New Year 2024 ଦିନ ଏହି ଗଛର ଚେର ଘରକୁ ଆଣନ୍ତୁ,୨୪ ଘଣ୍ଟାରେ କୋଟିପତି ଵନିଯିବେ କୋଟିପତି ,ଘରକୁ ଆସିବେ ମା ଲକ୍ଷ୍ମୀ

ନମସ୍କାର ଦର୍ଶକବନ୍ଧୁ ପବିତ୍ର ନୂଆବର୍ଷ ଦିନ ପିନ୍ଧି ଦିଅନ୍ତୁ ନିଜ ଗଳାରେ ଏହି ଗଛର ଚେରକୁ ଭାଗ୍ୟ ଆପଣଙ୍କ ସାଦ ଦେବ ଏବଂ ଆପଣ ବନିଯିବେ କୋଟିପତି ଯେଉଁ କ୍ଷେତ୍ରକୁ ଆପଣ ଯିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ମିଳିବ |ବନ୍ଧୁଗଣ ହିନ୍ଦୁ ଶାସ୍ତ୍ରରେ କୌଣସି ପୌରାଣିକ ମାନ୍ୟତାକୁ ମହତ୍ତ୍ୱ ଦିଆଯାଇଅଛି କି ଏମିତି ବୃକ୍ଷ ଲତା ହୋଇଥାଆନ୍ତି ଯିଏ କି ବହୁତ ଶୁଭ ମନାଯାଇଥାଏ ଏବଂ ପବିତ୍ର ମନା ଯାଇଥାଏ ଏମିତି ବୃକ୍ଷ ଲତା ହୋଇଥାଆନ୍ତି ଯିଏ କି ଆମ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାକୁ ଦୂର କରି ଦେଇଥାଆନ୍ତି ଖାସ କଥା ଏହା ଅଟେ କି ବୃକ୍ଷ ଲତାର ନାଁ କେବଳ ଲୋକମାନେ ଟିକେ ପୂଜା କରିଥାଆନ୍ତି ବରଂ ଔଷଧ ରୂପରେ ମଧ୍ୟ ପ୍ରୟୋଗ କରିଥାଆନ୍ତି |

ଏହା କେତେ ପ୍ରକାରର ବେମାରୀକୁ ଠିକ କରିଥାଏ ଏବଂ ବେଦ ପୁରାଣରେ ମଧ୍ୟ କେତେ ପ୍ରକାର ବୃକ୍ଷ ଲତା ମାନଙ୍କର ଉଲ୍ଲେଖ ରହିଅଛି ଯେମିତି ତୁଳସୀର ଗଛ ,ଓସ୍ତ ଗଛ ,ବର ଗଛ ଏମାନଙ୍କ ବହୁତ ହିଁ ଅଧିକ ମହତ୍ତ୍ୱ ରହିଥାଏ |ତ ଆପଣ ନବବର୍ଷ ଦିନ ତାବିଜରେ ଭରିକି ପିନ୍ଧି ଦେବେ ଏହି ଗଛର ଚେରକୁ ଦେଖିବେ ଖୁବ ଶୀଘ୍ର ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ ଏହି ନବବର୍ଷ ସମୟ ମା ଲକ୍ଷ୍ମୀଙ୍କ ଭଲ ଆଶୀର୍ବାଦ ମିଳିବାର ସମୟ ହୋଇଥାଏ ଯେଉଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ଶୁଭ ଏବଂ ଲାଭ କରିବାକୁ ଚାହୁଁଛନ୍ତି ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ,ଆରୋଗ୍ୟର ପ୍ରାପ୍ତି କରିବାକୁ ଚାହୁଁଛନ୍ତି |

ତେବେ ଏହି ବିଷୟକୁ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ |ଆପଣ ନୂଆବର୍ଷ ଦିନ ଏହି ଚେର ଧାରଣ କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଯିବ |ବୃକ୍ଷ ଲତା ଭିତରେ ବହୁତ ଚମତ୍କାରୀ ଶକ୍ତି ରହିଥାଏ ଆପଣ ମାନନ୍ତୁ ଅବା ନ ମାନନ୍ତୁ ଆମ ଜୀବନ କାଳରେ କେତେ ସବୁ ବୃକ୍ଷ ଲତାକୁ ପ୍ରୟୋଗ କରି କେତେ ସବୁ ଜଟିଳରୁ ଜଟିଳ ରୋଗକୁ ଠିକ କରିଥାଉ ସେଥିପାଇଁ ଯେଉଁ ବୃକ୍ଷଲତା ହୁଅନ୍ତୁ ଧାର୍ମିକ କିମ୍ବା ଆଧ୍ୟାତ୍ମିକତା ଦୃଷ୍ଟି କୋଣରୁ ଆମକୁ ଫାଇଦା ପହଁଚାଇ ଥାଆନ୍ତି |ପ୍ରଥମେ ଆପଣ ଚମେଲୀ ଗଛର ଚେର ଆଣିବା ଦରକାର

ଏହି ଗଛର ଚେରର ଫାଇଦା ବତେଇବାକୁ ଚାହୁଁଚୁ ଏହି ଗଛର ଚେରରେ ଦୈବୀ ଶକ୍ତିର ବାସ ହୋଇଥାଏ ଆପଣ ଦେଖିଥିବେ ଚମେଲୀର ଯେଉଁ ଚେର ଥାଏ ତାହା ହନୁମାନ ମହାରାଜାଙ୍କୁ ସମର୍ପିତ ହୋଇଥାଏ ଏଥିରେ ପ୍ରଭୁ ହନୁମାନଙ୍କ ଦୈବୀ ଶକ୍ତି ରହିଥାଏ ଯେଉଁ ଲୋକ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ଲକ୍ଷ୍ମୀ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ଯେଉଁ ଲୋକ ମନ୍ତ୍ରକୁ ସିଦ୍ଧି କରିବା ପାଇଁ ଚାହୁଁଛନ୍ତି |ଯେଉଁ ଲୋକ ଆରୋଗ୍ୟ ରହିବା ପାଇଁ ଚାହୁଁଛନ୍ତି ଏମିତି ବ୍ୟକ୍ତି ଚମେଲୀର ଯେଉଁ ଚେର ହୋଇଥାଏ

ଏହାକୁ ଅବଶ୍ୟ ଆଣିବା ଉଚିତ ଚମେଲିର ଯେଉଁ ଚେର ହୋଇଥାଏ ଏହାକୁ ନୂଆବର୍ଷ ଦିନ ନେଇ ଆସନ୍ତୁ ଏବଂ ଏହାକୁ ପୂଜା କରନ୍ତୁ ଏହାକୁ ପୂଜା କରିବା ପରେ ଚାନ୍ଦିର ତାବିଜରେ ପୁରାଇ କିମ୍ବା ତମ୍ବାର ତାବିଜରେ ପୁରାଇ ଧାରଣ କରନ୍ତୁ ଏହା ଦ୍ୱାରା ଦୈବୀ ଶକ୍ତିର ପ୍ରାପ୍ତ ହୋଇଥାଏ ଏହା ଦ୍ୱାରା ଆପଣଙ୍କୁ ପ୍ରଭୁ ବଜରଙ୍ଗ ବାଲିଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଆପଣ ନିରୋଗ ରହି ଥାଆନ୍ତି |

Leave a Reply

Your email address will not be published. Required fields are marked *