ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଘଣ୍ଟା ସମୟ କହିବ ଆପଣଙ୍କର ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସ୍କ୍ରିନ ଉପରେ ଦେଖି ପାରୁଥିବେ ତିନୋଟି ଘଣ୍ଟାର ଫୋଟ ରହିଛି ଏଥି ମଧ୍ୟରୁ ଆପଣ ବାଛନ୍ତୁ ଯେକୌଣସି ଗୋଟିଏ ଘଣ୍ଟା ଏବଂ ଜାଣନ୍ତୁ ଆପଣଙ୍କ ପାଇଁ ସମୟ କହିବ ଆପଣଙ୍କ ଭାଗ୍ୟ |ଆପଣ ତିନି ସେକେଣ୍ଡର ସମୟ ନିଅନ୍ତୁ ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ଘଣ୍ଟା ଆପଣମାନେ ଯଦି ପ୍ରଥମ ଘଣ୍ଟା ଟିକୁ ବାଛିଛନ୍ତି ତ ଜାଣନ୍ତୁ ନିଜ ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ |

ଆପଣ ଯଦି ପ୍ରଥମ ଘଣ୍ଟାଟିକୁ ବାଛିଛନ୍ତି ଆପଣଙ୍କ ପାଇଁ ସମୟ ବହୁତ ମୂଲ୍ୟବାନ ଆପଣଙ୍କୁ ସମୟ ଏମିତି ଜାଗାରେ ପହଁଚାଇବ ଆପଣ କେବେବି ଅନୁମାନ କରିନଥିବେ |ଆପଣଙ୍କ ଧନ ଦ୍ୱାରା ସମସ୍ତ କାର୍ଯ୍ୟ ହେବ ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବେ ଆପଣଙ୍କ କୋଠାଘର ହେତୁ ଆପଣଙ୍କ ଅଶୁଭ ସମୟ ସରି ଶୁଭ ସମୟ ଆସିବାକୁ ଯାଉଛି |ଆପଣ ଆଉ ଆଦୌ ଚିନ୍ତା କରନ୍ତୁ ନାହିଁ କାରଣ ଆପଣଙ୍କ ମଧ୍ୟମ ଫଳ ଦଶା ପଡ଼ିଛି ଯାହା ଦ୍ୱାରା ସୁଖ ଦୁଃଖ ମିଶ୍ରିତ ଭାବରେ ଫଳ ପ୍ରଦାନ କରିବ ଏବଂ ଆପଣଙ୍କ ପାଇଁ ଆଗାମୀ ସମୟ ବହୁତ ଭଲ ଆସିବାକୁ ଯାଉଛି |ସମୟର ଚକ୍ର ଭିତରେ ଆପଣ ଘୁରି ବୁଲୁଛନ୍ତି ଏବଂ ପରେ ମଧ୍ୟ ସଙ୍କଟ ଦୂର ହେବ ଆପଣଙ୍କ ବିଶେଷ ଧନ ଲାଭ ହେବାର ସମ୍ଭାବନା ରହିଛି |ପାରିବାରିକ ସୁଖ ଆପଣ ଫଳ ପ୍ରାପ୍ତି କରିବେ |

ଦ୍ୱିତୀୟ ଘଣ୍ଟା -ଆପଣ ଯେଉଁ ମାନେ ଦ୍ୱିତୀୟ ଘଣ୍ଟା ଟିକୁ ବାଛିଛନ୍ତି ଦେଖନ୍ତୁ ଆପଣମାନଙ୍କ ସମୟ ହିଁ ସବୁ କିଛି ପରିବର୍ତ୍ତନ ଆଣିଦେବ ଯେ ଆପଣ କେବେବି ଭାବି ନଥିବେ ଆପଣଙ୍କ ଜୀବନରେ ଏତେ ବଡ଼ ପରିବର୍ତ୍ତନ କେମିତି ହେବ |ଆପଣ ବହୁତ ଚିନ୍ତାରେ ଥାଇ ମୂଲ୍ୟବାନ ସମୟ ନଷ୍ଟ କରିଦେଇଛନ୍ତି କାର୍ଯ୍ୟରେ ପରାଧିନତା ଦେଖା ଦେଉଛି ବହୁ ଯତ୍ନ ପୂର୍ବକ କାର୍ଯ୍ୟ କରୁଥିବା ବେଳେ ଅଯଥାରେ ବିପଦରେ ପଡ଼ି ଯାଉଛନ୍ତି ଆଗେ ରାଜ ଦ୍ୱାରରେ ଆପଣଙ୍କ ପାଇଁ ଯେଉଁ ଭଳି ସମ୍ମାନ ମିଳୁଥିଲା ବର୍ତ୍ତମାନ ଆପଣ ସମ୍ମାନରୁ ବଞ୍ଚିତ ହୋଇଗଲେଣି ସେ ଯାହା ହେଉ ଏବେ ଧର୍ମ ବୃଦ୍ଧି ଘଟିବ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ଜୟ ଲାଭ କରିବେ ଯେଉଁ ମାନେ ବିଜନେସ କରୁଛନ୍ତି ସେମାନଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ |

ତୃତୀୟ ଘଣ୍ଟା ଆପଣ ଯଦି ତିନି ନମ୍ବର ଘଣ୍ଟାଟିକୁ ବାଛିଛନ୍ତି ତେବେ ଜଣାନ୍ତୁ ଆପଣଙ୍କ ପାଇଁ ସମୟ ବହୁତ ମୂଲ୍ୟବାନ ସମୟକୁ ଆଦୌ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ ସମୟରେ ଏପରି କିଛି ପରିବର୍ତ୍ତନ ହୁଏ କିଛି ବ୍ୟକ୍ତିମାନଙ୍କର ଖରାପ ହୁଏ ଆଉ କିଛି ଜଣଙ୍କର ଭଲ ମଧ୍ୟ ହୁଏ |ସମୟ ଭଲ କରେ ଏବଂ ଖରାପ କରେ ଦୁଃଖ କଷ୍ଟ ଆମ ଜୀବନରେ ସଦା ସର୍ବଦା ଲାଗିକି ରହିଥାଏ କିନ୍ତୁ କୌଣସି କାର୍ଯ୍ୟରେ ପରାଧିନତା ଯଦି ଦେଖା ଦେଉଛି ଆପଣ ବହୁତ ଯତ୍ନ ପୂର୍ବକ କାର୍ଯ୍ୟ କରନ୍ତୁ କିନ୍ତୁ ଆପଣ ବେଳେ ବେଳେ ଅଯଥା ବିପଦରେ ପଡ଼ି ଯାଉଛନ୍ତି ତେବେ ଆପଣଙ୍କର ସେସବୁ ସମସ୍ୟା ଦୂର ହେବାକୁ ଯାଉଛି ଆପଣଙ୍କ ପାଇଁ ଆଗାମୀ ସମୟ ବହୁତ ଭଲ ଆସୁଛି ଆପଣ ସବୁ କାର୍ଯ୍ୟରେ ଲାଭବାନ ହେବେ |

Leave a Reply

Your email address will not be published. Required fields are marked *