Health tips : ଦାଗ ମୁହଁରୁ ଲିଭାଇବାର ଚମତ୍କାର ଫାଇଦା ,ଗୋଟିଏ ବି ଦାଗ ରହିବ ନାହିଁ ମୁହଁରେ କରନ୍ତୁ ଏହି ଛୋଟିଆ ଉପଚାର

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ଆପଣ ଯେତେ ବି ସଜେଇ ହୁଅନ୍ତୁ ପଛେ ସେହି ଛୋଟିଆ ଦାଗଟି ଯେପରି ପୂରା ମୁଖ ମଣ୍ଡଳକୁ ଫିକା କରିଦିଏ। କେବଳ ମୁଖ ମଣ୍ଡଳ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ ପାଲଟିଯାଏ। ମାତ୍ର ଦୁନିଆରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଲାଲ ଦାଗକୁ ଛଡ଼ାଇ ପାରିବେ। ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଉପାୟ ଯାହାକୁ ପୁଅ କିମ୍ବା ଝିଅ ବ୍ୟବହାର କରିପାରିବେ | ଏହାକୁ ପ୍ରୟୋଗ କରି ଆପଣଙ୍କ ଚେହେରାରେ ଥିବା କୌଣସିବି ଦାଗ ଛଡ଼େଇପାରିବେ ତେବେ ଆସନ୍ତୁ ଜାଣିବା ଏହି ରମିଡି କିପରି ତିଆରି କରଯାଏ ଓ ଏହାକୁ ପ୍ରୟୋଗ କିପରି କରାଯାଏ |

ଏହି ରମିଡିକୁ ତିଆରି କରିବାପାଇଁ ଚରଟି ସାମଗ୍ରୀ ଆବଶ୍ୟକୀୟ ପ୍ରଥମଟି ହେଲା ତୁଳସୀ ପତ୍ର – ତୁଳସୀପତ୍ର ଆପଣଙ୍କର ସ୍କିନର ମାର୍କକୁ ହାଟେଇବାପାଇଁ ଏକ ସାଇଣ୍ଟିଫିକ ପୃବ ଜିନିଷ ଅଟେ | ଏଥିରେ କିଛି ଏମିତି ଆଣ୍ଟିଆକ୍ସିଡେଣ୍ଟ ମିଳିଥାଏ ଯାହା ଆପଣଙ୍କ ସ୍କିନର ଦାଗକୁ ହଟେଇଥାଏ | ସେଥିପାଇଁ ପ୍ରଥମେ ଆପଣ ଅଳ୍ପ ତୁଳସୀ ପତ୍ର ନିଅନ୍ତୁ ଆଉ ତାହାକୁ ଭଲଭାବରେ ଧୋଇ ତାହାକୁ ଏକ ପେଷ୍ଟ ବାନେଇଦିଅନ୍ତୁ ଆଉ ଏହାପରେ ଦ୍ଵିତୀୟ ସାମଗ୍ରୀ ହେଲା ଗୋଲାପ ଜଳ ସେହି ପେଷ୍ଟରେ ଗୋଲାପ ଜଳ ଦୁଇ ଚାମଚରୁ 4 ଚାମଚ ଏଥିରେ ମିଶେଇ ପେଷ୍ଟ ବନାନ୍ତୁ |

ହୋଇଗଲା ପରେ ସେଥିରେ ତୃତୀୟ ସାମଗ୍ରୀର ବ୍ୟବହାର କରନ୍ତୁ ତାହା ହେଲା ବେସନ ଏକ ଚାମଚରୁ ଦୁଇ ଚାମଚ ଆପଣ ଏଥିରେ ପ୍ରୟୋଗ କରନ୍ତୁ ବେସନ ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ | ଏବେ ଆପଣ ଏଥିରେ 4ନମ୍ବର ସାମଗ୍ରୀ ପ୍ରୟୋଗ କରନ୍ତୁ ତାହାହେଲା ଲେମ୍ବୁ ରସ ଏଥିରେ ଆପଣ ଅଧା ଚାମଚ ଏଥିରେ ନିହାତି ମିଶାନ୍ତୁ | ଏବେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲଭର ମିକ୍ସ କରିଦିଅନ୍ତୁ ଏବେ ଆପଣଙ୍କ ଏହି ରମିଡି ବନି ପ୍ରସ୍ତୁତ | ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ ଜାଣିନେବ ଏହାକୁ କିପରି ପ୍ରୟୋଗ କରିବେ….

ଆପଣ ଏହି ପେଷ୍ଟକୁ ଫେସ ପ୍ୟାକ ଭଳି ବ୍ୟବହାର କରନ୍ତୁ ସମ୍ପୂର୍ଣ ଚେରରେ ଲଗେଇସାରିବା ପରେ 10ରୁ 15 ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଶୁଖିବାକୁ ଦିଅନ୍ତୁ | 10 ରୁ 15 ମିନିଟ ଯଦି ଆପଣ ଚେହେରାରେ ଲଗେଇରଖିବେ ତେବେ ଏହା ସୁଖୀ ଆପଣଙ୍କ ସ୍କିନକୁ ଟାଣିଧରିବ ଯେବେ ଏହା ସମ୍ପୂର୍ଣ ଭାବରେ ଶୁଖିଯିବ ତେବେ ଆପଣ ନରର୍ମାଲ ପାଣିରେ ଆପଣ ଆପଣଙ୍କ ଫେସକୁ କ୍ଲିନ କରି ନିଅନ୍ତୁ | ପ୍ରତିଦିନ ଦିନକୁ କେବଳ ଥରେ ଆପଣ ଏହାର ପ୍ରୟୋଗ ଆପଣଙ୍କ ଚେହେରାରେ କରନ୍ତୁ କେବଳ 7ରୁ 10 ଦିନ ଭିତରେ ଆପଣଙ୍କ ଚେହେରାର ସବୁ ଦାଗ ସଫାହୋଇଯିବ |

Leave a Reply

Your email address will not be published. Required fields are marked *