Vastu tips :କାହାକୁ କିଛି ନକହି ଲୁଣରେ ମିଶେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଘରେ ହେବ ଧନର ବର୍ଷା ,ଏତେ ଟଙ୍କା ଆସିବ ସମ୍ଭାଳି ପାରିବେ ନାହିଁ

ନମସ୍କାର ଦର୍ଶକବନ୍ଧୁ ଲୁଣ ଡବାରେ କେଉଁ ଜିନିଷ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବନ୍ଧୁଗଣ କହିବାକୁ ଗଲେ ଲୁଣ ଏକ ସାମାନ୍ୟ ଜିନିଷ ଅଟେ ଏହା ଶସ୍ତା ହେବା ସହିତ ସମସ୍ତଙ୍କର ଘରେ ବହୁଳ ବ୍ୟବହାର ହୋଇଥାଏ ଏଣୁ ଆଶ୍ଚର୍ଯ୍ୟ ହେଉଥିବେ କି ଏହି ଲୁଣ କିପରି ଏକ ସାଧାରଣ ମଣିଷକୁ ଧନୀ କରିପାରିବ କିନ୍ତୁ ଜ୍ୟୋତିଷ ଶାସ୍ତ୍ରକୁ ମାନି ନେଲେ ଏହି ଲୁଣ ଘରେ ଧନର ସଞ୍ଚୟକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରିଥାଆନ୍ତି ଏବଂ ଆପଣଙ୍କ ଜୀବନରେ ଖୁସି ଭରି ଦେଇଥାଏ କେବଳ ଆପଣ ଏହା ଜାଣିବା ଆବଶ୍ୟକ ଯେ ଲୁଣର କେଉଁ ଉପାୟ କରିବେ ଏବଂ ଲୁଣ ଉପରେ କେଉଁ ଜିନିଷ ପକାଇବେ ଯାହା ଦ୍ୱାରା ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ |

ବନ୍ଧୁଗଣ ଆଜିର ସମୟରେ କେତେକ ଲୋକମାନଙ୍କ ରୋଜଗାର ଥିଲେ ମଧ୍ୟ ଧନ ସଞ୍ଚୟ ହେଉ ନାହିଁ ତ ଆଉ କେତେବେଳେ ରୋଜଗାର ହିଁ ହୋଇନଥାଏ ତେବେ ଏହାର କାରଣ ହେଉଛି ଘରେ ଥିବା ନକରାତ୍ମକ ଉର୍ଜାର କାରଣ ଏବଂ ଵାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇଥାଏ ଏଣୁ ପ୍ରତି ସପ୍ତାହର ଗୁରୁବାର ଦିନକୁ ଛାଡ଼ି ଅନ୍ୟ କୌଣସି ଦିନ ପାଣିରେ କିଛି ଲୁଣ ମିଶାଇ ସେହି ପାଣିରେ ଘରକୁ ଲିପା ପୋଛା କରନ୍ତୁ ଏହା କରିବା ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ପବିତ୍ରତା ଆସିଥାଏ |

ଯଦି ଘରେ ପରିବାରରେ ସର୍ବଦା କଳି ଝଗଡ଼ା ଲାଗି ରହୁଛି ତେବେ ଏହି ଉପାୟଟି କରନ୍ତୁ ଏକ କାଚ ପାତ୍ରରେ କିଛି ପାଣି ନେଇ ସେଥିରେ କିଛି ଲୁଣ ପକାଇ ଦିଅନ୍ତୁ ଏବଂ କିଛି ସିନ୍ଦୁର ମଧ୍ୟ ପକାଇ ଦିଅନ୍ତୁ ଏହି ପାଣିକୁ ସାତ ଘେରା ବୁଲାଇ ନିଜ ଗାଧୁଆ ପାଣିରେ ମିଶାଇ ସେଥିରେ ସ୍ନାନ କରି ଦିଅନ୍ତୁ ମୁଣ୍ଡ ଉପରେ ବୁଲାଇବା ସମୟରେ ଓଁ ସନିଶ୍ଚରାୟ ନମଃ ଏହି ମନ୍ତ୍ର ନିଶ୍ଚୟ ଜପ କରନ୍ତୁ |ଏହା ଦ୍ୱାରା ଘରେ ପରିବାରରେ ଝଗଡ଼ା କଳହ ହୋଇନଥାଏ ଏବଂ ଧନର ସଞ୍ଚୟ ବୃଦ୍ଧି ହୋଇଥାଏ |

ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଘରେ ସର୍ବଦା ଧନ ଭରି ରହୁ ସୁଖ ସମୃଦ୍ଧି ବଜାଇ ରହୁ ତେବେ ଏକ କାଚର ଡବା ବା ବୋତଲ ଟିଏ ନିଅନ୍ତୁ ସେଥିରେ ଲୁଣ ଭରି ଦିଅନ୍ତୁ ଏବଂ ସେହି ଲୁଣ ଉପରେ ପାଞ୍ଚୋଟି ସାତୋଟି ଲବଙ୍ଗ ପକାଇ ଦିଅନ୍ତୁ ଏବଂ ତାହାକୁ ନିଜ ରୋଷେଇ ଘରେ ରଖିଦିଅନ୍ତୁ ଲୁଣକୁ ଏପରି ରଖିବେ ଯେପରିକି ସେହି ଲୁଣକୁ ଖାଇବାରେ ବା ରୋଷେଇ ଘରେ ବ୍ୟବହାର କରିପାରିବେ ନାହିଁ |ଏହି ଲୁଣ ଏବଂ ଲବଙ୍ଗର ମିଳନ ଘରେ ଧନର ସଞ୍ଚୟ କରିଥାଏ ଏବଂ ଘରେ ଧନକୁ ବୃଦ୍ଧି କରାଇଥାଏ |

Leave a Reply

Your email address will not be published. Required fields are marked *