Health tips :ଏହି ଛୋଟିଆ ଉପାୟ କରିବା ଦ୍ୱାରା ପାଞ୍ଚ ମିନିଟରେ ଘର ଛାଡ଼ିକି ପଳାଇବ ମୂଷା ,ବିଶ୍ୱାସ ନହେଲେ ମଧ୍ୟ ସତ ଥରେ କରିକି ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମଶା ଏବଂ ମୂଷା ଦୁଇଟି ଯାକ ଆମ ପାଇଁ କାଳ ଅଟନ୍ତି ମଶା ତ କାମୁଡ଼ିଲେ କଣ ରୋଗ ହୋଇଥାଏ ଆପଣ ଜାଣିଥିବେ ଆଉ ବାକି ରହିଲା ମୂଷା ଯଦି ଆପଣଙ୍କ ଘରେ ରହିବ ତେବେ ଆପଣଙ୍କ କୌଣସି ଘରର ଜିନିଷ ଠିକ ସେ ରହିବ ନାହିଁ ସେ ତାହାକୁ କାଟିକି ଉଡ଼େଇ ଦେବ କପଡ଼ା ଠାରୁ ଆରମ୍ଭ କରି ଇଲେକ୍ଟ୍ରି ତାର ପର୍ଯ୍ୟନ୍ତ ସେ କାଟିକି ଉଡ଼େଇଦେବ ସେଥିପାଇଁ ଅନେକ ଲୋକ ବିରକ୍ତ ହୋଇ ଯାଆନ୍ତି ଆଜି ଆମେ ଚମତ୍କାରୀ ହୋମ ରିମେଡୀ କହିବୁ ଏହାକୁ ଯଦି ମୂଷା ଖାଇବେ କେବଳ ତିରିଶ ମିନିଟ ଭିତରେ ସେ ମରିବେ ନହେଲେ ଘରୁ ବାହାରିବେ |

ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କିପରି ବନାଇବେ ଏବଂ ଆପଣଙ୍କ ଘରୁ ମୂଷାକୁ କେମିତି କାଢ଼ିବେ |ମୂଷା ଗୋଡ଼ାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଟମାଟୋ ଏହା ଆପଣଙ୍କୁ ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ ତାପରେ ଆପଣ ଟମାଟୋକୁ ଅଳ୍ପ ପିଟି ଦିଅନ୍ତୁ |ପ୍ରତ୍ୟକ ସାଇଡରୁ ଆପଣ ଭଲ ଭାବରେ ପିଟି ଦିଅନ୍ତୁ ଏବେ ଆପଣ ମଝିରୁ ଟମାଟୋକୁ ଦୁଇ ଫାଳ କରି କାଟି ଦିଅନ୍ତୁ |ଆପଣଙ୍କ ଘରେ ଯେଉଁ ଜାଗାରେ ମୂଷା ଅଧିକ ଦେଖା ଯାଉଛନ୍ତି |

ସେହି ଜାଗାରେ ଆପଣ ଏହାକୁ ନେଇ ରଖିଦେବେ ତେବେ ମୂଷା ଏହାକୁ ବହୁତ ସହଜରେ ଖାଇବା ସହିତ ବହୁତ ସହଜରେ ମରିଯିବ |ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ବନାଇବେ ଏଥିପାଇଁ ଆପଣଙ୍କୁ ଆଉ ଦୁଇଟି ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଲଙ୍କା ଗୁଣ୍ଡ ଏବଂ ଚିନି |ଏହି ହୋମ ରିମେଡୀକୁ ଖାଇବା ପାଇଁ ମୂଷା ମାନେ ବହୁତ ପସନ୍ଦ କରିଥାଆନ୍ତି |ପ୍ରଥମେ ଆପଣ ଅଳ୍ପ ଲଙ୍କା ଗୁଣ୍ଡ ନିଅନ୍ତୁ ଏବଂ ଫାଳେ ଟମାଟୋରେ ସେହି ଲଙ୍କା ଗୁଣ୍ଡକୁ ପକାନ୍ତୁ |

ପ୍ରଥମେ ଆପଣ ଅଧା ଚାମଚ ଲଙ୍କା ଗୁଣ୍ଡ ଟମାଟୋ ଭିତରେ ଭଲ ଭାବରେ ପୁରାଇ ଦିଅନ୍ତୁ ଆପଣଙ୍କୁ ଫୁଲ କରି ଲଙ୍କା ଗୁଣ୍ଡ ଭର୍ତ୍ତି କରିବାକୁ ପଡ଼ିବ ଏହା ଯେମିତି ବାହାରକୁ ଦେଖା ନଯିବ ତାପରେ ଆପଣ ଏକ ଚାମଚ ଚିନି ନିଅନ୍ତୁ ଏବଂ ସେହି ବିଲାତି ଉପରେ ଚିନିକୁ ପକାଇ ଦିଅନ୍ତୁ ଉପରେ ଏହିପରି ଭାବରେ ଥାପନ୍ତୁ ଯେମିତି ଲଙ୍କା ଦେଖାଯିବ ନାହିଁ |ଟମାଟୋ ଏବଂ ଚିନି ଖାଇବାକୁ ମୂଷାକୁ ବହୁତ ଭଲ ଲାଗିଥାଏ

ହେଲେ ଏହିପରି ଭାବରେ ଆପଣ ଯଦି ଲଙ୍କା ଗୁଣ୍ଡ ପକାଇଦେବେ ତେବେ ଦେଖିବେ ମୂଷା ଆପଣଙ୍କ ଘରେ କେବେ ଦେଖାଦେବେ ନାହିଁ |ଆପଣ ଯେତେବେଳେ ଏହି ରିମେଡୀ ବନାଇବେ ପାଣି ପାଖରେ ରଖିବେ ନାହିଁ କିମ୍ବା ଦୂରେଇ ରଖିବେ ଯେମିତି ମୂଷା ପାଣି ଟୋଟାଲ ପାଇବ ନାହିଁ ଏହା ଦ୍ୱାରା ମୂଷା କେବେ ହେଲେ ଆଉ ଘରେ ରହିବ ନାହିଁ ଏହା ଏମିତି ଏକ ଘରୋଇ ଉପଚାର ଅଟେ |

Leave a Reply

Your email address will not be published. Required fields are marked *