ଦର୍ଶକବନ୍ଧୁ ଓଡ଼ିଶାରେ ଭୂତ ଛୁଆ ଜନ୍ମ ନେଇଥିବା ଘଟଣା ତ ଆପଣମାନେ ଅନେକ ଥର ଶୁଣିଥିବେ ଯାହାର କିଛି ସମୟ ପରେ ମୃ-ତ୍ୟୁ ମଧ୍ୟ ହୋଇ ଯାଉଥିଲା ଠିକ୍ ସେପରି କାଲି ଆଉ ଏକ ଭୂତ ଛୁଆ ଓଡ଼ିଶାରେ ଜନ୍ମ ନେଇଛି ରାହୁଲ ଭାଇ କହିଥାନ୍ତି ଯେ ଗୋଟିଏ ବର୍ଷ ହେବ ଯେଉଁ ଛୁଆ କଥା ଭାବି ମନେ ମନେ ଖୁସି ହେଉଥିଲି ସେ ଭୂତ ଛୁଆ ହେବ ବୋଲି ମୁଁ କେବେବି ସ୍ୱପ୍ନରେ ସୁଧା ଭାବିନଥିଲି କାଲି ସନ୍ଧ୍ୟା ୫ ସମୟ ହୋଇଥାଏ |
ଏତିକି ବେଳେ ମୋ ସ୍ତ୍ରୀର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଗଲା ଏହା ଦେଖି ମତେ ଟିକେ ଖୁସୀ ଲାଗିଲା କାରଣ ମୁଁ ଏବେ ବାପା ହୋଇଯିବି ସ୍ତ୍ରୀର ଗର୍ଭ ଯନ୍ତ୍ରଣା ହେବା ଦେଖି ମୁଁ କଟକର ହସ୍ପିଟାଲ୍ କୁ ଆଣିଲି ମେଡ଼ିକାଲ୍ କୁ ଆଣି ଡେଲିଭରି ରୁମ୍ ରେ ଆଡମିଟ କଲି ହେଲେ ଡାକ୍ତର ଅନ୍ୟ ପେସେଣ୍ଟ ପାଖରେ ଥିବାରୁ ମୋ ସ୍ତ୍ରୀ ପାଖକୁ ଆସିବା ପାଇଁ ଡେରି ହେବ ବୋଲି କହି ତାକୁ ଏକ ପେନ୍ କ୍ଲିୟର ଇଞ୍ଜେକସନ ଦେଇଦେଲେ |
ହେଲେ ମୋ ସ୍ତ୍ରୀର ଯନ୍ତ୍ରଣା କମ୍ ହେଉନଥାଏ ପାଖାପାଖି ଅଧଘଣ୍ଟା ମୋ ସ୍ତ୍ରୀ କଷ୍ଟ ପାଇବା ପରେ ଶେଷରେ ଡାକ୍ତର ଆସି ପହଞ୍ଚିଲେ ତାପରେ ଡେଲୀଭରି କାମ ଆରମ୍ଭ ହୋଇଗଲା ମୁଁ ଡେଲୀଭରି ରୁମ୍ ବାହାରେ ରହି ମନେ ମନେ ଖୁସି ହେଉଥାଏ ମୁଁ ବାପା ହେବି ବୋଲି ଏହି ସମୟରେ ଏକ ଛୁଆ କାନ୍ଦିବାର ଶବ୍ଦ ଶୁଭିଲା |
ଏହି ଶବ୍ଦ ଶୁଣି ମୁଁ ମୋ ସ୍ତ୍ରୀ ପାଖକୁ ଗଲି ହେଲେ ସେଠାକାର ଦୃଶ୍ୟ ଦେଖିଲା ପରେ ମୋର ସବୁ ଖୁସୀ ମାଟିରେ ମିଶିଗଲା ମୁଁ ଦେଖିଲି ମୋର ଏକ ଭୂତ ଛୁଆ ଜନ୍ମ ଯାଉଛି ତାର ସହିତ ଅତ୍ୟନ୍ତ ଭୟଙ୍କର ଦେଖା ଯାଉଥିଲା ଏବଂ ସେ ଭୂତ ଛୁଆ କିଛି ସମୟ ପରେ ମରିଗଲା।
କାଲି ଆଉ ଥରେ ଓଡିଶାରେ ଜନ୍ମ ହେଲା ଆଉ Gote ଭୁତ ଛୁଆ, ଆସୁଛି କି ମହା ବିପଦ, ଜାଣନ୍ତୁ ଏହାକୁ ନେଇ କଣ କହୁଛି ମାଳିକା…
