ଲୁଚି ଲୁଚି ଭାଉଜ ସହ ଦିଅର ଏମିତି କଲାବେଳେ ଦେଖିଦେଲା ଝିଆରୀ ,ଆଉ ତାପରେ Jaha ହେଲା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

20 ବର୍ଷୀୟ ଦିଆରକୁ ପ୍ରେମ କରୁଥିଲା 32 ବର୍ଷୀୟ ଭାଉଜ ସ୍ୱମୀ ବିଦେଶରେ ରହି କାମ କରୁଥିଲା ଆଉ ଘରେ 8 ବର୍ଷର ଝିଅକୁ ଧରି ସ୍ତ୍ରୀ ଶାଶୂଘର ଲୋକଙ୍କ ସହିତ ଦିନ କାଟୁଥିଲା କିନ୍ତୁ ସ୍ୱାମୀ ପାଖରେ ନଥିଲା ବୋଲି ସ୍ତ୍ରୀ ଦିଆରକୁ ପ୍ରେମ କରୁଥିଲା ଆଉ ଲୁଚି ଲୁଚି ଦିଅର ସହିତ ବେଡ଼ରୁମରେ ଖରାପ ସମ୍ପର୍କ ରଖୁଥିଲା କିନ୍ତୁ ଏମିତି ଦିନେ ଲୁଚି ଲୁଚି ଦିଅର ସହିତ ଖରାପ ସମ୍ପର୍କ ରଖୁ ରଖୁ ଦେଖି ଦେଇଥିଲା 18 ବର୍ଷୀୟ ଝିଅ ଆଉ ତାପରେ ଘଟଣା ଏମିତି କିଛି ଘଟିଗଲା |

ଦର୍ଶକବନ୍ଧୁ ପୋଲିସ ଆସିଲା ଆଉ କେମିତି ଘରେ ପଶି ଏକା ସାଙ୍ଗରେ ଦିଅର ଭାଉଜଙ୍କୁ ହାତକଡ଼ି ପକେଇ ନେଇଗଲା | ସେହି ମହିଳାଙ୍କ ନାମ ହେଉଛି ସ୍ମୃତି ଯିଏକି ଗତ 10 ବର୍ଷ ତଳେ ପ୍ରେମ ବିବାହ କରି ଶାଶୂଘରକୁ ଆସିଥିଲେ ଆଉ ଯେହେତୁ ସ୍ମୃତି ପ୍ରେମବିବାହ କରିଥିଲେ ସବୁ ଠିକ ଠାକ ଚାଲିଥିଲା ଏମିତିକି ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଜନ୍ମ ହୋଇଥିଲା | ସ୍ତ୍ରୀ କୁ ଘରେ ଛାଡ଼ି ବିଦେଶ ଯାଇ ଟଙ୍କା ରୋଜଗାର କରୁଥିଲା ଆଉ ଏପଟେ ସ୍ତ୍ରୀ ଶେଷରେ ସ୍ୱାମୀ ପରେ ପରେ ଏକ ରହିପାରିଲାନି ବୋଧେ ସାନ ଭାଇ ବୟସର ଦିଅରକୁ ଭଲପାଇ ବସିଥିଲା |

ଆଉ ଘରେ ସମସ୍ତେ ଥିଲେ ମଧ୍ୟ ଦିଅର ଭାଉଜ ଲୁଚି ଲୁଚି ପ୍ରେମ କରୁଥିଲେ ଶେଷରେ ଦିଅର ଭାଉଜଙ୍କ ଏହି ପ୍ରେମ ସମ୍ପର୍କକୁ 2ବର୍ଷ ବିତିଯାଇଥିଲେ ଆଉ ଏପଟେ ଝିଅକୁ 18 ବୟସ ହୋଇଯାଇଥଲା | ସ୍ୱାମୀ ସିନା ମଝିରେ ମଝିରେ ଆସି କିଛିଦିନ ଘରେ ରହି ଚାଲିଯାଉଥିଲା ଏପଟେ ଭାଉଜ କିନ୍ତୁ ଦିଅର ସହିତ ମିଶି ରାସଲୀଳା କରୁଥିଲା | ଦର୍ଶକବନ୍ଧୁ ଦିନକର ଘଟଣା ଘରେ ସମସ୍ତେ ବାହାରକୁ ଯାଇଥିଲେ ଏପଟେ ଘରେ 8 ବୟସର ଝିଅ ଶୋଇଥିଲା ଆଉ ସେପଟେ ଦିଅର ଭାଉଜ ବେଡ଼ରୁମରେ ରାସଲୀଳା କରିବାକୁ ଲାଗିଥିଲେ |

ହେଲେ ଦିଅର ଭାଉଜ ରାସଲୀଳା କରୁ କରୁ କେତେବେଳେ ସେହି 8 ବୟସର ଝିଅ ଉଠିଯାଇ ଦିଅର ଭାଉଜଙ୍କ ରାସଲୀଳା ଦେଖିଦେଇଥିଲା | ଆଉ ଝିଅ ମାଆ ବୋଲି ଡାକିଲା ବେଳକୁ ମାଆ ଝିଅକୁ ଦେଖି ଚମକି ଯାଇଥିଲା ଶେଷରେ ସେହି ଦିଅର ସହିତ ମିଶି କାଳେ ଝିଅ କାହା ଆଗରେ କିଛି କହିଦେବ ସେଥିପାଇଁ ନିଜ 8 ବୟସର ଝିଅକୁ ତଣ୍ଟି ଚିପି ମା-ରି-ଦେଇଥିଲା ଜନ୍ମ କଲା ମାଆ | ଆଉ ଝିଅ ମ-ରି-ଗଲାପରେ ମାଆ ବାହାନାକରି କାନ୍ଦି କାନ୍ଦି କହିଲା ମୋ ଝିଅକୁ କିଏ ମାରିଦେଲା ବୋଲି |

ସଙ୍ଗେ ସଙ୍ଗେ ସାହି ପଡିଶା ଲୋକେ ଗଦା ହୋଇଯାଇଥିଲେ ଘର ଲୋକେ କୁଆଡେ ଯାଇଥିଲେ ଆସି ପହଁଚି ମଧ୍ୟ ଯାଇଥିଲେ ଆଉ ଯେତେବେଳେ ଝିଅକୁ କିଏ ମାରିଦେଇଥିବା ଖବର ଶୁଣିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଦର୍ଶକବନ୍ଧୁ ପୋଲିସ ଯେତେବେଳେ ଝିଅର ବେକରୁ ମାଆର ହାତ ଚିହ୍ନ ପାଇଥିଲା ସେତେବେଳେ ପୋଲିସ ସନ୍ଦେହ କରି ମାଆକୁ ଯାଇ ପଚାର ଉଚରା କରିଥିଲା | ଆଉ ସେତେବେଳେ ପୋଲିସକୁ ଡରି ମାଆ ସବୁ ସତ କଥା କହିଥିଲା ଆଉ ଏବେ ଦିଅର ଭାଉଜ ଜେଲରେ |

Leave a Reply

Your email address will not be published. Required fields are marked *