ଜନ୍ମ ନେଲେ ପ୍ରଭୁ ଗଣେଶ, ଅନ୍ୟାୟ ର ହେବ Nasa ଆଉ କାହାକୁ ରକ୍ଷା ନାହିଁ…

ଦର୍ଶକବନ୍ଧୁ ଆମେ ପୁରାଣରେ ଶୁଣିଛନ୍ତି ଭଗଵାନ ଭିନ୍ନ ଭିନ୍ନ ରୂପରେ ଧରାପୃଷ୍ଠରେ ଜନ୍ମ ନିଅନ୍ତି ଓ ପ୍ରଭୁ ଯେଉଁ ମାଆ କୋଳରେ ଜନ୍ମ ନିଅନ୍ତି ସେ କେତେ ମହାନ୍ ହୋଇଥିବେ ଭାବନ୍ତୁ ହେଲେ କେବେ ଆପଣ ଭାବିଛନ୍ତି କି କଳିଯୁଗରେ ପ୍ରଭୁ କେଉଁ ମାଆ କୋଳରେ ଜନ୍ମ ନେବେ ବୋଲି କିନ୍ତୁ ଏହା ସମ୍ଭବ ହୋଇଛି ଗଣେଶ ପୂଜା ପରେ ସବୁଆଡେ ଗଣେଶ ଭସାଣିର ମହୋଲ ଚାଲିଥାଏ ସବୁଆଡେ ଖାଲି DJ କମ୍ପିଟିସନ୍।

ପ୍ରଭୁ ଶ୍ରୀ ଗଣେଶ ଜନ୍ମ ନେଇଛନ୍ତି କେନ୍ଦ୍ରାପଡ଼ାର ଏକ ସ୍ତ୍ରୀଲୋକ ଗର୍ଭରୁ ଘଟଣାଟି କେନ୍ଦ୍ରାପଡ଼ା ମଠସାହି ଗ୍ରାମର କାଲି ମଧ୍ୟାହ୍ନ ଗୋଟିଏ ବେଳେ ଗୌତମ ସାହୁଙ୍କ ସ୍ତ୍ରୀ ଗର୍ଭରୁ ଜନ୍ମ ହୋଇଛନ୍ତି ପ୍ରଭୁ ଗଣେଶ ଛୁଆଟି ଦେଖିବାକୁ ପୁରା ପ୍ରଭୁ ଶ୍ରୀ ଗଣେଶଙ୍କ ପରି ପ୍ରଭୁ ଶ୍ରୀ ଗଣେଶଙ୍କ ପରି ଶୁଣ୍ଢ ଥାଏ ଓ ପେଟ ମଧ୍ୟ ବାହାରିଥାଏ |

ଏହି ଘଟଣା ମଠସାହି ଗ୍ରାମରେ ଏକ ଚହଳ ସୃଷ୍ଟି କରିଛି ଓ ସମସ୍ତଙ୍କ ମନରୁ ଝରି ଆସୁଛି ଭକ୍ତି ଭାବ ଏହି ଦୃଶ୍ୟ ଦେଖି ପୁନ୍ୟ ଅର୍ଜନ କରିବା ପାଇଁ ବୋହୁତ ସ୍ଥାନରୁ ଲୋକ ଆସୁଛନ୍ତି କିଛି ଲୋକଙ୍କ କହିବା ଅନୁସାରେ ଗୌତମ ସାହୁ ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତି ବୋଲି ତା ଭକ୍ତିରେ ମୁଗ୍ଧ ହୋଇ |

ପ୍ରଭୁ ଶ୍ରୀ ଗଣେଶ ତା ସ୍ତ୍ରୀ କୋଳରେ ଜନ୍ମ ନେଇଛନ୍ତି ହେଲେ ସେ ଯାହାବି ହେଉ ପ୍ରଭୁ ଶ୍ରୀ ଗଣେଶଙ୍କ ଜନ୍ମ ଦ୍ଵାରା ମଠସାହି ଗ୍ରାମ ପୁରା ପବିତ୍ର ହୋଇଗଲା ବର୍ତ୍ତମାନ ପ୍ରଭୁ ଶ୍ରୀ ଗଣେଶଙ୍କ ରୂପ ଧରି ଜନ୍ମ ହୋଇଥିବା ଛୁଆ ସାଧାରଣ ମଣିଷରେ ପରିଣତ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *