ମୋ ସିନ୍ଦୂରାର ଅଧିକାର ସିରିଏଲର ମୁକ୍ତିଙ୍କ ମା ଙ୍କୁ ଦେଖିଲେ ଆପଣଙ୍କ ଲାଖି ଯିବ ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ସିରିଏଲ ମୋ ସିନ୍ଦୁର ଅଧିକାର ନିଶ୍ଚୟ ଦେଖୁଥିବେ ଏବଂ ଏହି ସିରିଏଲରେ ଦମଦାର ଅଭିନୟ କରୁଥିବା ଏହି ସୁନ୍ଦର ଅଭିନେତ୍ରୀ ମୁକ୍ତିଙ୍କୁ ତା ଆପଣମାନେ ବେଶ ଭଲଭର ଜାଣିଥିବେ | ମାତ୍ର କଣ ଆପଣମାନେ ଜାଣିଛନ୍ତି ,ମୁକ୍ତିଙ୍କ ମାଆ କିଏ ଯଦି ଜାଣିନାହାନ୍ତି ତେବେ ଆମର ଖବରଟିକୁ ନିଶ୍ଚୟ ପଢନ୍ତୁ |

ତେବେ ଫ୍ରେଣ୍ଡସ ନୂଆ ମେଘ ଧାରାବାହିକ ମୋ ସିନ୍ଦୁର ଅଧିକାରରେ ନଜର ଆସୁଥିବା ଏହି ସୁନ୍ଦର ଅଭିନେତ୍ରୀଙ୍କ ପ୍ରକୃତ ନାମ ହେଉଛି ଦିବ୍ୟ ଏବଂ ତାଙ୍କର ପ୍ରକୃତ ଘର ହେଉଛି ବ୍ରହ୍ମପୁର | ଦିବ୍ୟ ପୂର୍ବରୁ ମିଉଜିକ ଭିଡ଼ିଓରେ ନଜର ଆସୁଥିଲେ ମଧ୍ୟ ଏହା ହେଉଛି ଦିବ୍ୟାଙ୍କର ପ୍ରଥମ ସିରିଏଲ ଏବଂ ପ୍ରଥମରୁ ହିଁ ଦର୍ଶକମାନେ ଦିବ୍ୟାଙ୍କର ଅଭିନୟକୁ ବେଶ ପସନ୍ଦ କରୁଛନ୍ତି |

ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ କଥା ହେବା ଦିବ୍ୟାଙ୍କର ମାଙ୍କ ବିଷୟରେ ତେବେ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ଦିବ୍ୟାଙ୍କର ମା ଯାହାଙ୍କର ଫୋଟୋ ଆପଣମାନେ ତଳେ ଦେଖିପାରୁଥିବେ ଏବଂ ଦିବ୍ୟ ମଧ୍ୟ ତାଙ୍କ ମାଆଙ୍କୁ ବହୁତ ଅଧିକ ଭଲପାଆନ୍ତି | ତେବେ ଦର୍ଶକବନ୍ଧୁ ଦିବ୍ୟ ଆପଣଙ୍କୁ କିପରିଲଗାଣଟି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ |

Leave a Reply

Your email address will not be published. Required fields are marked *