ପୁଅର ବିବାହ କରିବା ପାଇଁ ଇଛା ନଥିବା ସତ୍ୱେ ଜବରଦସ୍ତ ବାହା ହେଲା ଝିଅ ,ଆଉ ତା ପରେ ଯାହା ହେଲା ଜାଣିଲଲେ ମୁଣ୍ଡ ଗୋଲ ହୋଇଯିବ

ଗଦା ହୋଇଛନ୍ତି ଘରାଲୋକ ସାଙ୍ଗକୁ ଗାଁ ଲୋକ ଆଉ ମଝିରେ ବଧୂ ବେଶରେ ବସିଛି କନ୍ୟା କିନ୍ତୁ ବର ବେଶ ହୋଇଥିବା ଏଲୋକଟିକୁ କାହିଁକି ଠେଲି ଠେଲି ଆଣୁଛନ୍ତି ଲୋକେ ଆସନ୍ତୁ ଜାଣିବା ।

ଦୂର୍ଭୂଅନେ ସେ ବାରିକକୁ ନେଇ ଏକ ପଗିଲି ଝିଅ ସହିତ ତାର ବାହାଘର କରି ଏକ ଫଟୋ ଓ ଏକ ଭିଡିଓ ସେ ବାରିକର ପରିବାର ଲୋକଙ୍କ ପାଖକୁ ପଠାଇ ଥିଲା ।

ଏଇ ଘଟଣାଟି ପ୍ରକୃତରେ ବିହାରର ଜଣେ ବାରିକ ତା ଦୋକାନରେ କାମ କରୁଥିବେଳେ କିଛି ଦୂର୍ଭୂତ ସେ ଲୋକକୁ ଟାଣି ଟାଣି ଗାଡ଼ିଏଇ ଘଟଣାଟି ପ୍ରକୃତରେ ବିହାରର ଜଣେ ବାରିକ ତା ଦୋକାନରେ କାମ କରୁଥିବେଳେ କିଛି ଦୂର୍ଭୂତ ସେ ଲୋକକୁ ଟାଣି ଟାଣି ଗାଡ଼ିରେ ବସେଇ ନେଇଯାଇଥିଲେ ।

ତାର କିଛି ଦିନପରେ ସେ ବାରିକର ପରିବାର ଲୋକେ ଆସି ଥାନାରେ ଅଭିଯୋଗ କରିବାରୁ ଏହି ଘଟଣାଟି ଲୋକଲୋଚନକୁ ଆସିଥିଲା ।ରେ ବସେଇ ନେଇଯାଇଥିଲେ ତାର କିଛି ଦିନପରେ ସେ ବାରିକର ପରିବାର ଲୋକେ ଆସି ଥାନାରେ ଅଭିଯୋଗ କରିବାରୁ ଏହି ଘଟଣାଟି ଲୋକଲୋଚନକୁ ଆସିଥିଲା ।

Leave a Reply

Your email address will not be published. Required fields are marked *