ମୁମ୍ବାଇ ଛାଡିବେ ବୁମରା ,ରୋହିତ ,ସୂର୍ଯ୍ୟ କୁମାର ରୋହିତଙ୍କୁ CSK ଆଣିବା ପାଇଁ ଧୋନି କଲେ ମାଷ୍ଟର ପ୍ଲାନ ମୁମ୍ବାଇ ଦେଖେଇଲେ ଔକାତ

ନମସ୍କାର ଦର୍ଶକବନ୍ଧୁ ମୁମ୍ବାଇ ଇଣ୍ଡିଆନ୍ସରେ ଅଲ ଇଜ ନଟ ୱେଲ ଫ୍ରାଞ୍ଚାଇଜ ଉପରେ ଖୁସି ନାହାଁନ୍ତି ତିନି ଖେଳାଳି ହାର୍ଦିକଙ୍କୁ ଅଚାନକ ଅଧିନାୟକ ଘୋଷଣା ପଡ଼ିବ ଭାରି |ହାର୍ଦିକ ପାଣ୍ଡ୍ୟାଙ୍କ ହଟାତ ଅଧିନାୟକ ପଦ ଘୋଷଣା କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି |ପୁରା ଟିମ ଏବେ ଦୁଇଭାଗ ହୋଇଯାଇଛି ଅଧା ଖେଳାଳି ନୂଆ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟାଙ୍କୁ ସପୋର୍ଟ କରୁଥିବା ବେଳେ ଅନେକ ବରିଷ୍ଟ ଖେଳାଳି ରୋହିତ ଶର୍ମାଙ୍କୁ ସମର୍ଥନ ଜଣାଇଛନ୍ତି |

ଏପରିକି ଟିମର ତିନି ମୁଖ୍ୟ ଖେଳାଳି ଏବେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି ଜାତୀୟ ଗଣମାଧ୍ୟମ ଅନୁସାରେ ସୂର୍ଯ୍ୟକୁମାର ଯାଦବ ଯଶପ୍ରୀତ ବୁମରାହା ଏବଂ IPL ଅକ୍ସନ ପରେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଲେ ଉପରୁ ଚର୍ଚ୍ଚା ହେଉଥିଲା ରୋହିତ ଶର୍ମାଙ୍କ ପରେ ସୂର୍ଯ୍ୟ କୁମାର ଯାଦବ କିମ୍ବା ବୁମରାହା ଅଧିନାୟକ ହୋଇପାରନ୍ତି ହେଲେ ହଟାତ ହାର୍ଦିକ ପାଣ୍ଡ୍ୟାଙ୍କ ଏଣ୍ଟ୍ରି ପରେ ଗୋଳମାଳ ହୋଇଥିଲା ପରିସ୍ଥିତି ଆଉ ଏବେ ବଡ଼ ନିଷ୍ପତି ନେଇଛନ୍ତି ଏହି ତିନି ପ୍ଲେୟାର |

ଆପଣଙ୍କୁ ଜଣାଇ ଦେବାକୁ ଚାହେ IPL ଅକ୍ସନ ପରେ ଟ୍ରେଡିଙ୍ଗ ଉଇଣ୍ଡୋ ଖୋଲିବ ଏବଂ ଏହି ସୁଯୋଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାନେ ଦେବେ ଏହି ତିନି ଖେଳାଳି ଏପରିକି ଏହି ଚାରିଦଳ ଏହି ତିନି ଖେଳାଳିଙ୍କ ଉପରେ ନଜର ରଖିଛନ୍ତି |ଏପରିକି କଥାବାର୍ତ୍ତା ଆରମ୍ଭ ହୋଇଥିବାର ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚା ହୋଇଛି |

ଏହି ଟିମ ଗୁଡ଼ିକ ହେଉଛି ଚେନ୍ନାଇ ସୁପର କିଙ୍ଗସ |କାରଣ ଚେନ୍ନାଇ ସୁପର କିଙ୍ଗସକୁ ଧୋନିଙ୍କ ଉତ୍ତରାଧିକାରୀ ଆବଶ୍ୟକତା ହେଉଛି ସେପଟେ ଅନେକ ସମୟ ହେବ ସନରାଇଜର ହାଇଦ୍ରାବାଦ ପାଖରେ ବଡ଼ ଭାରତୀୟ ଖେଳାଳି ନାହାଁନ୍ତି ହାଇଦ୍ରାବାଦ ଖୋଜୁଛି ଭାରତୀୟ ଅଧିନାୟକ |

ଏପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ହାଇଦ୍ରାବାଦର ଅଧିନାୟକ ପାଇଁ ଆପ୍ରୋଜ କରାଯାଉଛି ସେପଟେ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ ଋଷବ ପନ୍ଥଙ୍କୁ ନେଇ ଚିନ୍ତାରେ ଏପଟେ ଚଳିତ IPL ରେ ରିସବ ଖେଳିବେ କି ନାହିଁ ସ୍ପଷ୍ଟ ସୂଚନା ଆସି ନାହିଁ |

Leave a Reply

Your email address will not be published. Required fields are marked *