ଏହି ଦାମୀ ଖେଳାଳି ମାନଙ୍କୁ ମିଳିଲା ଉପଯୁକ୍ତ ଟଙ୍କାର ଅର୍ଥ ରାଶି ,ଆଶା ଠାରୁ ବହୁତ କମରେ କିଣା ହେଲେ ଏହି ଦ୍ରୁତ ବ୍ୟାଟର ,ଜାଣିଲେ ବିଶ୍ୱାସ ହେବ ନାହିଁ

ନମସ୍କାର ଦର୍ଶକବନ୍ଧୁ IPL 2024 ଅକ୍ସନ କିଏ ବେଶ ପ୍ରାଇସରେ କାହାକୁ ମାତ୍ର ପଚାଶ ଲକ୍ଷ ଦଶ ଜଣ ଖେଳାଳିଙ୍କୁ ମିଳିଲା ନାହିଁ ଆଶା ମୁତାବକ ଅର୍ଥ ରାଶି IPL 2024 ନିଲାମରେ ମିଚେଲ ଷ୍ଟାର୍କ ,ପ୍ୟାଟ କୁମିନ୍ସ ,ଡାରିଲ ମିଚେଲଙ୍କ ଭଳି ଖେଳାଳି ଉପରେ ଟଙ୍କା ବର୍ଷା ହୋଇଛି ଗୋଟେ ପଟେ ଷ୍ଟିଭ ସ୍ମିତ ,ରିଲି ରୋସୋ ଏବଂ ଲକି ଫର୍ଗୁସନ କୌଣସି ଫ୍ରାଞ୍ଚାଇଜ କିଣିବାକୁ ରୁଚି ଦେଖାଇ ନଥିବା ବେଳେ ଅନ୍ୟପଟେ ଅନେକ ଖେଳାଳିଙ୍କୁ ତାଙ୍କ ଆଶା ମୁତାବକ ଟଙ୍କା ମିଳିଲା ନାହିଁ |

କୁହା ଯାଉଥିଲା ଚେତନ ସକରିଆ ଏବଂ ରଚିନ ରବୀନ୍ଦ୍ରଙ୍କ ଭଳି ଖେଳାଳିଙ୍କୁ ଭଲ ଅର୍ଥ ମିଳିବ ହେଲେ ଏହି ଖେଳାଳିଙ୍କୁ ମନ ମୁତାବକ ଅର୍ଥ ରାଶି ମିଳିବ ନାହିଁ |ଭାରତୀୟ ଦ୍ରୁତ ବୋଲର ଚେତନ ସକରିଆଙ୍କ ବେଶ ପ୍ରାଇସ ପଚାଶ ଲକ୍ଷ ଥିଲା କୋଲକାତା ନାଇଟ ରାଇଡର୍ସ ଭଳି ଅନେକ କୌଣସି ଦଳ ତାଙ୍କୁ କିଣିବା ପାଇଁ ଆଗ୍ରହୀ ପ୍ରକାଶ କରୁନଥିଲେ |

ଫଳରେ ଚେତନ ନିଜର ବେଶ ପ୍ରାଇସ ରେ ବିକ୍ରି ହୋଇଛନ୍ତି |ଟ୍ରଷ୍ଟନ ଟ୍ରପ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସ ମ୍ୟାନଙ୍କୁ ଦିଲ୍ଲୀ କ୍ୟାପିଟାଲ ପଚାଶ ଲକ୍ଷରେ ନିଜ ଦଳରେ ଯୋଡ଼ିଛି |ରଚିନ ରବୀନ୍ଦ୍ର ନ୍ୟୁଜଲ୍ୟାଣ୍ଡର ଏହି ଯୁବ ଉଦ୍ୟମାନ ଅଲରାଉଣ୍ଡରକୁ ଚେନ୍ନାଇ ସୁପର କିଙ୍ଗ ଏକ କୋଟି ଅସି ଲକ୍ଷ ଟଙ୍କାରେ କିଣିଛି |

କ୍ରିସ ୱକ୍ସ ଏହି ବୋଲରଙ୍କୁ ପଞ୍ଜାବ କିଙ୍ଗ ଚାରି କୋଟି କୋଡ଼ିଏ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି ସାରଦୁଲ ଠାକୁର ଭାରତୀୟ ଏହି ଦ୍ରୁତ ବୋଲରଙ୍କୁ ଚେନ୍ନାଇ ସୁପର କିଙ୍ଗ ଚାରି କୋଟି ଟଙ୍କାରେ କିଣିବାରେ ସଫଳ ହୋଇଛି |ହାରି ବ୍ରୋକକୁ ଦିଲ୍ଲୀ କ୍ୟାପିଟାଲ ଚାରି କୋଟି ଟଙ୍କାରେ ନିଜ ଦଳରେ ରଖିଛି |

Leave a Reply

Your email address will not be published. Required fields are marked *