ଓଲିଉଡ଼ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଆଖିରେ କାହିଁକି ଆସିଲା ଲୁହ ,ପ୍ରକୃତ କାରଣ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ

ଓଲିଉଡ଼ ର ସୁପରହିଟ ନାୟିକା ରଚନା ବାନାର୍ଜୀଙ୍କ ମନରେ ଦୁଃଖ କାହିଁକି ଆପଣ ଜାଣିଲେ ଆଖିରୁ ଲୁହ ଆସିଯିବ ତେବେ ଆସନ୍ତୁ ଜାଣିବା 90 ଦଶକରେ ଓଲିଉଡ଼ ର ଅଣ ଓଡ଼ିଆ ନାୟିକା ରଚନା ବାନାର୍ଜୀ ବେଶ ସକ୍ରିୟ ଥିଲେ ସେ ପ୍ରଖ୍ୟାତ ନିର୍ଦେଶକ ନିଦେଶିତ ସାଗର ଗଙ୍ଗା ଜରିଆରେ ଓଲିଉଡ଼ ରେ ପ୍ରବେଶ କରିଥିଲେ ତେବେ ଭାଇ ହେଲା ଭଗାରୀ ରେ ସିଦ୍ଧାନ୍ତ ବିପକ୍ଷରେ ହିରୋଇନ ଭୂମିକାରେ ଅଭିନୟ କରି ଓଲିଉଡ଼ ରେ ଷ୍ଟାର ବନିଥିଲେ ରଚନା ବାନାର୍ଜୀ |

ଏହାପରେ 2002 ଯାଏ ସେ ଥିଲେ ଓଲିଉଡ଼ ର ନଂ 1 ହିରୋଇନ ସେ ଓଡ଼ିଆ ଫିଲ୍ମ ନିର୍ମାତା ନିର୍ଦେଶକ ଏବଂ ଦର୍ଶକମାନଙ୍କର ଖୁବ ପ୍ରିୟ ପାତ୍ର ହୋଇପାରିଥିଲେ 90 ଦଶକରେ ଯେଉଁ ନିର୍ଦେଶକ ମାନେ ଓଡ଼ିଆ ଫିଲ୍ମ ବନାଉଥିଲେ ସେମାନଙ୍କ ସହ ଫିଲ୍ମ କରିବାରେ ସୁଯୋଗ ପାଉଥିଲେ ରଚନା ବାନାର୍ଜୀ |ଓଲିଉଡ଼ ର ଜଣେ ଲୋକପ୍ରିୟ ନିର୍ଦେଶକ ହେଲେ ସୁଧାଂଶୁ ସାହୁ

ତାଙ୍କର ନିର୍ଦେଶିତ ପ୍ରଥମ ଓଡ଼ିଆ ଫିଲ୍ମ ହେଲା କିଏ ପୋଛିବ ମା ଆଖିର ଲୁହ ଏଥିରେ ମାମା ମିଶ୍ରଙ୍କୁ ସିଦ୍ଧାନ୍ତ ଙ୍କ ବିପକ୍ଷରେ ନାୟିକା ଭାବରେ ଦେଖିବାକୁ ମିଳିଥିଲା |କିଏ ପୋଛିବ ମା ଆଖିର ଲୁହ 1999 ମସିହାରେ ମୁକ୍ତିଲାଭ କଲା ଏହାପରେ ସୁଧାଂଶୁ ସାହୁ ଙ୍କ ନିର୍ଦେଶିତ ସହର ଜଳୁଛି ଏବଂ ସମୟ ଖେଳୁଛି

ଚକାଭଉଁରି ମୁକ୍ତିଲାଭ କରିଥିଲା ଏହି ଦୁଇଟି ଛବି ରେ ଯଥାକ୍ରମେ ଜ୍ୟୋତିମିଶ୍ର ଓ ଅନୁଚୌଧୁରୀ ନାୟିକା ଭାବରେ ନଜର ଆସିଥିଲେ ଏହାପରେ ଆଜି ଯାଏ ସୁଧାଂଶୁ ସାହୁ ବେଶ କେତେଟି ସିନେମାରେ ନିର୍ଦେଶନା ଦେଇଛନ୍ତି |ସେଥି ମଧ୍ୟରୁ କୌଣସି ଗୋଟେ ରେ ନଥିଲେ ରଚନା ବାନାର୍ଜୀ ଯାହା ଫଳରେ ତାଙ୍କ ମନରେ ଦୁଃଖ ରହିଯାଇଛି

ଆଜିକାର ଏଇ ଲୋକପ୍ରିୟ ନିର୍ଦେଶକ ସୁଧାଂଶୁ ସାହୁ ରଚନା ବାନାର୍ଜୀ ଙ୍କୁ ନିର୍ଦେଶନା ଦେବାରୁ ସୁଯୋଗ ପାଇଁ ନାହାନ୍ତି ଯାହା ଫଳରେ ରଚନାଙ୍କର ଅବଶୋଷ ରହିଯାଇଛି ତେବେ ରଚନା ବାନାର୍ଜୀ ଙ୍କୁ ଆପଣମାନେ କେତେ ଭଲପାଆନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

Leave a Reply

Your email address will not be published. Required fields are marked *