କାଳିଆ ଯୋଜନାକୁ ନେଇକି ଆସିଲା ବହୁତ ବଡ ଅପଡେଟ ,ଆବେଦନ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ,ଖାତାକୁ ଆସିଯିବ ଟଙ୍କା

ନମସ୍କାର ଦର୍ଶକବନ୍ଧୁ କାଳିଆ ଯୋଜନାରେ ଆସିଲା ବହୁତ ବଡ଼ ଖୁସି ଖବର ଯଦି ଆପଣଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳୁ ନାହିଁ କିମ୍ବା ଆପଣଙ୍କ ନାମ ଭୂମିହୀନରେ ରହିଛି ଯଦି ଆପଣ ଚାହୁଁଛନ୍ତି ଚାଷୀ କରିବା ପାଇଁ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ ଏବେ କାଳିଆ ଯୋଜନାରେ ଆସିଲା ବହୁତ ବଡ଼ ଖୁସି ଖବର ଆପଣଙ୍କୁ ହେବ ବେନିଫିଟ |ପ୍ରଥମେ ଜାଣିରଖନ୍ତୁ ଆପଣ ଯଦି କାଳିଆ ଯୋଜନାରେ ନୂଆ ଅର୍ଥାତ ଆପଣମାନେ ଏଥିରେ ନୂଆ ଅନଲାଇନ ଯୋଗେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର |

ତେବେ ଡିସେମ୍ବର 31 ତାରିକ ପୂର୍ବରୁ ଆପଣ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇ ଅନଲାଇନ ଯୋଗେ ନୂତନ ଆବେଦନ କରିପାରିବେ |ଆଉ ସବୁଠୁ ବଡ଼ ଅପଡେଟ ମୁତାବକ ପୂର୍ବରୁ ଅନଲାଇନରେ ଆବେଦନ କଲେ ମଧ୍ୟ ଆପୃଭ ହେଉ ନଥିଲା ହେଲେ ଏବେ ଆପଣ ଆବେଦନ କଲେ ଆପୃଭ ମିଳିଯିବ |

ଆଉ ଆପଣ ପାଇପାରିବେ ଦୁଇଟି କିସ୍ତିର 4,000 ଟଙ୍କା |ଏହା ଛଡ଼ା ଏଥିରେ ଆପଣଙ୍କୁ ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ଦୁଇଟି E-KYC କରିବା ଜରୁରୀ ଗୋଟିଏ E -KYC ଆପଣଙ୍କୁ କାଳିଆ ଯୋଜନା ୱେବସାଇଟରେ କରିବାକୁ ଥିବା ବେଳେ ଆଉ ଏକ E-KYC ନିଜ ବ୍ୟାଙ୍କରେ କରିବା ଜରୁରୀ ଯାହା ଫଳରେ ଆପଣଙ୍କୁ ସରକାରଙ୍କ ତରଫରୁ ଟଙ୍କା ଆସିପାରିବ |

ତେବେ ଜାଣିରଖନ୍ତୁ ଆପଣଙ୍କ ନାମ ଭୂମିହୀନରେ ରହିଛି ଆଉ ଆପଣ ଚାହୁଁଛନ୍ତି ଏହାକୁ ଚାଷୀ କରିବା ପାଇଁ ତେବେ ମିଳୁଥିବା ବିଶେଷ ସୂତ୍ରରୁ ସୂଚନା ମୁତାବକ ଆସନ୍ତା 2024 ରୁ ଆପଣମାନେ ଭୂମିହୀନରୁ ଚାଷୀ ମଧ୍ୟ ହୋଇପାରିବେ ଆଉ ଆପଣ କାଳିଆ ଯୋଜନାରେ ଆସୁଥିବା ଆଗାମୀ ଦୁଇଟି କିସ୍ତିର 4,000 ଟଙ୍କା ପାଇପାରିବେ |

Leave a Reply

Your email address will not be published. Required fields are marked *