କଳିଯୁଗ କେବେ ଆରମ୍ଭ ହୋଇଥିଲା,ଆଜି ପର୍ଯ୍ୟନ୍ତ କେହି ବି ପାଇ ପାରୁ ନାହାଁନ୍ତି ଏହାର ଆରମ୍ଭ ଏବଂ ଶେଷ ,ଜାଣନ୍ତୁ କଣ କହୁଛି ମାଳିକା

ନମସ୍କାର ଦର୍ଶକବନ୍ଧୁ ଅଛୁତାନନ୍ଦ ମହାପୁରୁଷ ହରିବଂଶରେ କହିଲେ କଳିଯୁଗର ଆରମ୍ଭ କେବେଠାରୁ କରିର ପ୍ରବେଶ କେବେଠାରୁ ହୋଇଛି | ଯେତେବେଳେ କୃଷ୍ଣ ଜନ୍ମ ଲଭିଲେ ଗୋପଦ୍ୱାରିକାରେ ଲୀଳା ରଚିଲେ ଯେତେବେଳେ ଭଗବାନ କୃଷ୍ଣ ଲୀଳା ଆରମ୍ଭ କଲେ | ଯେତେବେ ପ୍ରଭୁ ତେଜିଲେ ମହି 12ସତକଳି ଭୋଗଟି ଆଇ ଅର୍ଥାତ ଭଗବାନ କୃଷ୍ଣଙ୍କର ଲୀଳା ବେଳକୁ ଭଗବାନ କୃଷ୍ଣ ଧରା ଛାଡିବା ପୂର୍ବରୁ କଳି 12ସହ ଭୋଗ ସରିଥିଲା | ଦ୍ୱାପର ଯୁଗର ଶେଷ ସମୟରୁ କଳିର ଆରମ୍ଭ ହୋଇସାରିଥିଲା…

ପ୍ରମାଣ କଣ :- ଥରେ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖକୁ ଦୁଇଜଣ ବ୍ୟକ୍ତି ଆସିକି ପହଁଚିଲେ ଜଣେ ଜମି ବିକ୍ରିକରିଥିବା ଲୋକ ଆଉ ଜଣେ ଜମିକୁ କିଣିଥିବା ଲୋକ | ଏହି ଦୁଇଜଣ ବ୍ୟକ୍ତି ଧର୍ମରାଜ ଯୁଧିଷ୍ଠିରଙ୍କ ଦରବାରରେ ପହଁଚିଲେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ପାଣ୍ଡବ 5ଭାଇ ବସିଥିଲେ ସେଠାରେ ସେହି ସମୟରେ ସେହି ଦୁଇଜଣ ବ୍ୟକ୍ତି ନ୍ୟାୟ ପାଇବାକୁ ଆସିଥିଲେ | ଧର୍ମରାଜ ଯୁଧିଷ୍ଠିରଙ୍କ ପଚାରିଲେ ତମ ଦୁଇଜଣଙ୍କ ସମସ୍ୟା କଣ କଣ ପାଇଁ ତମେ ଦରବାରରେ ଉପସ୍ଥିତ ହୋଇଛ କୁହ |

ସେହି୨ଜଣ କହିଲା ମହାରାଜ ଆମେ ଆପଣଙ୍କ ରାଜ୍ୟ ବାସିନ୍ଦା ଆଉ ଆମେ ନୟା ଆଶାରେ ଏଠାରେ ପହଞ୍ଚିଛୁ ମହାରାଜ | ଏହାଆଶୁଣି ଧର୍ମରାଜ ଯୁଧିଷ୍ଠିର କହିଲେ କିଏ ତମପ୍ରତି ଅନ୍ୟୟ କରିଛି କଣ ତମର ନ୍ୟାୟ ଦରକାର କୁହ ଜମି କିଣିଥିବା ଲୋକ କହିଲା ମହାରାଜ ଇଏ ଯେଉଁ ଲୋକ ଲୋକଟି ମୋତେ ଜମି ବିକିଥିଲା ମୁ ତାକୁ କିଣିଥିଲି ଜମିର ମୂଲ୍ୟ ଦେଇକି କିନ୍ତୁ ଆଜି ଯେତେବେଳେ ମଁ ସେହି ଜମିରେ ହଳ କରିବାକୁ ଗଲି ଆଉ ହଳ କରୁ କରୁ ଦେଖିଲି ସେଥିରେ ଗୋଟେ ସୁନା ଗାରେଟ ସେହି ଜମି ଭିତରୁ ବାହାରିଲା ଆଉ ସେହିଗରା ସୁନାରେ ଭର୍ତି ହୋଇଛି |

ମନଭିତରେ ମୁଁ ଚିନ୍ତା କଲି ମୁ ସିନା ଏହି ଜମିଟର ମୂଲ୍ୟ ଦେଇକି ଜମିତ କିଣିଛି ହେଲେ ଏହି ସୁନା ଭର୍ତି ଗାରଟା ମୋର ନୁହେଁ | ତେଣୁ ସେହି ନ୍ୟାୟରେ ଜମିକିଣିବା ଲୋକ କହୁଛି ହେ ମଣିମା ମୁ ସେହି ସୁନା ଭର୍ତି ଗରାଟିକୁ ଧରି ମୁ ପରଦ୍ରବ୍ୟ ସୁ ଲୋଷ୍ଟବତ ନ୍ୟାୟରେ ମୁଁ ଯାଇ ପହଂଚିଲି ଜମି ବିକିଥିଲା ଲୋକ ପାଖରେ ସକାଳୁ ସକାଳୁ | ବିକିଥିବା ଲୋକ ଦେଖି ପଚାରିଥିଲେ ଭାଇ ଏତେ ସକାଳୁ କଣ କିଛି ଅସୁବିଧା ହୋଇଛିକି ଜମି କିଣିଥିବା ଲୋକ କହିଲା ମୁଁ ଆଜି ଯେତେବେଳେ ସେହି ଜମିତ ହଳ କରୁଥିଲି ଏଉ ସେହି ଜମିରୁ ଏହି ସୁନା ଭର୍ତ୍ତି ଗରା ମିଳିଲା |
ବିକିଥିଲା ଲୋକ କହିଲା ମୁଁ ତତେ ସେହି ଜମି ବିକିଦେଇଛି ମୋର ଆଉସେହି ଜମି ନାହିଁ ଆଉ ସେଥିରୁ ଯହାବହାରିଲା ସେ ସବି ତୋର….ଆଗକୁ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓ ଦେଖନ୍ତୁ….

Leave a Reply

Your email address will not be published. Required fields are marked *