ହାର୍ଦ୍ଧିକଙ୍କୁ ଓପନ ଚ୍ୟାଲେଞ୍ଜ ଦେଲେ ଧୋନୀ-ରୋହିତ୍ ,ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହେଲେ ରୋହିତ ,ମୁମ୍ବାଇର ଜର୍ସି ପୋଡ଼ିଲେ ଫ୍ୟାନ

ନମସ୍କାର ଦର୍ଶକବନ୍ଧୁ ହାର୍ଦିକ ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା ନିଦ ହଜାଇଲେ ଧୋନି ରୋହିତ ବୁମରାହା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅସନ୍ତୋଷ ମୁମ୍ବାଇ ଇଣ୍ଡିଆନ୍ସ ରେ ଉଠିଛି ବଡ଼ ଝଡ଼ IPL 2024 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାନ୍ସଇ ଦେଇଥିବା ନିଷ୍ପତିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା କେଉଁଠି ଜର୍ସି ପୋଡ଼ିଲେଣି ଫ୍ୟାନ କେଉଁଠି ମୁମ୍ବାଇ ଇଣ୍ଡିଆନ୍ସ କୁ ଅନଫ୍ଲୁ କରୁଛନ୍ତି ରୋହିତ ଶର୍ମାଙ୍କ ଫ୍ୟାନ କାରଣ ରୋହିତ ଶର୍ମା ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି |

ଏପରିକି ବିଶ୍ୱକପରେ ଧୂଆଁ ଦାର ବ୍ୟାଟିଙ୍ଗ କରିଥିଲେ କ୍ୟାପଟେନ ରୋହିତ ଶର୍ମା ତା ସହିତ ତାଙ୍କୁ ନଜଣାଇ ଅପମାନ କରିଛି ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ କ୍ୟାପଟେନ ପଦରେ ହଟାଇ ଦିଆଯାଇଛି ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ବଢିଥିଲା |ରୋହିତ କେଉଁ ଦଳକୁ ଯିବେ ଏବଂ କେଉଁ ଦଳର ଅଧିନାୟକ ହେବେ କାରଣ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପାଞ୍ଚ ଥର ଟ୍ରଫି ଜିତିଛି |

ମୁମ୍ବାଇ ଇଣ୍ଡିଆନ୍ସ ଆଉ ଆଜି ତାଙ୍କୁ ହଟାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ଯାହାକୁ ନେଇ ଯଶପ୍ରୀତ ବୁମରାହା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରାଗିଥିବା ଖବର ଆସୁଛି ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ବିଦା କରିବା ପରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ବଡ଼ ଇସାରା ଦିଆଯାଇଛି |

ସୋସିଆଲ ମେଡିଆରେ ଚେନ୍ନାଇ ସୁପର କିଙ୍ଗ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ଏପରିକି କୁହାଯାଇଛି ଯେ ଆଗାମୀ IPL ରେ ରୋହିତ ଚେନ୍ନାଇ ପାଇଁ ଖେଳିବେ ଯେହେତୁ ଧୋନି ନିଜର ଶେଷ IPL ଖେଳୁଛନ୍ତି ରୋହିତ ହିଁ ଦଳର ନେତୃତ୍ୱ ନେବେ ଆଉ ଧୋନି ମେଣ୍ଟର ଭୂମିକାରେ ଟିମରେ ମାର୍ଗ ଦର୍ଶନ କରିବେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଖରୁ ବଦଲା ନେବେ ରୋହିତ ଶର୍ମା |

Leave a Reply

Your email address will not be published. Required fields are marked *