ଏହି ୪ଟି ସ୍ୱପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ ,ଭୁଲରେ ମଧ୍ୟ ଏହି ସ୍ବପ୍ନ ଆପଣ କାହାକୁ କୁହନ୍ତୁ ନାହିଁ ,ନଚେତ ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡ଼ିବ ନାହିଁ

ନମସ୍କାର ବନ୍ଧୁଗଣ ଆମେ ଶୋଇବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖିଥାଉ ଯେମିତିକି କିଛି ଭୟଙ୍କର ସ୍ବପ୍ନ ଦେଖିଥାଉ ବା କିଛି ଭଲ ସ୍ବପ୍ନ ଦେଖିଥାଉ ଆମେ ଯେଉଁ ସ୍ବପ୍ନ ଦେଖିଥାଉ ତାହାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଇଥାଉ କିନ୍ତୁ ଆଜିର ବିଷୟ ମାଧ୍ୟମରେ ଆମେ ଆପଣଙ୍କୁ ଏପରି ଚାରୋଟି ସ୍ବପ୍ନ ବିଷୟରେ କହିବୁ ଯାହା ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ ଏପରି କରିବା ଦ୍ୱାରା ମନୁଷ୍ୟ କୌଣସି କାମରେ ସଫଳ ହୋଇନଥାଏ ଦେଖିଥିବା ସ୍ବପ୍ନ ମନୁଷ୍ୟକୁ ପ୍ରାପ୍ତ ହୋଇନଥାଏ |

ନମ୍ବର 1 ବନ୍ଧୁଗଣ ଆପଣ ଯଦି ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ବପ୍ନ ଦେଖିଛନ୍ତି ତେବେ ଏହି କଥାକୁ ଆପଣ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ |ଯଦି ଆପଣ କିଛି ଏପରି ସ୍ବପ୍ନ ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ବହୁତ ବଡ଼ ସମସ୍ୟା ଦୂର ହେବାକୁ ଯାଉଛି ଆଉ ଦୁଃଖର ଦିନ ଯାଇ ସୁଖର ଦିନ ଆସିବାକୁ ଯାଉଅଛି |ଯଦି ଆପଣ ଏହି ସ୍ବପ୍ନକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇ ଯାଇଥାଏ |ତେବେ ଭୁଲରେ ଆପଣ ଏପରି ସ୍ବପ୍ନ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ |

ନମ୍ବର 2 ଆପଣ ଯଦି ଶୋଇବା ସମୟରେ ନିଜକୁ କୌଣସି ଜଙ୍ଗଲରେ ବୁଲୁଥିବାର ଦେଖିଛନ୍ତି ବା ନଦୀ ପାଖରେ ବସି ଥିବାର ଦେଖିଛନ୍ତି ତେବେ ଏହି କଥା ଆପଣମାନେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ |କାରଣ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଅଛି ଏବଂ ଆପଣ ବହୁତ ବଡ଼ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି |

ନମ୍ବର 3 ଆପଣ ଯଦି ସ୍ୱପ୍ନରେ ଗାଈ ତାର ବାଛୁରୀ ଏକା ସହିତ ଚରୁ ଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଭବିଷ୍ୟତରେ କୋଟିପତି ବନିବାର ଆଶଙ୍କା ରହିଛି ଯଦି ଆପଣ ଏହି କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଆପଣଙ୍କ ଆଶା ଆଶାରେ ହିଁ ରହିଯିବ ମାନେ ଏହି ସ୍ୱପ୍ନର ପ୍ରଭାବ କମି ଯାଇଥାଏ |

ନମ୍ବର 4 ଆପଣ ଯଦି ଶୋଇବା ସମୟରେ ସାପର ସ୍ବପ୍ନ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ ମାନ ସମ୍ମାନରେ ବୃଦ୍ଧି ଘଟିବାକୁ ଯାଉଛି ଆଉ ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟମାନଙ୍କୁ ଜଣାଇ ଦେଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଯାଇଥାଏ |

Leave a Reply

Your email address will not be published. Required fields are marked *