ସିନେମା ଇଣ୍ଡଷ୍ଟ୍ରି ପାଇଁ ଆସିଲା ବଡ଼ ଦୁଃଖଦ ଖବର ,ଆରପାରିରେ ଏହି ଲୋକପ୍ରିୟ ଅଭିନେତା ,ଶୋକରେ ଖେଳିଗଲା Film ଜଗତ

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ନିଜର ଦମଦାର ଅଭିନୟ ପାଇଁ ସାରା ବିଶ୍ୱରେ ଲୋକପ୍ରିୟ ହାସଲ କରିଥିବା ହଲିଉଡ଼ ଭେଟେରିଆନ ଅଭିନେତାଙ୍କ ଦେହାନ୍ତ ହୋଇଛି |ମୃତ୍ୟୁ ବେଳକୁ ତାଙ୍କୁ 67 ବୟସ ହୋଇଥିଲା ଏନେଇ ସୋସିଆଲ ମେଡିଆରେ ହଇଚଇ ସୃଷ୍ଟି ହୋଇଛି |

ଆମ ଦେଶ ଭାରତ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ |ତେବେ ତାଙ୍କ ମ୍ୟାନେଜର କହିବା ଅନୁସାରେ ତାଙ୍କ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କିନ୍ତୁ ତାଙ୍କ ମୃ-ତ୍ୟୁର କାରଣ ଏବେ ବି ଅସ୍ପଷ୍ଟ କେବଳ ଚଳଚ୍ଚିତ୍ର ଜଗତ ନୁହେଁ |

ବରଂ କ୍ରୀଡ଼ା ଜଗତରେ ମଧ୍ୟ ତାଙ୍କର ବଡ଼ ଅବଦାନ ରହିଛି |ତେବେ ହଲିଉଡ଼ର ଲୋକପ୍ରିୟ ଅଭିନେତା କାର୍ଲ ୱାବେସଙ୍କ ଦେହାନ୍ତ ହୋଇଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି

Leave a Reply

Your email address will not be published. Required fields are marked *