କୁମ୍ଭ ରାଶି ବାର୍ଷିକ ରାଶିଫଳ 2024 ,ଶତ୍ରୁ କିଏ ମିତ୍ର କିଏ କଣ ପାଇଁ ମିଳୁଛି ଏତେ ଦୁଃଖ ,ଗୋଟିଏ ବର୍ଷ କଣ ରହିବ ପ୍ରଭାବ ଜାଣନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା 2024 ବର୍ଷର କୁମ୍ଭ ରାଶିର ବାର୍ଷିକ ରାଶିଫଳ ବିଷୟରେ ଏହି ରାଶିଫଳ ଗ୍ରହମାନଙ୍କ ସ୍ଥିତି ଏବଂ ଚଳନକୁ ନେଇ ଆଧାରିତ ଏବଂ ଗ୍ରହମାନଙ୍କ ସ୍ଥିତି ଏବଂ ଚଳନ ଆମ ମାନଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ ଯାହା ଫଳରେ ଆମ ଜୀବନରେ କେବେ ଖୁସି ଆସିଥାଏ ତ କେବେ ଦୁଃଖ ଆସିଥାଏ |ସେଥିପାଇଁ ଗ୍ରହମାନଙ୍କ ସ୍ଥିତି ଏବଂ ଚଳନକୁ ନେଇ ଆମେ ଆର୍ଥିକ ସ୍ଥିତି ଏବଂ କ୍ୟାରିୟର ,ବୈବାହିକ ଜୀବନ ପ୍ରେମ ଜୀବନ ,ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଷୟରେ ସମ୍ପୂର୍ଣ୍ଣ ବିଶ୍ଲେଷଣ କରି କହିବୁ |

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବୁ ତ ଆସନ୍ତୁ ଜାଣିବା 2024 ବର୍ଷ ଟି ଆପଣଙ୍କ ପାଇଁ କେମିତି କଟିବ |ବନ୍ଧୁଗଣ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ 2024 ବର୍ଷଟି ଅନୁକୂଳ ରହିଅଛି ଏହି ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ ଆପଣଙ୍କ ରାଶିରେ ହିଁ ଅଛନ୍ତି ଲଗ୍ନ ଭାଗରେ ଅଛନ୍ତି ଶନି ସାଢେ ସାତିର ଦ୍ୱିତୀୟ ଚରଣ ଚାଲୁଅଛି ତାପରେ ଅନ୍ତିମ ଚରଣ ମଧ୍ୟ ଆସିଯିବ 2024 ବର୍ଷଟି ପ୍ରଭୁ ଶନିଦେବ ଆପଣଙ୍କ ରାଶି ଅର୍ଥାତ କୁମ୍ଭ ରାଶିରେ ହିଁ ରହିବେ |

ଆପଣଙ୍କ ଜାତକରେ ଶନି ରହି ସସ ନାମକ ରାଜଯୋଗ ସୃଷ୍ଟି କରୁଛନ୍ତି ଏହି ରାଜଯୋଗ ବଡ଼ ଉନ୍ନତି ଦାୟକ ହୋଇଥାଏ ଆଉ ଏହି ରାଜଯୋଗୀରେ ମାନ ସମ୍ମାନ ପଦ ପ୍ରତିଷ୍ଠା ,ଯଶ ,ବୈଭବ ,ସାମାଜିକ ପ୍ରତିଷ୍ଠା ଏହି ସବୁ ପ୍ରାପ୍ତ ହୋଇଥାଏ |ତେବେ ସମ୍ପୂର୍ଣ୍ଣ ଭାବରେ ଜାଣିଲେ ଦେବ ଗୁରୁ ବୃହସ୍ପତି ସପ୍ତମ ଗ୍ରହରେ ଅଛନ୍ତି ମେ ମାସରେ ଚତୁର୍ଥ ମାସକୁ ଗୁରୁ ଯିବେ ରାହୁ ଏବଂ କେତୁଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ |

ଯଦି ଆପଣ କୁଆଡ଼େ ବିଦେଶ ଯିବାକୁ ଚାହୁଁଛନ୍ତି ସେଇଟା ଆପଣଙ୍କର ହୋଇପାରିବ ଆପଣଙ୍କ ବସ ଆପଣଙ୍କ ଉପରେ ଖୁସି ହୋଇପାରିବେ ଆଉ ଚତୁର୍ଥ ଭାଗରେ ବୃହସ୍ପତି ବର୍ଷି ଆପଣଙ୍କ ଦ୍ୱାଦଶ ଭାଗକୁ ଦେଖିବେ ଆପଣଙ୍କର ଯେଉଁ ସବୁ କାମ ଅଟକି ରହୁଥିଲା ତାହା ମଧ୍ୟ ଏବେ ସଫଳ ହେବାକୁ ଯାଉଅଛି |

ଯେହେତୁ ସାଡେ ସତୀ ଚାଲୁଅଛି ଦୁଃଖ ,ପାରିବାରିକ କଳହ ଟିକେ ଦେଖା ଦେଇପାରେ 13 ଫେବୃଆରୀରୁ 13 ମାର୍ଚ୍ଚ ଭିତରେ ସୂର୍ଯ୍ୟ ଆଉ ଶନିଙ୍କ ଭିତରେ ଗୋଟିଏ ଯୋଗ ଦେଖାଯିବ ଏହି ଯୋଗ କାରଣରୁ ଆପଣଙ୍କର ବାଧା ଆସିପାରେ ତେଣୁ ଆପଣ ଟିକେ ସତର୍କ ହୋଇ ରହିବେ |

Leave a Reply

Your email address will not be published. Required fields are marked *