ଟ୍ରଫି ଛଡ଼ାଇ ନେଲା ଅଷ୍ଟ୍ରେଲିଆ: ଅଣ୍ଡର-୧୯ ବିଶ୍ୱକପରେ ବି ଖାଲି ହାତରେ ଫେରିଲା ଟିମ ଇଣ୍ଡିଆ …ଅଷ୍ଟ୍ରେଲିଆ ସାଜିଲା କାଳ।

ନମସ୍କାର ଦର୍ଶକବନ୍ଧୁ ପୁଣି ଥରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ ପ୍ରତିଶୋଧ ନେଇ ପାରିଲେ ନାହିଁ ଭାରତର ଯୁବ କ୍ରିକେଟର ବିଶ୍ୱକପରେ ହାରିଥିଲେ ସିନିୟର ଖେଳାଳି ପ୍ରତିଶୋଧ ନିଆଁରେ ଜଳୁ ଥିଲା କିନ୍ତୁ ପୁଣି ଥରେ ଅଷ୍ଟ୍ରେଲିଆ ଠାରୁ ଲଜ୍ୟା ଜନକ ଭାବରେ ପରାଜୟ ହୋଇଛି |

ଭାରତୀୟ ଯୁବ ବାହିନୀ ଶେଷ ପର୍ଯ୍ୟନ୍ତ ଲଢ଼ିବା ପରେ ମଧ୍ୟ ଅଷ୍ଟ୍ରେଲିଆ ଆଗରେ ମୁଣ୍ଡ ନୁଆଁଇଲେ ଭାରତୀୟ ଖେଳାଳି |ପୁଣି ଥରେ ଅଷ୍ଟ୍ରେଲିଆ ଟିମ ଭାରତର ବିଶ୍ୱକପ ଚମ୍ପୟନ ହେବାର ସ୍ବପ୍ନ ଭାଙ୍ଗି ଦେଇଛି ତେବେ 254 ରନର ଲକ୍ଷକୁ ପିଛା କରି 79 ରନର ପଛରେ ପଡ଼ି ଯାଇଛି ଟିମ ଇଣ୍ଡିଆ |

ଆଦର୍ଶ ଏବଂ ଅଭିଷେକଙ୍କ ଲଢୁଆ ପାରି ସତ୍ୱେ ମଧ୍ୟ 174 ରନରେ ଅଲଆଉଟ ହୋଇଛି ଟିମ ଇଣ୍ଡିଆ |2023 ରେ ଭାରତର ସିନିୟର ଦଳ ଦମଦାର ପ୍ରଦର୍ଶନ କରୁଥିବା ସତ୍ୱେ ଫାଇନାଲ ମ୍ୟାଚରେ ବିଜୟ ହାସଲ ହେବାରୁ ବିଫଳ ହୋଇଥିଲା ଫଳରେ ବାର ବର୍ଷର ବିଶ୍ୱକପ ଚମ୍ପିୟାନ ହାତ ଛଡ଼ା କରିଥିଲା ଟିମ ଇଣ୍ଡିଆ ସେହି ଭଳି ଅଣ୍ଡର -19 ଦଳ ମଧ୍ୟ ହାତ ଛଡ଼ା କରିଛି |

Leave a Reply

Your email address will not be published. Required fields are marked *