ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ କବାଟ ଏବଂ ଜାଣନ୍ତୁ ଆପଣଙ୍କ ଦୁଃଖର ଦିନ ସରି ଖୁସିର ଦିନ କେବେ ଆସୁଛି

ନମସ୍କାର ଦର୍ଶକବନ୍ଧୁ ଆଜି ଆପଣମାନେ ସ୍କ୍ରିନ ଉପରେ ତିନୋଟି କବାଟ ଫୋଟ ଦେଖୁଥିବେ ତାହା ସହିତ ପ୍ରଥମ କବାଟରେ ରହିଛନ୍ତି ଗଣେଶ ,ଦ୍ୱିତୀୟ କବାଟରେ ମା ଲକ୍ଷ୍ମୀ ରହିଛନ୍ତି ଏବଂ ତୃତୀୟ କବାଟରେ ରହିଛନ୍ତି କଳସ ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ କବାଟ ଏବଂ ଜାଣନ୍ତୁ ଆପଣଙ୍କ ଜୀବନରେ କେବେ ଦୁଃଖ ସରିବ ଏବଂ ଖୁସି ଆସିବ |ଆପଣମାନେ ଜାଣିଥିବେ ଘରର ମୁଖ୍ୟ ଦ୍ୱାର କବାଟ ନିହାତି ଜରୁରୀ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରୁ ଜଣା ପଡ଼ିଯାଏ ଆପଣଙ୍କ ପାରିବାରିକ ଜୀବନ କୋଉ ଭଳି ଭାବରେ କଟୁଛି ତ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ କେଉଁ ଭଳି ଫୋଟ ରଖିଛନ୍ତି ବା ଆପଣଙ୍କ ଘର କବାଟରେ କେଉଁ ଦେବତାଙ୍କ ମୂର୍ତ୍ତି ରହିଛି |ସେହି ଫୋଟରୁ ଆପଣ ଜାଣିପାରିବେ ନିଜ ପରିବାର ମଧ୍ୟରେ ଆପଣ କେତେ ସୁଖ ଶାନ୍ତି କହୁଛନ୍ତି ତ ଆପଣଙ୍କୁ ତିନି ସେକେଣ୍ଡର ସମୟ ଦିଆଯାଉଛି ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ କବାଟ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ କିପରି ରହିବ ଆପଣଙ୍କ ପରିବାରକୁ ସୁଖ ଶାନ୍ତି କେବେ ଫେରି ଆସିବ |

ପ୍ରଥମ କବାଟ ଆପଣ ଯଦି ପ୍ରଥମ କବାଟଟିକୁ ବାଛିଛନ୍ତି ଆପଣ ପ୍ରଭୁ ଗଣେଶଙ୍କୁ ବାଛିଛନ୍ତି ଦେଖନ୍ତୁ ବର୍ତ୍ତମାନର ସମୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ କାରଣ ଆପଣଙ୍କ ମନସ୍କାମନା ଦୂର ହେବ ଆପଣଙ୍କ ପରିବାରରେ ଯେଉଁ ଦୁଃଖ ମନ ମତାନ୍ତର ହୋଇଥିଲା ତାହା ମଧ୍ୟ ଆପଣଙ୍କର ଦୂର ହେବ |ଆପଣ ଯେଉଁ କାର୍ଯ୍ୟରେ ହାତ ଦେଇଥିଲେ ତାହା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ ଆପଣ ଶତ୍ରୁ ମାନଙ୍କ ଠାରୁ ପରାଜିତ ହେବେ ନାହିଁ ମିତ୍ର ମାନଙ୍କ ପକ୍ଷରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ |ସନ୍ତାନ ମାନଙ୍କ ପକ୍ଷରୁ ଖୁସି ଖବର ମିଳିବ ପିଲା ମାନେ ଶିକ୍ଷା କ୍ଷେତ୍ରରେ ଭଲ ଫଳ ପ୍ରଦର୍ଶନ କରିବେ |ଆପଣ ଋଣ ଆଉ କରିବେ ନାହିଁ ଆପଣଙ୍କ ସଞ୍ଚୟ ଭାର ଏବେ ବଢ଼ିବାରେ ଲାଗିବ |

ଦ୍ୱିତୀୟ କବାଟ ଆପଣଙ୍କ ଭାଗ୍ୟକୁ ଯଦି ବିଚାର କରାଯିବ ଆପଣ କୌଣସି ଚିନ୍ତାରେ ବ୍ୟସ୍ତ ରହିଛନ୍ତି କୌଣସି କାର୍ଯ୍ୟ ଆପଣ ପୂରଣ କରି ପାରୁ ନାହାଁନ୍ତି ତେବେ ସେ ସମୟ ଆପଣଙ୍କ ଅତୀତ ଆଗାମୀ ସମୟ ବା ଆଗାମୀ ନୂଆବର୍ଷ ପରଠାରୁ ଆପଣଙ୍କୁ ବହୁତ ଶୁଭଫଳ ମିଳିବ ଏବଂ ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସିର ସମୟ ଆସିବାକୁ ଯାଉଅଛି |ଆପଣ ଆଉ ପରାଧୀନତତା ଭାବରେ କାର୍ଯ୍ୟ କରିବେ ନାହିଁ ଆପଣଙ୍କ ସମସ୍ତ ଚିନ୍ତାରୁ ମୁକ୍ତି ହେବେ ଆପଣଙ୍କୁ ହଟାତ ଧନ ପ୍ରାପ୍ତିର ଯୋଗ ବନୁଅଛି ସେହିଭଳି ଆପଣ ସୁଯୋଗଙ୍କୁ ଅପେକ୍ଷା କରନ୍ତୁ ଦେଖିବେ ଆପଣଙ୍କ ଖୁସିର ସମୟ ଆସିବାକୁ ଆଉ ଖୁବ କମ ଦିନ ରହିଅଛି |

ତୃତୀୟ କଳସ ଆପଣ ଯଦି ତୃତୀୟ କଳସଟିକୁ ବାଛିଛନ୍ତି ଆପଣ ଯେମିତିକା ଜାଣିଥିବେ କଳସ ଏକ ଶୁଭ କାମରେ କୌଣସି ଶୁଭ କାର୍ଯ୍ୟ ଯଦି ଆପଣଙ୍କ ଘରେ ହେଉଛି ସମସ୍ତଙ୍କ ଘରେ କଳସ ବ୍ୟବହାର ହୋଇଥାଏ |ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ଫୋଟ ବା କୌଣସି କଳସର ଫୋଟ ମଧ୍ୟ ରହିଥାଏ |ଏହା ରଖିବା ଦ୍ୱାରା ଆପଣଙ୍କ ଘରେ ଯାହାବି କିଛି ସମସ୍ୟା ତାହା ଆପଣଙ୍କ ଦୂର ହୋଇଯିବ ଆପଣଙ୍କ ଗୋଟିଏ ଦୁର୍ବଳତା ଆପଣ ଏ ଦୁନିଆରେ କାହାକୁ ବିଶ୍ୱାସ କରୁ ନାହାଁନ୍ତି କାରଣ ଅଯଥାରେ ଧନ ବ୍ୟୟ ହେଉଛି |ଗୁପ୍ତ ଚିନ୍ତା ଆପଣଙ୍କ ଠାରେ ପ୍ରକାଶ ପାଉଛି ଯାହାକି କୌଣସି ଲୋକ ଆପଣଙ୍କୁ କଷ୍ଟ ଦେଉଛି ଏବଂ ତାହା ସହିତ ଆପଣଙ୍କ ଆଗାମୀ ଦିନ ବହୁତ ଭଲ ରହିବାକୁ ଯାଉଛି |

Leave a Reply

Your email address will not be published. Required fields are marked *