କିଷାନ ଭାଇ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର 16 ତମ କିସ୍ତି ,ସବୁ ହିତାଧିକାରୀ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ କିଷାନ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଯାହାକି ଖାତାକୁ ଆସିବାକୁ ଯାଉଛି 16 ତମ କିସ୍ତିର ଟଙ୍କା 2,000 ଟଙ୍କା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 2,000 ଟଙ୍କା ଆସନ୍ତୁ ସମ୍ପୁର୍ଣ୍ଣ ଖବର ଜାଣିବା |ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ଼ ଯୋଜନା ଏହା ଅନ୍ତର୍ଗତ କୃଷକ ମାନଙ୍କୁ ଚାରି ମାସରେ 2,000 ଟଙ୍କା ହିସାବରେ ତିନୋଟି କିସ୍ତିରେ ବାର୍ଷିକ 6,000 ଟଙ୍କା ଦିଆ ଯାଇଥାଏ |

ଏହି ସୁବିଧା ସେହି କୃଷକ ମାନଙ୍କ ପାଇଁ ଉପଲବ୍ଧ ଯେଉଁ ମାନଙ୍କର ଦୁଇ ହେକ୍ଟର ଜମି ରହିଛି ଏହି ଟଙ୍କା ସିଧା ସଳଖ ଡିବିଟି ସ୍ଥାନାନ୍ତରଣ ମାଧ୍ୟମରେ କୃଷକ ମାନଙ୍କ ଆକାଉଣ୍ଟକୁ ପଠା ଯାଇଥାଏ |ସରକାର ଏବେ ପର୍ଯ୍ୟନ୍ତ ଏହି ଯୋଜନାର 15 ଟି କିସ୍ତି ପ୍ରଦାନ କରିଛନ୍ତି |ବର୍ତ୍ତମାନ ପ୍ରଧାନମନ୍ତ୍ରୀ 16 ତମ କିସ୍ତି ଦେବାକୁ ଯାଉଛନ୍ତି |

ନିୟମ ଅନୁଯାଇ ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ରିଲିଜ ହୋଇଥାଏ |ତେବେ ଏହିପରି ସ୍ଥିତିରେ ଅନୁମାନ କରାଯାଇଛି ଯେ ଏହି ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ଆପଣ ପାଇପାରିବେ |

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 16 ତମ କିସ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି କନଫର୍ମ ତାରିକ ଆସି ନାହିଁ ଯେ ଏହି ଡେଟରେ ଆପଣଙ୍କୁ ଟଙ୍କା ମିଳିବ ବୋଲି ସେଥି ମଧ୍ୟରୁ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି E -Kyc ନିୟମ ଅନୁଯାଇ |

ସମସ୍ତ ହିତାଧିକାରୀ ଚାଷୀ ମାନଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରାଯାଇଛି ଯଦି କୃଷକ ମାନେ ତାହା ନ କରନ୍ତି ସେମାନେ ପରବର୍ତୀ କିସ୍ତିର ଲାଭ ଉଠାଇ ପାରିବେ ନାହିଁ ଆଧାର ବ୍ୟାଙ୍କ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ |

Leave a Reply

Your email address will not be published. Required fields are marked *