Vastu tips: ଶୋଇବାବେଳେ ଏହି ୫ଟି ଭୁଲ୍ ଆପଣଙ୍କୁ କରିବ ( ଭିକାରୀ ),ଭୁଲରେ କେବେବି ଏହି ଜିନିଷ ମୁଣ୍ଡ ପାଖରେ ରଖନ୍ତୁ ନାହିଁ

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ଭୁଲରେ ଶୋଇବା ସମୟରେ କରନ୍ତୁ ନାହିଁ ଏହି ପାଞ୍ଚୋଟି କାମ ନଚେତ ଦାରିଦ୍ର୍ୟତା ଆପଣଙ୍କ ପିଛା ଆଦୌ ଛାଡ଼ିବ ନାହିଁ କେତେ ଥର ମନୁଷ୍ୟ ଏପରି ଛୋଟ ଛୋଟ ଭୁଲ କରିଥାଏ ଯାହା ଦ୍ୱାରା ଆଗକୁ ଯାଇ ତାକୁ ବିଭିନ୍ନ ସମସ୍ୟାର ସମୁଖିନ୍ନ ହେବାକୁ ପଡ଼ିଥାଏ |ଶାସ୍ତ୍ର ଅନୁସାରେ ସମସ୍ତ କାର୍ଯ୍ୟ କରିବାର ଏକ ସଠିକ ଉପାୟ ଥାଏ ଏମିତିରେ କହିବାକୁ ଗଲେ କିଛି ଥର ଦେଖା ଯାଇଛି ଯେ ରାତିରେ ଶୋଇବା ସମୟରେ କିଛି ଲୋକମାନେ ଏମିତି ଭୁଲ କରି ଦିଅନ୍ତି ଯାହା ତାଙ୍କୁ କରିବା ଅନୁଚିତ ତେବେ ଆସନ୍ତୁ ଜାଣିବା କଣ ସେହି ଭୁଲ ଗୁଡ଼ିକ ଯାହାକୁ ରାତିରେ ଶୋଇବା ସମୟରେ କରିବା ଅନୁଚିତ ଏହା କରିବା ଦ୍ୱାରା ଧନର ହାନି ହୋଇଥାଏ |

ନମ୍ବର 1 ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କୁ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେବି ମନି ପର୍ସ ରଖି ଶୋଇବା ଉଚିତ ନୁହେଁ ଏହା କରିବା ଦ୍ୱାରା ଘରର ଖର୍ଚ୍ଚ ବୃଦ୍ଧି ପାଇଥାଏ ଏବଂ ବ୍ୟକ୍ତିଙ୍କୁ ଜୀବନରେ ଦରିଦ୍ର୍ୟତା ମଧ୍ୟ ଲାଗିଥାଏ ତେଣୁ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖିବା ଉଚିତ ନୁହେଁ |

ନମ୍ବର 2 ଘଡ଼ି ଏହାକୁ ଆପଣ ଭୁଲରେ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖି ଶୁଅନ୍ତୁ ନାହିଁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ହୋଇଥାଏ ଏହା କରିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ |

ନମ୍ବର 3 ବ୍ୟକ୍ତିଙ୍କୁ ଭୁଲରେ ଶୋଇବା ସମୟରେ କେବେବି ଜୋତା ବା ଚପଲ ମୁଣ୍ଡ ପାଖରେ ରଖିକି ଶୋଇବା ଉଚିତ ନୁହେଁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ଼ ଭୁଲ ଅଟେ ଏହି କାରଣରୁ ଘରେ ସମସ୍ୟା ଆସିବା ଲାଗିଥାଏ ଏବଂ ଘରୁ ମାତା ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥାଆନ୍ତି |

ନମ୍ବର 4 ଭୁଲରେ ବ୍ୟକ୍ତି ଶୋଇବା ସମୟରେ ସୁନା ବା ଚାନ୍ଦିର ଜିନିଷ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ |

Leave a Reply

Your email address will not be published. Required fields are marked *