ହେଲୋ ଫ୍ରେଣ୍ଡ୍ କାନ୍ଦୁଛି ଧର୍ମପଦ କାହା ପାଇଁ କାନ୍ଦୁଛି କଣ ପାଇଁ କାନ୍ଦୁଛି ଧର୍ମପଦ ଆସନ୍ତି ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ କାନ୍ଦୁଛି ଧର୍ମପଦ ଏହା ହେଉଛି 1250 ମସିହାର କଥା ସେତେବେଳ ଓଡ଼ିଶାରେ ଚାଲୁଥାଏ ରାଜା ମାନଙ୍କର ଶାସନ ଏବଂ ସେତେ ବେଳେ ଓଡ଼ିଶାର ରାଜା ଭାବରେ ଶାସନ କରୁଥିଲେ ଲାଙ୍ଗୁଳା ନରସିଂହଦେବ ତାଙ୍କରି ଅନୁମତି କ୍ରମେ ଡକାଗଲା ହଜାର ହଜାର କାରିଗର କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ 12 ଶହ କାରିଗରଙ୍କୁ ପାରଙ୍ଗମ ଅନୁସାରେ ବଛାଗଲା ଆଉ 12 ଶହ କାରିଗର ମଧ୍ୟରୁ ବିଶୁ ମହାରଣାଙ୍କୁ ଦିଆଗଲା ମୁଖ୍ୟ କାରିଗରଙ୍କ ଦାଇତ୍ୱ ଏହାପରେ ସୁଚାରୁ ରୁପେ ସୂର୍ଯ୍ୟ ମହା ଦେବତାଙ୍କର ମନ୍ଦିରର କାର୍ଯ୍ୟ ଆରମ୍ଭ ହେଲା ମନ୍ଦିରର ଆକର ଯେମିତି ଗୋଟିଏ ଚଲା ରଥ ପରି ଏହି ପରି ଭାବେରେ 12 ବର୍ଷ ପୁରିଗଲା ଓଡ଼ିଶାର 12 ବର୍ଷ ର ରାଜସ୍ୱ ଏଥିରେ ଖର୍ଚ୍ଚ ହୋଇଗଲା |
ଆସ୍ତେ ଆସ୍ତେ ନାଟ ମନ୍ଦିର ଓ ମୁଖଶାଳା ଆଦି ତିଆରି ହୋଇ ସାରିଲାଣି ଗଛଲତା ଫୁଲ ଫଳ ହାତୀ ଘୋଡ଼ା ଆଦି ଯିବ ଜନ୍ତୁ ଦେବା ଦେବୀ ମନୁଷ୍ୟ ପ୍ରବୃତ୍ତି ମୂର୍ତ୍ତି ରେ ମନ୍ଦିର ଝଲ୍ ମଲ କରିଥାଏ କିନ୍ତୁ ବାକି ରହିଯାଇଥାଏ ଦଧିନୌତି କାର୍ଯ୍ୟ ଯାହାକି 12 ଶହ ବଢେଇ ଦଧି ନୋଉତି ବସାଇବାରେ ଅସମର୍ଥ ଯଦି ଦଧିନୌତି ନବସେ 12 ଶହ ବଢେଇ ଙ୍କର ହେବ ଅଣ୍ଟା ଛେଦନ ଠିକ୍ ଏହି ସମୟରେ ପ୍ରବେଶ କରନ୍ତି ବିଶୁ ମହାରଣା ଙ୍କ ସୁପୁତ୍ର ଧର୍ମପଦ ପିଲାଟି ଦିନରୁ ବାପାଙ୍କୁ ନଦେଖି ଥିଲେ |ମଧ୍ୟମାଙ୍କ ଠାରୁ ବାପାଙ୍କ କଥା ଶୁଣି ଶୁଣି କାରିଗରୀ ଜ୍ଞାନ କିଛି ମାତ୍ରାରେ ତାଙ୍କ ମସ୍ତିକ ରେ ଥିଲା
ବାପଙ୍କ ପାଖକୁ ପହଞ୍ଚି ସାରିବା ପରେ ଧର୍ମପଦ ସେଠାକାର ପରିସ୍ଥିତି ଉପରେ ଅନୁଧ୍ୟାନ କଲେ ଏବଂ ବାପା ବିଶୁ ମହାରଣାଙ୍କ ଅନୁମତି ମାଗି ଚୁଟିଗଲେ କୋଣାର୍କ ମନ୍ଦିରର ଶୀର୍ଷକୁ ମନ୍ଦିର ଉପରକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମାପ ଚୁପ୍ କରି ଶେଷରେ ବସାଇ ଦେଲେ ଦଧିନୌତି ଏଠାରେ ପ୍ରଶ୍ନ ଉଠିଲା ଯେଉଁ କାମ 12 ଶହ ବଢେଇ 12 ବର୍ଷରେ କରି ପାରିଲେ ନାହିଁ ତାକୁ ଏକ ସାମାନ୍ୟ 12 ବର୍ଷ ର ଜଣେ ଛୋଟ ପିଲା ସମ୍ପୂର୍ଣ୍ଣ କରି ଦେଖାଇ ଦେଲା ହେଲେ ଯଦି ଏହି କଥା ରାଜାଙ୍କ କାନରେ ବାଜିଲା |
ତାହେଲେ 12 ଶହ ବଢେଇ ର ହେବ ଅଣ୍ଡା ଛେଦନ ସେଥି ପାଇଁ ଧର୍ମପଦ କୁ ଦେବା କୁ ପଡ଼ିଥିଲା ଆତ୍ମ ବଳିଦାନ କିନ୍ତୁ ଏଠାରେ ପ୍ରଶ୍ନ ଉଠେ କାହିଁକି କାନ୍ଦୁଛି ଧର୍ମପଦ ଏହା ଥିଲା ଗୋଟିଏ ଧର୍ମପଦ ର କାହାଣୀ କିନ୍ତୁ ଏହି ପରି ହଜାର ହଜାର ଧର୍ମପଦ ଆଜି ନିଜର ପ୍ରତିଭାକୁ ନିଜକୁ ବଳିଦାନ ଦେଇ ଆଜି ସୁରତ ରେ ଯାଇଁ ଦିନ ମଜୁରିଆ ଭାବରେ ନିଜର ମୁଣ୍ଡକୁ ବିକ୍ରି କରିସାରିଛନ୍ତି ସେମାନଙ୍କର ପ୍ରତିଭା ଆଜି ସମାଜ ଆଗରେ ତିଛ |
କାରଣ ଘୋଡ଼ା ହାତୀ ମୂଲ୍ୟରେ ବିକ୍ରି ହେଉଛି ବଡ ବଡ ପଦବୀ ବା ଚାକିରି ଯେଉଁ ପିଲା ଆଜି ଓଡ଼ିଶାର ବିକାଶ କ୍ଷେତ୍ରରେ ଲାଗିବା କଥା ସେ ଯାଇ। ସୁରତ ଏବଂ ତାମିଲନାଡୁ ର ଆଉ ବୃଦ୍ଧିରେ ମୁଣ୍ଡ ବିକ୍ରି କରୁଛି ପ୍ରକୃତରେ ଏଥି ସହିତ ଦାୟୀ କିଏ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ
କାନ୍ଦୁଛି Dharmapada, ସବୁଦିନ ରାତିରେ କରୁଛି ଏମିତି, ଜାଣିଲେ ଥରିଉଠିବେ…ଦେଖନ୍ତୁ
