Malika Bachana : ବଡ଼ ଦେଉଳରେ କଣ ସବୁ ଘଟିବ ,ସତ ହେଉଛି ମାଳିକା ବଚନ ,ଜାଣନ୍ତୁ ଆଗକୁ କଣ ସବୁ ଘଟିବ

ନମସ୍କାର ଦର୍ଷକବନ୍ଧୁ ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ମାଳିକା ବିଷୟରେ ଯେଉଁଥିରେ ଲେଖାଯାଇଛି ପୃଥିବୀ କେବେ ହେବ ଧ୍ଵଂସ କେବେ କଲିଯୁଗ ସେଶହେବ କେବେ ଯିବ ବାଇସି ପାହାଚେ ଖେଳିବ ମୀନ କେବେ ହେବ ୭ଦିନ ୭ରାତି ଅନ୍ଧାର !

ଏହିସମୟଠାରୁ ଆଗକୁ ଆପଣମାନେ ଦେଖିବେ ବଡ଼ଦେଉଳରେ ୨୧ଦିନ ଯାଇ ହେବନି ନୀତି ଯଦି ନୀତି ବନ୍ଦ ଯଦି ବନ୍ଦ ହୁଏ ତେବେ ବିଦେଶୀ ବଡ଼ ଦେଉଲେ ପଶିବେ ରାକ୍ଷସ ମହାପୁରୁଷ ଅଚ୍ୟୁତାନନ୍ଦ କାଳନିର୍ଘଣ୍ଟନରେ ଏହି ଘଟଣା ଗୁଡ଼ିକ ଲେଖାଯାଇଛି ଜବରଦସ୍ତ ବଳପ୍ରୟୋଗ କରି ବଡ଼ଦେଉଳରେ ପସିବେ ବିଦେଶୀ ଓ ବଡ଼ଦେଉଳର ଭିତରେ ଯୁଦ୍ଧ ବା ହନଗୋଲ ହେବ ମହାପୁରୁଷ କହିଛନ୍ତି ମନ୍ଦିର ଭିତରେ ରକ୍ତଛିଟା ପଡ଼ିବ ଏଗୁଡ଼ିକସବୁ ଏଇ ନିକଟ ଅତୀତ ୨୦୨୩ରେ ଘଟିସରିଛି ।

ସେତିକି ନୁହଁ ଆଗକୁ ଘଟଣା ବଳି ଘଟିବ ତାର ସମୟ ମଧ୍ୟ ଗଣନା ହୋଇ ସରିଛି ଯେ ସାତଦିନ ନୀଳାଚଳ ଅନ୍ଧକାର ହେବ ସେ ସାତଦିନ ଯାଇ ମନ୍ଦିର ସିଂହଦ୍ଵାର ଖୋଲିବା ନାହିଁ ସଡବର୍ଷଯାୟେ ରଥଯାତ୍ରା ହୋଇବ ନାହିଁ ସମୁଦ୍ର ଜଉ ମଦିଆସୁଛି କିନ୍ତୁ ଯେବେ କଳିଯୁଗ ସେଶହେବ ବାଇଶି ପାହାଚରେ ସେତେବେଳେ ମୀନ ଖେଳିବ ଖଣ୍ଡଗିରିଯାଏ ସମୁଦ୍ର ମାଡ଼ି ଯିବ ।

ପର୍ବତ ପରି ଲହଡ଼ି ସେ ସମୁଦ୍ର ଘେନିଆସିବ ସେ ସମୟରେ ପ୍ରଭୁ ଛତିଆବଟରେ ଯାଇ ବିରାଜମାନ ହେବେ କାରଣ ସେତେବେଳେ ରତ୍ନସିଂହାସନକୁ ସମୁଦ୍ର ଛୁଇଁବ ସେ ସମୟର ଦିବ୍ୟସିଂହ ଦେବ୍ ପୁରୀର ରାଯଥିବେ କିନ୍ତୁ ତାଙ୍କର ରଜୁତୀନଥିବ ଚିତଳ ମାଛ ହିରକୁଡ଼ାବନ୍ଧରୁ ବାହାରି ସାରଳା ମାଙ୍କ ଦର୍ଶନ କରିବାକୁ ଯିବ ଏ ସବୁ ଘଟଣା ଆମମାନଙ୍କୁ ଡରାଇବାକୁ ମହାପୁରୁଷ ମାଳିକାରେ ଲେଖି ନାହାନ୍ତି ବାହ୍ବିଶ୍ୱତରେ ହେବାକୁ ଥିବା ବିନାଶ ପାଇଁ ଆଗୁଆ ସତର୍କ କରିବାକୁ କହିଛନ୍ତି ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *