ଆଧାର କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ବର୍ଷ ଶେଷ ସୁଦ୍ଧା କରିଦିଅନ୍ତୁ ଏହି କାମ ନଚେତ ପଛରେ ପସ୍ତାଇବେ ଆପଣ ,ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଦେଶରେ ବନ୍ଦ ହୋଇଯିବ 60 ପ୍ରତିଶତ ଆଧାର କାର୍ଡ ଷାଠିଏ ପ୍ରତିଶତ ଆଧାର କାର୍ଡ ହେବ ଅଚଳ କାମରେ ଆସିବ ନାହିଁ ଏହି ଡକମେଣ୍ଟ ଖୁବ ଶୀଘ୍ର ହେବାକୁ ଯାଉଛି ଏପରି କାମ |ଏହା ପରେ କୌଣସି କାର୍ଯ୍ୟ ପାଇଁ ଆପଣ ଏହାକୁ ବ୍ୟବହାର କରିବେ ନାହିଁ ତେବେ ଏହି ଖବରଟିକୁ ଅଣଦେଖା କରିବା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ |

କାରଣ ବର୍ତ୍ତମାନ ପିଲାଙ୍କ ଆଡ଼ମିସନ ଠାରୁ ଡ୍ରାଇଭିଙ୍ଗ ଲାଇସେନ୍ସ ଇତ୍ୟାଦି ସବୁ କ୍ଷେତ୍ରରେ ଆଧାର କାର୍ଡ ଜରୁରୀ ପରିଚୟ ପତ୍ର ପାଲଟିଛି ତେଣୁ ସମୟ ପୂର୍ବରୁ ସଚେତନ ହେବା ଆବଶ୍ୟକ |uidai ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଆଧାର କାର୍ଡ ପୁରୁଣା ହୋଇଥିବ କେବେ ଆପଣ ଏହାକୁ ସଂଶୋଧନ କରିନଥିବେ ସେମାନେ ସାବଧାନ ହୋଇଯାଆନ୍ତୁ |

ଯେଉଁ ମାନେ ଥରେ ହେଲେବି କେବେ ଆଧାର ସେବା କେନ୍ଦ୍ରରେ ଆଧାର ସଂଶୋଧନ କରି ନାହାଁନ୍ତି |ସେମାନଙ୍କୁ ନିଜର KYC କରାଇ ନେବାକୁ କୁହାଯାଇଛି କାରଣ ଆଧାର କାର୍ଡ ତିଆରି ହେବା ପରେ ଅନେକ ଲୋକ ନିଜର ଭୁଲ ଠିକଣା ନାମ ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ତଥ୍ୟ ସଂଶୋଧନ କରି ନାହାଁନ୍ତି |

ତେବେ ଏହି ୟୁଜର ମାନଙ୍କ KYC ନହେଲେ ଏହି ଆଧାର ଗୁଡ଼ିକୁ ଲକ କରି ଦିଆଯିବ |ଆଧାର କେନ୍ଦ୍ର ଅନୁସାରେ ଦେଶର ପ୍ରାୟ 60 ପ୍ରତିଶତ ଆଧାର କାର୍ଡର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି KYC କରାଯାଇ ନାହିଁ |ତେବେ ଏଥିରେ ଅଧିକାଂଶ କାର୍ଡ ଗ୍ରାମାଞ୍ଚଳରେ ହୋଇଥିବା ରେକର୍ଡ ହୋଇଛି ଯଦି ଏମାନେ ଉଚିତ ସମୟ ପୂର୍ବରୁ KYC ନକରନ୍ତି ତେବେ ସେମାନଙ୍କ ଆଧାର ଲକ କରି ଦିଆଯିବ |

Leave a Reply

Your email address will not be published. Required fields are marked *