ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ସବୁ Student ମାନେ ଜାଣିବା ଗୁରୁତ୍ୱପୂର୍ଣ୍ଣ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ ଯାହାକି ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଜାଣିରଖିବା ଉଚିତ ପରୀକ୍ଷାର୍ଥୀଙ୍କୁ ଚାପ ମୁକ୍ତି କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରୟାସ |ଏଥିପାଇଁ ବିଭାଗ ପକ୍ଷରୁ ପରୀକ୍ଷା ଚାପ ମୁକ୍ତ ପାଇଁ ପରୀକ୍ଷାର୍ଥୀଙ୍କୁ ଟେଲିମାନସ କାଉଁସେଲିଂ ଦିଆଯିବ |

ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ଜାରି ହୋଇଛି |ପରୀକ୍ଷାର୍ଥୀ ମାନେ 14416ଟୋଲ ଫ୍ରି ନମ୍ବରରେ ଫୋନ କରି ନିଜ ସମସ୍ୟା ଜଣାଇବେ ଏନେଇ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏହି ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ଟେଲିମାନସ ନମ୍ବର ବିଷୟରେ ପରୀକ୍ଷାର୍ଥୀଙ୍କୁ ଜଣାଇବା ପାଇଁ କୁହାଯାଇଛି |

1ଆସନ୍ତା 6 ତାରିକରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ଫେବୃଆରୀ 20 ରୁ ଆରମ୍ଭ ହେବ |ସାଧାରଣତଃ ପରୀକ୍ଷା ପ୍ରସ୍ତୁତି ପାଇଁ ଶିକ୍ଷାର୍ଥୀ ମାନେ ବିଶେଷ ଭାବରେ ଚାପ ଓ ଚିନ୍ତାରେ ରହି ଥାଆନ୍ତି |ଏହାକୁ ଦୂର କରିବା ଏବଂ ସଚେତନ କରିବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି |

ଚାପମୁକ୍ତ ଥିବା ବେଳେ ଏହି ଜାରି ହୋଇଥିବା ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କଲେ କାଉଁସିଲିଂ ମିଳିବ |କାଉଁସେଲର ମାନେ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେବେ ଏହି ଖବରଟିକୁ ସେୟାର କରି ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ପାଖକୁ ସେୟାର କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *