ଶୁଭମନ ଗିଲଙ୍କୁ ଲାଗିଲା ଶକ୍ତ ଝଟକା, ବାବର ଆଜମ୍ ଛଡେଇ ନେଲେ ତାଙ୍କ ସିଂହାସନ ,ଭାଙ୍ଗି ଦେଲେ ଗିଲଙ୍କ ସବୁ ରେକର୍ଡ

ନମସ୍କାର ଦର୍ଶକବନ୍ଧୁ ଗିଲଙ୍କୁ ପଛରେ ପକାଇ ବାବର ପୁଣି ହେଲେ ନମ୍ବର ୱାନ ବ୍ୟାଟର ଶେଷ ସ୍ଥାନ ହରାଇଲେ ବିଷ୍ଣୋଇ ଅନ୍ତର୍ଜାତୀୟ କ୍ରିକେଟ ପରିସରରେ ବୁଧବାର ଖେଳାଳିଙ୍କ ସଦ୍ୟତମ ମାନ୍ୟତା ଜାରି କରିଛି ଏଥିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି |ପାକିସ୍ତାନର ବାବର ଆଜମ ଦିନିକିଆରେ ପୁଣି ଥରେ ଏକ ନମ୍ବର ବ୍ୟାଟର |

ସେ ଭାରତର ଷ୍ଟାର ଓପନର ଶୁଭମନ ଗିଲଙ୍କୁ ପଛରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି |ବାବରଙ୍କ ରେଟିଙ୍ଗ ପଏଣ୍ଟ 824 ରହିଥିବା ବେଳେ ଗିଲଙ୍କ ପଏଣ୍ଟ ହେଉଛି 810 ବିରାଟ କୋହଲି ଏବଂ ରୋହିତ ଶର୍ମା କ୍ରମଶଃ ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତର ତିନି ଖେଳାଳି |

ବିଶ୍ୱକପ ପର ଠାରୁ ଆଉ କୌଣସି ଦିନିକିଆ ମ୍ୟାଚ ଖେଳି ନାହାଁନ୍ତି ବିଶ୍ୱକପ ସମୟରେ ଗିଲ ବାବରଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ |ଭାରତୀୟ ଦଳ ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶଙ୍ଖଳା ଖେଳୁଥିଲେ ହିଁ ଶୁଭମନ ଗିଲ ଏବଂ ରୋହିତ ଦଳର ଅଂଶ ନାହାଁନ୍ତି |

ଦକ୍ଷିଣ ଆଫ୍ରିକାର ରସି ଭାନ ଦୁସେନ ଗୋଟିଏ ସ୍ଥାନରେ ତଳକୁ ଖସି ଅଷ୍ଟମ ଏବଂ ହେନରୀ କ୍ଳାସନ ଗୋଟିଏ ସ୍ଥାନରେ ଅବନତି ସହ ଦଶମ ସ୍ଥାନରେ ରହିଛନ୍ତି ସେହିପରି ଭାରତୀୟ ବୋଲର ରବି ବିଷ୍ଣୋଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି |

Leave a Reply

Your email address will not be published. Required fields are marked *