ଶେଷରେ ପଡ଼ିଲା ତେର ଦିନିଆ ପକ୍ଷ 2024 ସେପ୍ଟେମ୍ବର ହେବ ଏମିତି କିଛି ଯାହା ଲେଖା ଥିଲା ଗୋଟି ଗୋଟି ହେବ ସତ

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଯେ କଳିଯୁଗରେ ଜଣେ ହିଁ ଜୀବନ୍ତ ଠାକୁର ଅଛନ୍ତି ସେ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଳିଯୁଗ ଓ ମହାପ୍ରଭୁ ଜଗନ୍ନାଥ ଦୁହେଁ ଦୁହିଁଙ୍କ ସହିତ କୋଉଥିନ କୋଉଠି ଜଡ଼ିତ ଆସନ୍ତୁ ଜାଣି ବା କିପରି ।

ମହାପୁରୁଷଙ୍କ ବର୍ଣ୍ଣନା ଅନୁସାରେ କଳିଯୁଗେ ଦାରୁବ୍ରହ୍ମ ମୋ ରୂପ ହୋଇବ ମୋ ନୟନକୁ ଦେଖିଲେ ପାପ ହରଣ ହୋଇଯିବ ଏହି ରାଜତ୍ୱରେ ଆସି କଳି ପହଞ୍ଚିବ ସେତେବେଳେ କଳିଯେ ୧୪ ହୋଇଥିବ ଅର୍ଥାତ୍ ବର୍ତ୍ତମାନ ଆମେ ସମସ୍ତେ ଜାଣିଛନ୍ତି ଯେ ଏବେ କଳିଯୁଗ ଚାଲିଛି ଓ ଦାରୁବ୍ରହ୍ମ ମଧ୍ୟ ପୂଜା ପାଉଛନ୍ତି ।

ମହାପୁରୁଷ କହିଛନ୍ତି ନୟନରୁ ଦେଖିଲେ ପାପ ହରଣ ହୋଇଯିବ ଯଦି ଆପଣମାନେ ମହାପ୍ରଭୁଙ୍କ ନାୟନକୁ ଦେଖିବେ ତାହେଲେ ଆପଣ ପାପରୁ ମୁକ୍ତ ହୋଇଯାଇ ପାରିବେ ତସହିତ ମହାପ୍ରଭୁ ଏଠି ବର୍ଣ୍ଣନା କରିଛନ୍ତି ଉଳି ହୋଇରହିଥିବା ସୁନାହେତୁ ଦ୍ୱାରେ ଭାରତ ଯୁଦ୍ଧ ହୋଇବ ସେତିକି ବେଳରେ ଅର୍ଥାତ୍ ବର୍ତ୍ତମାନ ଏହି ଜଗନ୍ନାଥଙ୍କ ସମୟରେ ହିଁ ଯେତେବେଳେ ଲୋକମାନେ ଜଗନ୍ନାଥଙ୍କୁ ପୂଜା କରୁଥିବେ ସେହି ସମରେ ହିଁ ଭାରତ ଯୁଦ୍ଧ ହେବ ବୋଲି ମହାପୁରୁଷ ବର୍ଣ୍ଣନା କରିଛନ୍ତି।

ତାପରେ ମହାପୁରୁଷ ବର୍ଣ୍ଣନା କରିଛନ୍ତି ସେହି ଓଲିକରେ ନାଥ କଳି ଶେଷ ହେବ ସେ ଓଲିକ ୧୩ମାସ ଭୋଗ ଯେ ହୋଇବ ଆମେମାନେ ଜାଣିଛୁ ଅନେକ ବର୍ଷ ୧୩ମାସିଆ ମଧ୍ୟ ପଡୁଛି ସେହି ସମୟରେ ଭାରତ ଯୁଦ୍ଧ ହୋଇବ ଓ ବର୍ଷ ଟି ୧୩ମାସିଆ ହୋଇଥିବ ବୋଲି ମହାପୁରୁଷ କହିଛନ୍ତି।

Leave a Reply

Your email address will not be published. Required fields are marked *