ଧୋକା ଦେଇ ଜେଲ ଗଲା, ବାହାହେବ କହି ଜେଲରୁ ଆସିଲା, ଜେଲରୁ ଫେରି ପ୍ରେମିକାକୁ ବହେ ପିଟିଲା ପୁଣି ଥାନାକୁ ଗଲା

ବୁଲେଟ ଟୋକା ପୁଣି ହେଲା ଗିରପ କାରଣ ପୂର୍ବରୁ ଥରେ ଗିରପ ହୋଇଥିଲା ଏବେ ତାପରେ କହିଲା ଯେଉଁ ଝିଅକୁ ମୁ ପ୍ରେମ କରୁଥିଲି ତାକୁ ମୁ ବାହାହେବି ଆଜ୍ଞା ମୋତେ ଛାଡ଼ିଦିଅନ୍ତୁ | ୟୁଟ୍ୟୁବର ତଥା କଣ୍ଠଶିଳ୍ପୀ ଦେବସପତି ପୁଣି ଗିରପ ହୋଇଛନ୍ତି ଜାମିନର ସର୍ତ ଉଲଙ୍ଘନ କରିବା ସହ ପ୍ରେମିକକୁ ଆକ୍ରମଣ କରିବା ଅଭିଯୋଗରେ ଦେବସପତିଙ୍କୁ ପୁଣି ଗିରପ କରାଯାଇଛି |

ପୋଲିସ ପୁଣି ଥରେ ତାଙ୍କୁ ଗିରାପି କରି କୋଟି ଚାଲାଣ କରିଛି କଣ୍ଠଶିଳ୍ପୀ ଦେବସପତି ପୂର୍ବରୁ ଗିରପ ହୋଇଥିଲେ ଆଉ ସମାଧାନରେ ବିବାହ ପାଇଁ ରାଜିହେବାରୁ ତାଙ୍କୁ ଜାମିନ ମିଳିଥିଲା | ଜେଲରୁ ବାହାରିବା ପରେ ଆଉ ଧାରା ଦେଇନଥିଲେ ପ୍ରେମିକାକୁ ମଧ୍ୟ ପିଟିଲା ଆଉ ପୁଣି ଥରେ ଗିରାପ ହେଲା |

ମାତ୍ର ଜାମିନ ପାଇଁ ଜେଲରୁ ମୁକୁଳିବାପରେ ଦେବସପତି ଧରାଛୁଆଁ ଦେଇନଥିଲା ଏମିତିକି ପ୍ରେମିକକୁ ମାଡ ମଧ୍ୟ ମାରିଥିଲା ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଣି ଥରେ ତାଙ୍କୁ ଗିରପ ହେବାକୁ ପଡିଛି | ଦେବସପତିଙ୍କ ବିରାଧରେ ତାଙ୍କ ପ୍ରେମିକ ଗତ ନଭେମ୍ବରରେ ଭୁବେନେଶ୍ଵର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ |

ବିବାହର ପ୍ରତିଶୁତି ଦେଇ ତାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା ମାତ୍ର ବିବାହ କଥା କହିବରୁ ଆଉ ଧରାଛୁଆଁ ଦେଇନଥିଲେ ଦେବସପତି | ଏତଲା ଅନୁସାରେ ଦେବସପତିଙ୍କୁ ଗିରପ କରି ପୋଲିସ କୋଟଚାଲଣ କରିଛନ୍ତି |

Leave a Reply

Your email address will not be published. Required fields are marked *