Vastu tips : ଭାଗ୍ୟଶାଳୀ ଝିଅ ମାନଙ୍କୁ ଏହି 15 ଟି ଲକ୍ଷଣରୁ ଜାଣନ୍ତୁ ,ସବୁ ପୁରୁଷ ଜାଣିବା ନିହାତି ଆବଶ୍ୟକ

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜିର ବିଷୟରେ ଆମେ ଜାଣିବା ଭାଗ୍ୟଶାଳୀ ଝିଅ ମାନଙ୍କୁ ଜାଣିବା କିପରି ସାମୁଦ୍ରିକ ଶାସ୍ତ୍ର ଅନୁସାରେ କିଛି ଝିଅ ମାନେ ଏପରି ହୋଇଥାଆନ୍ତି ଯାହାଙ୍କର ସୌଭାଗ୍ୟରେ ବାପ ଘରେ ଏବଂ ଶାଶୁ ଘରେ ଧନର ବର୍ଷା ହୋଇଥାଏ ଏପରି ଝିଅ ମାନେ ଯେଉଁ ଠାରେ ରହିଥାଆନ୍ତି ସେଠାରେ ସୁଖ ସମୃଦ୍ଧି ଏବଂ ବୈଭବ ବଢିବାକୁ ଲାଗିଥାଏ ଏପରି ସୁଲକ୍ଷିଣୀ ଝିଅ ମାନଙ୍କ ପରିଚୟ ତାଙ୍କ ରଙ୍ଗ ମାନଙ୍କ ଆକାର ଶୈଳୀ ଏବଂ ରଙ୍ଗରୁ ଜଣା ପଡ଼ିଥାଏ |ଆସନ୍ତୁ ଜାଣିବା ଏହିପରି ଲକ୍ଷଣ ଏବଂ ଚିହ୍ନ ଯାହାକୁ ଦେଖି କରି ଆମେ ଜାଣିପାରିବ ଯେ ଏହି ଝିଅଟି ଶୁଭ ଅଟେ କି ନାହିଁ |

ପ୍ରଥମେ ରହିଛି ସୁଲକ୍ଷ୍ମୀ କନ୍ୟାଙ୍କର କାନ ଯଦି ଟିକେ ଲାଲ ହୋଇଥାଏ ତଳ ଆଡ଼କୁ ମୁନିଆ ଏବଂ ଉପର ଆଡ଼କୁ ଓସାରିଆ ହୋଇଥାଏ ତେବେ ଏପରି ମହିଳା ଭାଗ୍ୟବାନ ହୋଇଥାଆନ୍ତି |

ଦ୍ୱିତୀୟରେ ରହିଛି ଯେଉଁ କନ୍ୟାଙ୍କର ଗୋଡ଼ର ଆଙ୍ଗୁଠି ଟିକେ ଉପରକୁ ଉଠି ଲଗାଲଗି ଏବଂ ମୋଟା ହୋଇଥାଏ ତେବେ ସେମାନେ ସମୃଦ୍ଧି ଶାଳୀ ହେବାର ଲକ୍ଷଣ ଦେଇଥାଏ |

ତୃତୀୟରେ ରହିଛି ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ |

ଚତୁର୍ଥରେ ରହିଛି ଯେଉଁ କନ୍ୟାର ନାଭିଟି ଗଭୀର ହୋଇଥାଏ ସେମାନେ ବହୁତ ଲକି ହୋଇଥାଆନ୍ତି |

ପଞ୍ଚମରେ ରହିଛି ଜନ୍ମରୁ ହିଁ ଭାଗ୍ୟଶାଳୀ କନ୍ୟାଙ୍କର ଆଖିର ଧଳା ଭାଗଟି କ୍ଷୀର ପରି ଧଳା ହୋଇଥାଏ ଏବଂ ତାହା ସହିତ ଟିକେ ଲାଲି ମା ସର୍ବଦା ହୋଇଥାଏ |

ଷଷ୍ଠରେ ରହିଛି ଯେଉଁ ମହିଳାଙ୍କ ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାଆନ୍ତି ଏହାର ବିପରୀତ ଯେଉଁ କନ୍ୟାଙ୍କର ଗୋଇଠି ଫାଟୁ ଥାଏ ସେମାନେ ସର୍ବଦା ଦୁଃଖରେ ଦିନ କାଟି ଥାଆନ୍ତି |

ସପ୍ତମରେ ରହିଛି ଯେଉଁ ମହିଳାଙ୍କ କପାଳ ଉନ୍ନତ ଅର୍ଥାତ କପାଳଟି ଟିକେ ବାହାର ଆଡ଼କୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାଆନ୍ତି |

ଅଷ୍ଟମରେ ରହିଛି ଯେଉଁ ମହିଳାଙ୍କ ଆଇବ୍ରୋରେ କଳାଜାଇ ଥାଏ ତାଙ୍କୁ ଶୁଭ ବିଚାର କରାଯାଏ |

ନବମରେ ରହିଛି ଚିକ୍କଣ ଏବଂ ଲାଲ ଜିଭ ଥିବା ମହିଳା ମାନେ ସର୍ବଦା ସୌଭାଗ୍ୟଶାଳୀ ହୋଇଥାଆନ୍ତି |

ଦଶରେ ରହିଛି ନାଭିର ଟିକେ ତଳକୁ କଳାଜାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ଭାଗ୍ୟଶାଳୀ ମହିଳା ମାନଙ୍କ ସଂକେତ ହୋଇଥାଏ |

ଏଗାରରେ ରହିଛି ଛୋଟ ବେକ ଥିବା ମହିଳା ମାନେ ପ୍ରାୟତଃ ଲକି ହୋଇଥାଆନ୍ତି |

ବାରରେ ରହିଛି ଯେଉଁ କନ୍ୟାଙ୍କର ଓଠ ସର୍ବଦା ଲାଲ ହୋଇଥାଏ ସେମାନେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ |

ତେରରେ ରହିଛି ପାଦରେ ଫୁଲ ଚକ୍ର ଏବଂ ଶଙ୍ଖ ଚିହ୍ନ ଥିବା କନ୍ୟା କୌଣସି ଉଚ୍ଚ ଅଧିକାରୀଙ୍କ ପତ୍ନୀଙ୍କ ହେବା ସଙ୍କେତ ଦେଇଥାଏ |

ଚଉଦରେ ରହିଛି ସିଧା ଏବଂ ଆଗକୁ ଟିକେ ବଡ଼ ହୋଇଥିବା ରହିଥିବା ନାକଟି ଐଶ୍ୱର୍ଯ୍ୟର ସଙ୍କେତ ଦେଇଥାଏ |

ପନ୍ଦରରେ ରହିଛି ଯେଉଁ କନ୍ୟାର ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ ସେମାନେ ଭାଗ୍ୟଶାଳୀ ଏବଂ ଧନୀ ହୋଇଥାଆନ୍ତି ଏବଂ ତାଙ୍କ ଉପରେ ଈଶ୍ୱରଙ୍କ କୃପା ସର୍ବଦା ରହିଥାଏ |

Leave a Reply

Your email address will not be published. Required fields are marked *