ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ,ଏହି Hero ଙ୍କୁ କରିବେ ବିବାହ ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ତେବେ ଦର୍ଶକବନ୍ଧୁ ଆପଣମାନେ ଶ୍ରଦ୍ଧାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ତେବେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି |

ଶ୍ରଦ୍ଧା ତେବେ ଶ୍ରଦ୍ଧା କାହାକୁ ବିବାହ କରିବେ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା |ତେବେ ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ଯିଏ କି ବହୁତ ସାରା ସିରିଏଲ ଏବଂ ସିନେମା ମାଧ୍ୟମରେ ଦମଦାର ଆକ୍ଟିଙ୍ଗ କରି ଖୁବ କମ ଦିନ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି

ତେବେ ଆସିଯାଇଛି ଶ୍ରଦ୍ଧା ପାଣିଗ୍ରାହୀଙ୍କ ଫ୍ୟାନ ମାନଙ୍କ ପାଇଁ ବଡ଼ ଖୁସି ଖବର ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶ୍ରଦ୍ଧା |ତେବେ ଶ୍ରଦ୍ଧା ଲୋକପ୍ରିୟ ସିଙ୍ଗର ସନ୍ଦୀପ ପଣ୍ଡା ଙ୍କୁ ବିବାହ କରିବାକୁ ଯାଉଛନ୍ତି |ଯାହା ବିଷୟରେ ଉଭୟେ ଶ୍ରଦ୍ଧା ଏବଂ ସନ୍ଦୀପ ଉଭୟେ ସୋସିଆଲ ମେଡିଆ ଆକାଉଣ୍ଟ ଜରିଆରେ ତାଙ୍କ ରିଲେସନ ସିପ ବିଷୟରେ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *