ଚଳଚ୍ଚିତ୍ର ଜଗତ ପାଇଁ ଆସିଲା ବଡ଼ ଦୁଃଖଦ ଖବର ,ଆରପାରିର ଏହି ଲୋକପ୍ରିୟ ପ୍ରସିଦ୍ଧ କଳାକାର ,Film ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଛାୟା

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହା କି ଏକ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତା ଯାହାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ଉତ୍କଣ୍ଠା ପୂର୍ଣ୍ଣ ଭାବରେ ଚାହିଁକି ରହି ଥାଆନ୍ତି ସେହି କଳାକାରଙ୍କ ଆଜି ହଟାତ ପରଲୋକ ହୋଇଛି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି |

ଆପଣମାନେ ଜାଣିଥିବେ ଆମ ଦେଶ ଭାରତ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ନାଚ ହେଉ କିମ୍ବା ଗୀତ ଅନେକ କଳାକାର ରହିଛନ୍ତି ସେଥିପାଇଁ ଆମ ଦେଶ ଭାରତ ସବୁଠାରୁ ଆଗରେ |ଅଭିନେତା ଶ୍ରେୟସ ତଲପଡ଼େ ହୃଦଘାତ ରେ ଶିକାର ହୋଇଛନ୍ତି |

ସେ ଅନେକ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମାରେ ମଧ୍ୟ କାମ କରିଛନ୍ତି |ତେବେ ହସ୍ପିଟାଲରେ ଏହି 47 ବର୍ଷୀୟ ଅଭିନେତାଙ୍କୁ ଭର୍ତ୍ତି କରାଯାଇଛି ହୃଦ ଘାତ ପରେ ଶ୍ରେୟସ ଅଞ୍ଜିଓ ପ୍ଲାସ୍ଟି ମଧ୍ୟ କରାଯାଇଛି |ଶ୍ରେୟସ ହସ୍ପିଟାଲରେ ଅଛନ୍ତି ଅଞ୍ଜିଓ ପ୍ଲାସ୍ଟି କରାଯାଇଥିବ ବୋଲି ଡାକ୍ତରଖାନା ସ୍ପଷ୍ଟ କରିଛନ୍ତି |

ଲୋକପ୍ରିୟ ଅଭିନେତା ଶ୍ରେୟସ ତଲପଡ଼େ ହୃଦଘାତର ଶିକାର ହୋଇଛନ୍ତି ତେବେ ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି |

Leave a Reply

Your email address will not be published. Required fields are marked *