ସ୍କୁଲ ଛୁଟିକୁ ନେଇ ସରକାର କଲେ ବଡ଼ ଘୋଷଣା ,ଏହି ଦିନ ସବୁ ସ୍କୁଲ କଲେଜରେ ଝୁଲିବ ତାଲା ,Student ମାନେ ଶୀଘ୍ର ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ରାଜ୍ୟରେ ଥିବା ସ୍କୁଲ ଏବଂ କଲେଜ ହେବାକୁ ଯାଉଛି ବନ୍ଦ କେଉଁ ତାରିକରେ ବନ୍ଦ ହେବ କାହିଁକି ବନ୍ଦ ହେବ ଚାଲନ୍ତୁ ଏନେଇ ଯାହାବି ଅପଡେଟ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |

ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ଠାରୁ ପ୍ରତ୍ୟକ ସ୍କୁଲ ଏବଂ କଲେଜକୁ ପଠାଇ ଦିଆ ଯାଇଥିଲା ଏକାଡେମିକ କ୍ୟାଲେଣ୍ଡର ଯେମିତିକି ଆପଣ ଜାଣିଥିବେ ଏକାଡେ଼ମିକ କ୍ୟାଲେଣ୍ଡର 2023-24 ଶିକ୍ଷାବର୍ଷ ପାଇଁ ଆସିଥିଲା ସେହି ଏକାଡେମିକ କ୍ୟାଲେଣ୍ଡରରେ ଛୁଟି ଦିନ ଦିଆଯାଇଛି |

ଯାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛି 21.12.2023 ଅର୍ଥାତ ଏହି ଦିନ ମାଣବସା ଗୁରୁବାର ରହୁଥିବାରୁ ରାଜ୍ୟରେ ଥିବା ସବୁ ସ୍କୁଲ ଏବଂ କଲେଜ ଗୁଡ଼ିକୁ ଏହି ଦିନ ଛୁଟି ଦିନ ରୂପେ ଘୋଷଣା କରାଯିବ ଏହି ଦିନ ସ୍କୁଲ ଏବଂ କଲେଜ ବନ୍ଦ ରହିବ |

ତାପରେ 23.12.2023 ଠାରୁ 1.1.2024 ପର୍ଯ୍ୟନ୍ତ ବଡ଼ ଦିନ ଛୁଟି ରହିବ ଏହା ଥିଲା ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଅପଡେଟ ଆପଣ ମାନେ ଏହି ଖବରଟିକୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ପଠାଇ ଦିଅନ୍ତୁ |

Leave a Reply

Your email address will not be published. Required fields are marked *