ଅସଲ ଜୀବନରେ କେମିତି ଦେଖାଯାଆନ୍ତି ଡଲି ଆପଣମାନେ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ରାଜା ତେବେ ଓଲିଉଡର କେଉଁ ଜବରଦସ୍ତ ହିରୋଇନ୍ ଙ୍କୁ ବିବାହ କରିଛନ୍ତି ରାଜା ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଓଲିଉଡର ଜବରଦସ୍ତ ଆକ୍ଟର ରାଜାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି |

ରାଜା ଏହିଭଳି ଖବର ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ରାଜା ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି। ବିବାହ ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ରାଜା ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି।

ଦର୍ଶକ ବନ୍ଧୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ କି ଗତ ଦିନମାନଙ୍କରେ ସୋମାଲିନ୍ ଆଉ ରାଜାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ଯାହାକି ପରବର୍ତ୍ତୀ ସମୟରେ ତାଙ୍କର ବ୍ରେକ୍ ଅପ୍ ହୋଇ ଯାଇଥିଲା।
ତେବେ ବର୍ତ୍ତମାନ ସମୟରେ ରାଜାଙ୍କୁ କିଛି ଆଲବମ୍ ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଆଉ ଏହାଛଡା ରାଜା କିଛି ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି।

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ରାଜାଙ୍କର ଜଣେ ସାଙ୍ଗଙ୍କର ବାହାଘର ହୋଇଥିଲା ଆଉ ଏଥିରେ ରାଜା ବୋହୁତ ଧୁମ୍ ଧାମ୍ ରେ ନାଚ ଗୀତ କରୁଥିବାର ଓ ବାହାଘରଟିକୁ ବୋହୁତ ଏଞ୍ଜୟେ କରୁଥିବାର ନଜର ଆସିଥିଲେ ଆଉ ସେଠାରେ ରାଜା କିଛି ଫଟୋ ଉଠାଇଥିଲେ |

ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ରାଜାଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ରାଜା କେମିତି ଲାଗନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ଜଣାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *