ବସ ଡ୍ରାଇଭର ଓ କଣ୍ଡକ୍ଟର ଚଳନ୍ତା ବସରେ କଲେ କୁକୁର୍ମ..ଶବ୍ଦ ନଶୁଭିବା ପାଇଁ ବଜାଇଲେ ଗୀତ ,ଜାଣିଲେ ଆପଣ କହିବେ ଛିଃ ଛିଃ

ଚଳନ୍ତା ବସ ଭିତରେ ଯୁବତୀଙ୍କୁ ମାଡ଼ିବସିଥିଲେ ଡ୍ରାଇଭର ଆଉ କଣ୍ଡକ୍ଟର ପୁଣି ନିର୍ଭୟଭଳି ଘଟିଲେ ଅମାନସିକ କାଣ୍ଡ ଡ୍ରାଇଭର ଆଉ କଣ୍ଡକ୍ଟରକୁ ବର୍ତମାନ ପୋଲିସ ଗିରାପି କରିଛି | ଆଉ ତାପରେ ଏମାନଙ୍କୁ ମୃ-ତୁ ଦଣ୍ଡ ଦିଆଯାଉବୋଲି ଲୋକେ ସୋସିଆଲ ମିଡିଆରେ ଦାବି କରୁଛନ୍ତି ଆଉ ଏହାକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

ଦର୍ଶକବନ୍ଧୁ ପୁଣି ଏକ ନିର୍ଭୟଭଳି କାଣ୍ଡ ଘଟିଛି ଚଳନ୍ତା ବସ ଭିତରେ ଯୁବତୀଙ୍କୁ ଦୁ–ଷ୍କ–ର୍ମ କରାଯାଇଛି | ଡ୍ରାଇଭର ଆଉ କଣ୍ଡକ୍ଟର ବାରମ୍ବାର ଦୁ–ଷ୍କ–ର୍ମ କରିଥିବା ଅଭିଯୋଗ ହୋଇଛି ଏବେ ଯୁବତୀଙ୍କ ସ୍ଵାସ୍ଥ ଅବସ୍ଥା ଗୁରୁତ୍ୱର ରହିଛି ରାଜଧାନୀ ଦିଲ୍ଲୀନୁହେଁ ଏଥର ଜୟପୁରୁରୁ ଆସିଛି ଏଭଳି ଏକ ଭୟଙ୍କର ଘଟଣା |

ଯେଉଁଠି ବସ ଚାଲିଛି ଆଉ ଯୁବତୀଙ୍କୁ ମାଡ଼ିବସିଛନ୍ତି ଏହି ଘଟଣା ନିର୍ଭୟା କାଣ୍ଡଠାରୁ ଆହୁରି ଭୟଙ୍କର ଘଟଣା ଘଟିଛି | ଗତକାଲି ଏକ ବସ ଡ୍ରାଇଭର କଣ୍ଡକ୍ଟର ଦୁହେଁ ମିଶି ଏକ ଯୁବତୀଙ୍କୁ ବସ ଭିତରେ ଗଣ ଦୁ–ଷ୍କ–ର୍ମ କରିଥିବା ଅଭିଯୋଗ ହୋଇଛି | ପୀଡ଼ିତ ମହିଳାଙ୍କ ଅଭିଯୋଗ ଆଧାରରେ ଡ୍ରାଇଭର ଆଉ କଣ୍ଡକ୍ଟରଙ୍କୁ ଗିରାପି କରିଛି ପୋଲିସ |

Leave a Reply

Your email address will not be published. Required fields are marked *