ବାହାଘର ପରେ ସ୍ୱାମୀଙ୍କୁ ଧରି ନିଜ ଘରକୁ ଆସିଲେ ହିରୋଇନ ଶ୍ରଦ୍ଧା ପାଣିଗ୍ରାହୀ ,ଦେଖନ୍ତୁ କେମିତି ଖୁସି ଅଛନ୍ତି Sradha

ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ସିରିଏଲ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ କିଏ ବା ନଜାଣେ ସେ ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ସେ ବାହାଘର ପରେ କେମିତି ଅଛନ୍ତି କଣ କରୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ |

ଓଡ଼ିଆ ଟିଭି ସିରିଏଲ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରଦ୍ଧା ବିବାହ ପରେ ନିଜର ଶାଶୁ ଘରେ କେମିତି ଅଛନ୍ତି ଦେଖି ନିଅନ୍ତୁ |ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଅନେକ ସିରିଏଲ ଏବଂ ଚଳଚ୍ଚିତ୍ର ଜଗତରେ ଅଭିନୟ କରି ସାରା ଓଡ଼ିଶାରେ ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି |

ତେବେ ବିବାହ ପରେ ଶ୍ରଦ୍ଧା ନିଜ ଶାଶୁ ଘରେ ଓଡ଼ିଆ ଘରର ବୋହୁ ଭାବରେ ଚଳୁ ଥିବାର ନଜର ଆସିଛନ୍ତି |ନିଜ ସ୍ୱାମୀଙ୍କ ସହିତ ବହୁତ ଏଞ୍ଜୟ କରୁଥିବାର ନଜର ଆସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ତେବେ ବିବାହ ପରେ ଅଭିନେତ୍ରୀ ଶ୍ରଦ୍ଧା ନିଜ ଶାଶୁ ଘରେ ବହୁତ ଖୁସି ଥିବାର ନଜର ଆସିଛନ୍ତି |

ଦଶ ମଙ୍ଗଳାରେ ବାହାଘର ପରେ ନିଜ ସ୍ୱାମୀଙ୍କ ସହିତ ଘରକୁ ଫେରିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ବାହାଘରଟି ବହୁତ ଧୁମ ଧାମରେ ହୋଇଥିଲା ଆଉ ବାହାଘରରେ ଅନେକ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ତେବେ ନିଜ ସ୍ୱାମୀ ସନ୍ଦୀପ ସହ ଦଶ ମଙ୍ଗଳାରେ ଘରକୁ ଆସିବାର ନଜର ଆସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା

Leave a Reply

Your email address will not be published. Required fields are marked *