ଘରେ ଠାକୁର ପୂଜା କରିବାବେଳେ ଏହିସବୁ ସଙ୍କେତ ପାଇଲେ Janantu ଯେ ଭଗବାନ ଆପଣଙ୍କ ପାଖରେ ଅଛନ୍ତି

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଆପଣ ଯଦି ଠାକୁର ପୂଜା କରିବା ସମୟରେ ଏହି ସବୁ ସଂକେତ ପାଇ ଥାଆନ୍ତି ତେବେ ଜାଣି ନିଅନ୍ତୁ ଯେ ଭଗବାନ ଅଛନ୍ତି ଆପଣଙ୍କ ସହିତ ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ପୂଜା କରିବାକୁ ବହୁତ ମହତ୍ତ୍ୱ ଦିଆଯାଇଛି ପ୍ରତ୍ୟକ ବ୍ୟକ୍ତି ଦିନରେ ଗୋଟିଏ ଥର ଭଗବାନଙ୍କର ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ଏମିତି ମନାଯାଏ କି ଭଗବାନଙ୍କ ପୂଜା କରିବା ଦ୍ୱାରା ତାଙ୍କର କୃପା ମିଳିଥାଏ ଏବଂ ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ ପୂଜା କରିବା ଦ୍ୱାରା ବ୍ୟକ୍ତିର ମନକୁ ଶାନ୍ତି ମଧ୍ୟ ମିଳିଥାଏ |ଆପଣ ଜାଣିଛନ୍ତି ଭଗବାନଙ୍କୁ ଆପଣ ପୂଜା କରୁଥିବା ସମୟରେ ତାଙ୍କ ଦିବ୍ୟ ଶକ୍ତି ଦ୍ୱାରା କିଛି ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଇଥାଆନ୍ତି |ତେବେ ଆଜି ଆମେ ଆପଣଙ୍କୁ ଏହି ଦିବ୍ୟ ଶକ୍ତିର ସଙ୍କେତ ବିଷୟରେ କହିବୁ |ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି କି ନାହିଁ |

ନମ୍ବର 1 ଯେତେବେଳେ ଆପଣ ଭଗବାନଙ୍କର ପୂଜା କରନ୍ତି ବା ପୂଜା କରୁଥିବା ସମୟରେ ଜଳା ଦିଆ ଯାଇଥିବା ଦୀପର ଶିଖା ଅଧିକ ପ୍ରଚଳିତ ହେବା କିମ୍ବା ଉପରକୁ ଉଠି ଯିବା ଅର୍ଥ ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣୁଛନ୍ତି |

ନମ୍ବର 2 ଯେତେବେଳେ ଆପଣ ପୂଜା କରୁଥାଆନ୍ତି ସେହି ସମୟରେ ଆପଣଙ୍କ ଘରେ କେହି ଏମିତି ବ୍ୟକ୍ତି ଆସିଥାଆନ୍ତି ଯିଏ ଆପଣଙ୍କ ପାଇଁ କୌଣସି ଉପହାର ବା କୌଣସି ଜିନିଷ ଆଣି ଥାଆନ୍ତି ତେବେ ଆପଣ ବୁଝି ଯିବେ ଯେ ଏହା ଭଗବାନଙ୍କର କୃପା ଅଟେ |

ନମ୍ବର 3 ଯେତେବେଳେ ଆପଣ ଭଗବାନଙ୍କ ମୂର୍ତ୍ତିରେ ଫୁଲ ଦିଅନ୍ତି ଏବଂ ଚଢ଼ାଉଥିବା ଫୁଲ ପୂଜା କରୁଥିବା ସମୟରେ ତଳକୁ ଖସି ପଡ଼େ ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ମନସ୍କାମନା ପୂରଣ କରିବାକୁ ଯାଉଛନ୍ତି |

ନମ୍ବର 4 ଏମିତି ଲୋକ ମାନନ୍ତି ଯେ ଭଗବାନ ଏହି ଦୁନିଆରେ ସବୁ ସ୍ଥାନରେ ଅଛନ୍ତି କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯିଏ ତାଙ୍କୁ ଦେଖି ପାରି ନଥାନ୍ତି ଯଦି ଘରେ ଆଳତି ସମୟରେ ଆପଣାକୁ ଘଣ୍ଟିର ଶବ୍ଦ ଶୁଣିବାକୁ ମିଳେ ଯଦି କୌଣସି ବନ୍ଧୁ ବ୍ରହ୍ମଣ ଏବଂ ଭିକାରି ଆସନ୍ତି ତେବେ ଏହାକୁ ଭଗବାନଙ୍କ ସଙ୍କେତ ମନା ଯାଇଥାଏ |

Leave a Reply

Your email address will not be published. Required fields are marked *