁଷଙ୍କ କହିବା କଥା କି ସାତଦିନ ଅନ୍ଧାର ହେବ ସୂର୍ଯ୍ୟ ସାତଦିନ ଧରି ଦେଖା ଦେବେନାହିଁ ନା ଥିବ କରେଣ୍ଟ ନା ଥିବ କୌଣସି ବିଦ୍ୟୁତ୍ ଚଳିତ ଯନ୍ତ୍ର ଆପଣମାନେ ଜାଣିଥିବେ ଆଗକୁ ସୌର ଝଡ ହେବ |
ନାସାର ବୈଜ୍ଞାନିକ ମାନେ କହି ସାରିଛନ୍ତି ଜାଣି ରଖନ୍ତୁ ସୌର ଝଡ ହେଲେ ଆକାଶରେ ଥିବା ସ୍ୟାଟେଲାଇଟ୍ ସିଷ୍ଟମ ଧ୍ଵଂସ ହୋଇଯିବ ବିଦ୍ୟୁତ୍ ଚାଳିତ ଯନ୍ତ୍ର ସବୁ ଅକାମୀ ହୋଇଯିବ ତାପରେ ପୁଣି ମହାପୁରୁଷ ହଡ଼ିଦାସ ଲେଖୁଛନ୍ତି କୃଷି ହେବ ଗୋରୁଚର ଲୋ ବଉଳ ଚାଷୀ ମୁଣ୍ଡ କଳି ହେବେ ଧାନ ଚାଉଳରେ ପୋଷେ ନ ମିଳିବ ଲୋକେ ଅନାହାରେ ମରୁଥିବେ ମହାପୁରୁଷ ଲେଖିଲେ କୃଷି କାର୍ଯ୍ୟ ଲୋକମାନେ କରିବେ ନାହିଁ |
ଚାରିଆଡ଼େ ଗୋରୁ ଗାଈ ବୁଲିବେ ସବୁଆଡେ ପଡିଆ ପଡ଼ିଥିବ ଚାଷ ଜମିରେ କେହି ଚାଷ କରିବେ ନାହିଁ ଧନୀ ଲୋକ ଅଧିକ ବେଶୀ ଦରରେ ଚାଉଳ କିଣି ଖାଇବେ କିନ୍ତୁ ମଧ୍ୟମ ଆଉ ଆଉ ଗରୀବ ଲୋକ ଧାନ ଚାଉଳ ନ କିଣି ପାରିବାରୁ ଅନାହାରରେ ମରିବେ ମହାପୁରୁଷ ପୁଣି ଲେଖୁଛନ୍ତି ପାତାଳୁ କାଳିକା ଆସି ଲୋ ବଉଳ ମର୍ତ୍ତ୍ୟରେ ଖେଳିବେଖେଳ ସମ୍ବଲପୁରରେ ମାତା ସମଲେଇ ଭକ୍ତଙ୍କୁ କରିବେ
କୋଳ ମାତା ଦୁର୍ଗା ଦେବୀ ଦୁର୍ଗତିନାସିନୀ ଭିନ୍ନ ଭିନ୍ନ ତାଙ୍କ ରୂପ ସେତେବେଳେ ଖପର ଧରିଣ ପାପୀଙ୍କୁ କରିବେ ନାଶ ମାଳିକା କହୁଛି ପାତାଳରୁ କାଳିକା ଆସିବେ ମର୍ତ୍ତ୍ୟରେ ଖେଳ ଖେଳିବେ ଏହି ସମୟରେ ସମ୍ବଲପୁରର ମା ସମଲେଇ ଭକ୍ତକୁ କୋଳେଇ ନେବେ ତାଙ୍କ ପଣତ କାନିରେ ରକ୍ଷା କରିବେ।
ମା ସମଲେଶ୍ୱରୀ ଙ୍କ ପାଖରୁ ମିଳିଲା ବଡ଼ ସଂକେତ, ଏହି ତାରିଖ ରେ ଶେଷ Heba କଳିଯୁଗ !
