Vastu tips: ଘରେ ରହିଲେ ଏହି ୮ଟି ଜିନିଷ ଆପଣ ହୋଇ ଯିବେ କାଙ୍ଗାଳ ,ଦାରିଦ୍ର୍ୟତା ଆପଣଙ୍କ କେବେ ବି ପିଛା ଛାଡ଼ିବ ନାହିଁ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କେଉଁ ଜିନିଷକୁ ଘରେ ରଖିବା ଭଲ ନୁହେଁ କଣ ରଖିଲେ ଘରେ ସୁଖ ଶାନ୍ତି ବଜାଏ ରହିବା ଆସନ୍ତୁ ଜାଣିବା।

୧.ବାସନ – କେତେକ ଲୋକ ନିଜ ଘରେ ଭଙ୍ଗା ବାସନ ରଖିଥାନ୍ତି ଶାସ୍ତ୍ର ଅନୁସାରେ ଘରେ ଭଙ୍ଗା ଭାଙ୍ଗି ବାସନ ରଖିବା ଭଲ ନୁହେଁ ଯଦି ଏହି ବାସନ ଘଟେ ରଖିବେ ତ ମାତା ଲକ୍ଷ୍ମୀ ରାଗି ଯାଆନ୍ତି ଆଉ ଘରେ ଆଲକ୍ଷ୍ମୀଙ୍କ ଆଗମନ ହୋଇ ଥାଏ ।

୨. ଦର୍ପଣ – ଘରେ ଭଙ୍ଗା ଦର୍ପଣ ରଖିଲେ ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ ଆଉ ପରିବାରର ଲୋକଙ୍କୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡ଼ିଥାଏ ସେଥି ପାଇଁ ଯଦି ଆପଣଙ୍କ ଘରେ ଭଙ୍ଗା ଦର୍ପଣ ଅଛି ତା ହେଲେ ତାକୁ ଅଜିହିଁ ବାହାରେ ଫିଙ୍ଗିଦିଅନ୍ତୁ ।

୩. ପଲଙ୍କ – ବୈବାହିକ ଜୀବନରେ ଖୁସି ଆଉ ଶାନ୍ତି ଜରୁରୀ ଅଟେ ସେଥିପାଇଁ ସ୍ବାମୀ ଓ ସ୍ତ୍ରୀଙ୍କ ପଲଙ୍କ ବିଲକୁଲ ଭଙ୍ଗାରୁଜା ନାହୋଇଥିବା ଦରକାର ତା ନହେଲେ ତାଙ୍କ ଦୁହିଁଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହିବ ।

୪. ଘଣ୍ଟା – ଖରାପ ଘଣ୍ଟା ଘରେ କେବେ ହେଲେ ରଖିବେ ନାହିଁ ତା ନହେଲେ ଆପଣଙ୍କର ପରିବାରର ଖରାପ ସମୟ ଆରମ୍ଭ ହୋଇଯିବ ଓ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିଥିବ ।

୫. ଚିତ୍ର – ଯଦି ଘରେ ଚିରା ଚିତ୍ର ଥିବା ତାହେଲେ ତାକୁ ଆଯିହିଁ ଘରୁ ବାହାରକୁ ନେଇଯାଆନ୍ତି ବା ଖପଡ଼ି ଦିଅନ୍ତୁ ତା ନହେଲେ ଏହା ଘରେ ବହୁତ୍ ଗୁଦେ ଝଗଡାର କାରଣ ମଧ୍ୟ ହୋଇ ଯାଇପାରେ ।

୬. କବାଟ – ଯଦି ଘରର ମୁଖ୍ୟ କବାଟ ବା ଆଉ କୌଣସି କବାଟ ଭାଙ୍ଗି ଯାଇଛି ତ ତାକୁ ଶୀଘ୍ର ତିଆରି କରିଦେବା ଦରକାର ତା ନହେଲେ ଘରେ ପରିବାରର ଲୋକଙ୍କର ଦେହ ଖରାପ ଓ ଦରିଦ୍ରତାର ଆଗମନ ହୋଇଥାଏ।

୭. ଅସବାପତ୍ର – ଘରର ଆସବାପତ୍ର ପୁରା ଭଲ ସ୍ଥିତିରେ ରହିବା ଦରକାର ବସ୍ତୁ ଅନୁସାରେ ଆସବାପତ୍ରବି ଭଙ୍ଗାରୁଜା ନହୋଇଥିବା ଦରକାର ନହେଲେ ଏହାର ଖରାପ ପ୍ରଭାବ ପରିବାରର ଲୋକଙ୍କର ଜୀବନ ଉପରେ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *