ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଦୁଇ ମିନିଟରେ ଭଲ କରିବ ଏହି ଚମତ୍କାରି ପତ୍ର ,ନିରୋଗ ରହିବାର ଉପାୟ ଶହେ ବର୍ଷ ବଞ୍ଚିବେ ଆପଣ

ନମସ୍କାର ବନ୍ଧୁଗଣ ପୁରାତନ କାଳରେ ଦେଖା ଯାଇଥିଲା ଲୋକମାନେ ବୁଢ଼ା ହେଲା ପରେ ସେମାନଙ୍କ ଆଣ୍ଠୁ ଗଣ୍ଠି, କମର, ହାଡ଼ ଆଦିରେ ବୋହୁତ ଯନ୍ତ୍ରଣା ଅନୁଭବ କରୁଥିଲେ ହାଡ଼ରୁ କଟକଟ ଆୱାଜ୍ ଆସୁଥିଲା କିଛିବି କାମ କରିବାକୁ ମନ ହେଉ ନଥିଲା ଶରୀରରେ ଦୁର୍ବଳତା ରହୁଥିଲା ୬୦-୭୦ ବୟସ ପରେ ଯାଇ ଏମିତି ସମସ୍ୟା ହେଉଥିଲା କିନ୍ତୁ ଆଜିକାଲି ଆମ ଜୀବନ ଶୈଳୀ ଖରାପ ହେବା କାରଣରୁ ଟାଇମରେ ଆମେ ଶୋଉ ନାହାଁନ୍ତି ବ୍ୟାୟାମ କରୁ ନାହାଁନ୍ତି ଯୋଗ କରି ନାହାଁନ୍ତି ଖାଦ୍ୟପେୟ ସଂପୂର୍ଣ୍ଣ ଭାବରେ ବିଗିଡି ସାରିଛି କିଛିବି ଖାଉଛନ୍ତି ଖାଇବା ପାଇଁ ସମୟ ନାହିଁ ଏହାଛଡା ଜଙ୍କଫୁଡ୍ ଖାଉଛନ୍ତି ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛୁ ଏହା ବ୍ୟତୀତ ଚାହା ଆଜିକାଲି ଅଧିକ ପିଉଛନ୍ତି |

ଏହି କାରଣରୁ ଶରୀରରେ ବାର୍ଦ୍ଧକ୍ୟ ଶୀଘ୍ର ଆସୁଅଛି ବୟସ ପୂର୍ବରୁ ଚୁଟି ଦାଢ଼ି ଧଳା ହୋଇ ଯାଉଛି ଚର୍ମ କୁଞ୍ଚନ ଭଳି ସମସ୍ୟା ଉପୁଜୁଛି ଆଖି ତଳ କଳା ପଡ଼ି ଯାଉଛି ଏହିସବୁ ସମସ୍ୟାରୁ ବଞ୍ଚିବା ପାଇଁ ଆଜି ଆସନ୍ତୁ ଏକ ଉପଚାର ବିଷୟରେ ଜାଣିବା ଯାହାକୁ ଆୟୁର୍ବେଦରେ ଉଲ୍ଲେଖ କରାଯାଇଅଛି | ତେବେ ଆସନ୍ତୁ ଜାଣିବା ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠିରେ କଷ୍ଟ ହେଉଅଛି ମକରରେ କଷ୍ଟ ହେଉଅଛି ହାଡ଼ରେ କଷ୍ଟ ହେଉଅଛି ଗଣ୍ଠିରେ କଷ୍ଟ ହେଉଅଛି କିଛିବି କାମ କରିବାକୁ ମନ ହେଉନାହିଁ ଶରୀରରେ ଦୁର୍ବଳତା ବୋହୁତ ଅଧିକ ହେଉଅଛି କ୍ୟାଲସିୟମର ଅଭାବ ଯଦି ଆପଣ ଶରୀରରେ ବୋହୁତ ଅଧିକ ହେଉଅଛି ଏବଂ ରକ୍ତର ଅଭାବ ଦେଖା ଦେଉଛି ତେବେ ଏମିତିରେ ଆପଣ ପାନପତ୍ରର କେଉଁ ପ୍ରୟୋଗ କରିବାକୁ ପଡ଼ିବ |

ପ୍ରଥମେ ଆପଣଙ୍କୁ ମିଠା ପାନପତ୍ରର ସଂଗ୍ରହ କରିବାକୁ ପଡ଼ିବ ଗୋଟିଏ ପାନପତ୍ର ନିଅନ୍ତୁ ତାପରେ ଆପଣଙ୍କୁ ଚୂର୍ଣ୍ଣ ଦରକାର ହେବ ଆପଣଙ୍କୁ ଗୋଟିଏ ଚାଉଳ ସଦୃଶ ଟିକେ ଚୂର୍ଣ୍ଣ ନେବାକୁ ହେବ। ବନ୍ଧୁଗଣ ବାତ ସମ୍ବନ୍ଧିତ ଯାହାବି ରୋଗ ଅଛି ଯେମିତିକି କ୍ୟାଲସିୟମର ଅଭାବ ଏହିପରି ରୋଗ ପାଇଁ ଚୂର୍ଣ୍ଣଠୁ ଅଧିକ ଲାଭକାରୀ ଜିନିଷ ଆଜି ପର୍ଯ୍ୟନ୍ତ ଦୁନିଆରେ ଆଉ କିଛିବି ବାହାରି ନାହିଁ କିନ୍ତୁ ଯଦି ଆପଣଙ୍କୁ କିଡ୍ନୀରେ ଷ୍ଟୋନ୍ ଅଛି ତେବେ ଆପଣଙ୍କୁ ଚୁନର ସେବନ କରିବା କଥା ନୁହେଁ ଏହାଛଡା ଏହାର ଆଉ କୌଣସି ସାଇଡ୍ ଇଫେକ୍ଟ୍ ନଥାଏ ଯେଉଁ ମାନଙ୍କର କିଡ୍ନୀରେ ଷ୍ଟୋନ୍ ହୋଇଅଛି ସେମାନେ ଏହାର ପ୍ରୟୋଗ କରିବା କଥା ନୁହେଁ |

ରାତିରେ ଶୋଇବା ପୁର୍ବରୁ ଏକ ତମ୍ବା ପାତ୍ରରେ ପାଣି ଭରି ରଖି ଦିଅନ୍ତୁ ସକାଳୁ ଉଠି ସେହି ପାଣିକୁ ହାଲୁକା ଉଷୁମ କରି ଧୀରେ ଧୀରେ ପିଇ ନିଅନ୍ତୁ। ବନ୍ଧୁଗଣ ତମ୍ବା ପାତ୍ରର ପାଣି ମଧ୍ୟ ଆମର ଆଣ୍ଠୁ ଗଣ୍ଠି ପାଇଁ ବୋହୁତ ଲାଭକାରୀ ଅଟେ। ତାପରେ ଏକ ପାନପତ୍ର ନିଅନ୍ତୁ ସେଥିରେ ଚାଉଳ ଦାନା ସଦୃଶ ଚୂର୍ଣ୍ଣ ଲଗାନ୍ତି ଧୀରେ ଧୀରେ ଏହାକୁ ଚୋବାଇ ଖାଇକି ଢ଼ୋକି ନିଅନ୍ତୁ ଏହାର ପ୍ରୟୋଗ ପ୍ରତିଦିନ ନକରି ଦିନେ ଛାଡି ଦିନେ କରନ୍ତୁ ଧ୍ୟାନ ରଖିବେ ୧ ମାସ ଠାରୁ ଅଧିକ ଏହାର ପ୍ରୟୋଗ କରିବେ ନାହିଁ ଯଦି ଆପଣ ଏହାର ପ୍ରୟୋଗ ୧୫ ଥର କରନ୍ତି |

ତେବେ ଆପଣଙ୍କୁ ଯଦି କ୍ୟାଲସିୟମର ଅଭାବ ରହୁଥାଏ ଶରୀରରେ ବୋହୁତ ଅଧିକ ଦୁର୍ବଳତା ରହୁଥାଏ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ଯଦି କଷ୍ଟ ରହିଥାଏ ଗଣ୍ଠିଆ ସମସ୍ୟା ଯଦି ରହୁଥାଏ ଖଟରେ ସବୁଦିନ ପାଇଁ ପଡ଼ି ଯାଇଥିବା ବ୍ୟକ୍ତି ମଧ୍ୟ ଏହାର ସେବନ ଦ୍ଵାରା ଚଲାବୁଲା କରିବାକୁ ଲାଗିଥାଏ ଏହା ବୋହୁତ ଅଧିକ ଚମତ୍କାରି ହୋଇଥାଏ। ଆସନ୍ତୁ ଏବେ ଜାଣିବା ଯେଉଁ ମାନଙ୍କର ଆଭ୍ୟନ୍ତରୀଣ ଦୁର୍ବଳତା ରହୁଅଛି ଏହାକୁ ଫେରାଇ ଆଣିବା ପାଇଁ ପାନ ପତ୍ରର ଏକ ଉପାୟ ବିଷୟରେ ଆସନ୍ତୁ ଜାଣିବା |

ପ୍ରଥମେ ଆପଣ ଏକ ମିଠା ପାନ ପତ୍ର ନିଅନ୍ତୁ ତାପରେ ଆପଣଙ୍କୁ ଶତ ପ୍ରତିଶତ ସୁଧ ପ୍ରାକୃତିକ ମୋହୁ ଏକ ଚାମଚ ଲଗାନ୍ତୁ ତାପରେ ଏଥିରେ ଗୋଟିଏ ରସୁଣ ପାଖୁଡ଼ରୁ ଚୋପା ବାହାର କରି ତାହାକୁ ଭଲ ଭାବରେ ଛେଚି ଏଥିରେ ଲାଗନ୍ତି ଏହାକୁ ଠିକ୍ ସେହିପରି ଦିନେ ଛଡ଼ା ଦିନେ ଯଦି ସକାଳୁ ଖାଲି ପେଟରେ ସେବନ କରନ୍ତି ଏବଂ ତାଜା ସହିତ ୧ ଗ୍ଲାସ୍ ଉଷୁମ ପାଣିରେ ୧ ଚାମଚ ତ୍ରୀଫଳ ଚୂନ ମିଶାଇ ଯଦି ସେବନ କରନ୍ତି ଏହାର ପ୍ରୟୋଗ ଏହିପରି ଭାବେ ୧ ମାସ ପର୍ଯ୍ୟନ୍ତ କରିବେ ତେବେ ଆପଣ ଦେଖିବେ ଆପଣଙ୍କ ଆଭ୍ୟନ୍ତରୀଣ ଶକ୍ତି ପୁନଃ ଧୀରେ ଧୀରେ ବଢିବାକୁ ଲାଗିବ |

Leave a Reply

Your email address will not be published. Required fields are marked *