Malika Bachana: ଜ୍ୟୋତିଷ କହିଲେ ୨୦୨୪ ମାର୍ଚ୍ଚ ମାସ ଭାରତ ପାଇଁ ବିପଦ,ଘଟିବ ବଡ଼ ଅଘଟଣ

ସାବଧାନ ପୃଥିବୀକୁ ମାଡ଼ି ଆସୁଛି ମହାବିପଦ ନିଆଁରେ ଜଳି ପୋଡ଼ି ଯିବ ସାରାପୃଥିଵୀ, ଆକାଶରୁ ଖସିବ ନିଆ ପଥର ସୂର୍ଯ୍ୟଙ୍କ ପାଖରୁ ଖସିବ ବିରାଟ ନିଆ ପଥର , ମାଡ଼ ହେବାର ଆଶଙ୍କା ଏହା ପୃଥିବୀ ଉପରେ ପଡିଲେ ଜଳି ପୋଡ଼ି ଯିବ ସାରା ପୃଥିବୀ ।

୨୦୨୪ରେ ଯେଉଁ ଅଶୁଭ ସମୟର ସୂଚନା ଦିଆଯାଇଥିଲା ସେହି ଅଶୁଭ ସମୟ ମଧ୍ୟ ଏବେ ଆସିଯାଇଛି ୨୦୨୪ରେ ଯେଉ ଅଘଟଣମାନଙ୍କୁ ନେଇ ଯେଉଁ ଭବିଷ୍ୟବାଣୀ ରହିଥିଲା ସେହି ଭଅବିଶ୍ଵବାଣୀ ଏବେ ସାତ ହେବାକୁ ଯାଉଛି ପୃଥିବୀକୁ ଏବେ ମାଡ଼ି ଆସୁଛି ଭୟଙ୍କର ବିପଦ ନିଆଁରେ ପୋଡ଼ି ଜଳି ଯିବ ସାରା ପୃଥିବୀ ଓ ଦ୍ୱାଂସ ହୋଇଯାଉପରେ |

ଯିବ ଜଗତ ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ ସୂର୍ଯ୍ୟଙ୍କ ପାଖରୁ ଖସିଆସିଛି ଏକ ଅଗ୍ନିପଥର ।ଏହା ଖୁବ୍ ଜୋରରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ଏହି ପଥରଟି ଏତେ ବିସଲଜେ ଏହା ପୃଥିବୀ ଉପରେ ପଡିଲେ ଆରା ପୃଥିବୀ ହୋଇଯିବ ନିଶ୍ଚିନ୍ତ ଭାବେ ସାତ ସାଗରର ପାଣି ଏକଥିହେଲେ ମଧ୍ୟ ଏହା ସେ ଅଗ୍ନି ପିଣ୍ଡୁଲାକୁ ଲିଭାଇପରିବ ନାହିଁ |

ଏହି ଖବର ଆସିବାପରେ ବୈଜ୍ଞାନିକମାନେ ସତର୍କ ହୋଇଯାଇଛନ୍ତି ଆଉ କେତେକ ବୈଜ୍ଞାନିକ କହିଛନ୍ତି ଏହା କିଛି ଖ୍ୟାତି କରିପାରିନାହିଁ ପଣଙ୍କର ଏନେଇ ମତାମତ କଣ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜାଣିବେ ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *