ଟ୍ୟୁସନ କରିବାକୁ ଛାତ୍ରୀଙ୍କୁ ଡାକିଲା ଘରକୁ ନ ଛାଡି ଏମିତି କାମ କଲା ଜାଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ

ନମସ୍କାର ଦର୍ଶକବନ୍ଧୁ ବା ବା ରେ ପ୍ରେମ ଏମିତି ପ୍ରେମ ପୁଣି ଶିକ୍ଷକ କରୁଛି ନିଜ ଛାତ୍ରୀଙ୍କ ସହିତ ଏମିତି ପ୍ରେମ କେହି କେବେ ଆଗରୁ ଦେଖି ନଥିବେ ଏମିତି ପ୍ରେମ କଲେ ଶେଷରେ ଗାଁ ମୁଣ୍ଡରେ ଖୁଣ୍ଟରେ ବନ୍ଧା ହେଲେ ଶିକ୍ଷକ |ସ୍କୁଲ ଛୁଟି ହେଲା ଝିଅ ଘରୁ ବାହାରି ଟ୍ୟୁସନ ଗଲା ହେଲେ ଆଉ ଫେରିଲା ନାହିଁ ବାପା ଖୋଜି ଖୋଜି ଯାଇ ଶିକ୍ଷକ ଘରେ ପହଁଚିଲେ |

ଆଉ ଦେଖିଲେ ରସିକିଆ ଶିକ୍ଷକ କୁଆଡ଼େ ତାଙ୍କ ଝିଅଙ୍କୁ ବେଡରେ ପକାଇ ପ୍ରେମ ଲୀଳା କରୁଛି ଆଉ ତାକୁ ବାହା ହେବା ପାଇଁ ଜିଦ ମଧ୍ୟ କରୁଛି |ଝିଅର ବାପା ଝିଅକୁ ଘରକୁ ଆଣିଲା ସତ କିନ୍ତୁ ସେ ଶିକ୍ଷକଙ୍କୁ ବାହା ହେବା ପାଇଁ ଜିଦ ଧରି ଥିଲା ପରଦିନ ସକାଳୁ ସାର ସ୍କୁଲକୁ ଆସିଲା ବେଳେ ତାଙ୍କୁ ମାଡ଼ି ବସି ଖୁଣ୍ଟାରେ ବାନ୍ଧି ଦେଇ ବହେ ଖୋବିଛନ୍ତି |

ହଁ ଦର୍ଶକବନ୍ଧୁ ଛାତ୍ରୀଙ୍କ ସହିତ ପ୍ରେମ ଶିକ୍ଷକଙ୍କୁ ମାହାଙ୍ଗା ପକାଇଲା ଜଣେ ଛାତ୍ରୀ ସହିତ ପ୍ରେମ ସମ୍ପର୍କ ରଖି ଖୁଣ୍ଟରେ ବନ୍ଧା ହୋଇଛନ୍ତି ଶିକ୍ଷକ ଏଭଳି ଘଟଣା ଘଟିଛି ସେରଗଡ଼ ଥାନା କୃଷ୍ଣ ସାହି ପଞ୍ଚାୟତ ବି ବ୍ରହ୍ମପୁର ଠାରେ |

ଗତ ଶନିବାର ଦିନ ବିଦ୍ୟାଳୟ ଛୁଟି ହେବା ପରେ ଛାତ୍ରୀ ଜଣକ ଟ୍ୟୁସନ କହି ଶିକ୍ଷକଙ୍କ ଘର ଲକ୍ଷ୍ମୀ ପୁରକୁ ପଳାଇଥିଲେ ଛାତ୍ରୀଙ୍କ ଫେରିବା ବିଳମ୍ବ ହେବାରୁ ଛାତ୍ରୀ ଶିକ୍ଷକଙ୍କ ଘରେ ଥିବାର ଜଣା ପଡ଼ିଛି

Leave a Reply

Your email address will not be published. Required fields are marked *