ଲାଫିଙ୍ଗ ବୁଧ ଘରେ କେଉଁଠି ରଖିଲେ ଧନର ବୃଦ୍ଧି ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ତୁରନ୍ତ ହେବ ଚମତ୍କାର ,ଯାହା ଖୋଜିବେ ତାହା ପାଇବେ

ନମସ୍କାର ଦର୍ଶକବନ୍ଧୁ ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛ ଏବଂ ଆକ୍ବରୀମର ଯେତିକି ମହତ୍ତ୍ୱ ଅଛି ଏହା ଠାରୁ ଲାଫିଙ୍ଗ ବୁଦ୍ଧର ମଧ୍ୟ ଅନେକ ମହତ୍ତ୍ୱ ରହିଛି |ବନ୍ଧୁଗଣ ଆପଣମାନେ ବଜାରକୁ ଯିବା ବେଳେ ଅନେକ ପ୍ରକାର ଲାଫିଙ୍ଗ ବୁଦ୍ଧ ଦେଖିଥିବେ କେଉଁଥିରେ ଲାଫିଙ୍ଗ ବୁଦ୍ଧ ହାତରେ ମିଠା ଧରିଥିବେ ତ ଆଉ କେଉଁଥିରେ ଥଳି ଥିବ କେଉଁଥିରେ ଯୋଗ କରୁଥିବେ ତ କେଉଁଥିରେ ଟ୍ରାଗନ ଉପରେ ବସିଥିବେ ଏଣୁ ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ ବୁଧ ଲାଭଦାୟକ କାହାକୁ ଆପଣ ଘରେ ରଖିବା ଉଚିତ ଏବଂ କାହାକୁ ଅଫିସରେ ରଖିବା ଉଚିତ ଏହି ଚିନ୍ତାରେ ଆପଣ ନିଶ୍ଚିତ ଥିବେ ଆଜିର ବିଷୟରେ ଆମେ ଆପଣଙ୍କ ସମସ୍ତ ଚିନ୍ତା ଦୂର କରିବୁ |

ନମ୍ବର 1 ଲାଫିଙ୍ଗ ବୁଧ ବସିଛନ୍ତି ତାଙ୍କ ହାତରେ ମୋତିର ହାର ଧରିଛନ୍ତି ଏହିପରି ଲାଫିଙ୍ଗ ବୁଧଙ୍କୁ ଘରର ମୁଖ୍ୟ ଦ୍ୱାରରେ ଦୁଇରୁ ତିନି ଫୁଟ ଉଚ୍ଚତାରେ କୌଣସି ଟୁଲ କିମ୍ବା ବେଞ୍ଚ ଉପରେ ରଖି ଦିଅନ୍ତୁ |ଧ୍ୟାନ ଦେବେ ଯେ ଏହି ଲାଫିଙ୍ଗ ବୁଧ ଏପରି ରଖିବେ ଯେପରିକି ତାଙ୍କର ମୁଖ ବାହାରକୁ ରହିବ ଏବଂ ବାହାରୁ କୌଣସି ବ୍ୟକ୍ତି ଘରକୁ ପ୍ରବେଶ କରିବା ସମୟରେ ତାଙ୍କର ନଜର ସର୍ବ ପ୍ରଥମେ ଲାଫିଙ୍ଗ ବୁଧଙ୍କ ଉପରେ ପଡୁଥିବ ଏହି ପରି ଲାଫିଙ୍ଗ ବୁଧ ଘରେ ସକରାତ୍ମକ ବଢ଼ାଇଥାଏ ଏବଂ ଧନ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି କରାଇଥାଏ |

ନମ୍ବର 2 ଥଳି ଧରିଥିବା ଲାଫିଙ୍ଗ ବୁଧ ଏପରି ଲାଫିଙ୍ଗ ବୁଧ ଦୋକାନ ବ୍ୟବସାୟ ଏବଂ ଅଫିସ ପାଇଁ ଲାଭଦାୟକ ଅଟେ କିନ୍ତୁ ଏହାକୁ ମୁଖ୍ୟ ଦରଜା ପାଖରେ ନିଶ୍ଚୟ ରଖିବେ ଏହାର ଫାଇଦା ଏହା ହୋଇଥାଏ କି ଆପଣଙ୍କ ରୋଜଗାର ବଢ଼ାଇଥାଏ ଦୋକାନ ବ୍ୟବସାୟରେ ଉନ୍ନତି ଦେଇଥାଏ କାରଣ ଥଳି ଧରିଥିବା ଲାଫିଙ୍ଗ ବୁଧ ଧନକୁ ଚୁମ୍ବକ ପରି ଆକର୍ଷିତ କରିଥାଏ ଧ୍ୟାନ ଦେବେ ଯେ ଲାଫିଙ୍ଗ ବୁଧ ଧରିଥିବା ଥଳିଟି ଯେମିତି ଖାଲି ହୋଇ ନଯାଏ |

ନମ୍ବର 3 ଧାତୁ ନିର୍ମିତ ଲାଫିଙ୍ଗ ବୁଧ ପ୍ରାୟତଃ ସବୁ ଲାଫିଙ୍ଗ ବୁଧ ମାଟିରେ ତିଆରି ହୋଇଥାଏ କିନ୍ତୁ ଯେଉଁ ମାନେ କିଛି କାର୍ଯ୍ୟ ପାଇଁ ସଫଳତା କୌଣସି ନିର୍ଣ୍ଣୟ ସଠିକ ଭାବରେ ନେଇପାରନ୍ତି ନାହିଁ ସେମାନେ କିପରି ସଠିକ ନିର୍ଣୟ ନେଇପାରିବେ ବା ତାଙ୍କର ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି କରିବା ପାଇଁ ଧାତୁ ନିର୍ମିତ ଲାଫିଙ୍ଗ ବୁଧ ଘରେ କିମ୍ବା ଅଫିସରେ ନିଶ୍ଚିତ ରଖନ୍ତୁ |

ନମ୍ବର 4 ଧ୍ୟାନ ମଗ୍ନରେ ବସିଥିବା ଲାଫିଙ୍ଗ ବୁଧ ଯଦି ଘରେ ସବୁବେଳେ କଳହ ଝଗଡ଼ା ଆସନ୍ତି ଲାଗୁ ରହିଥାଏ ଚିନ୍ତା ଏବଂ ବ୍ୟସ୍ତତା ଭିତରେ ସମୟ ବିତୁଥାଏ ଏପରି କ୍ଷେତ୍ରରେ ଆପଣଙ୍କ ଘରେ ଧ୍ୟାନ କରିଥିବା ଲାଫିଙ୍ଗ ବୁଧ ମୂର୍ତ୍ତି ଅବଶ୍ୟ ରଖନ୍ତୁ ଏହା ଦ୍ୱାରା ଘରେ ଶାନ୍ତି ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ

Leave a Reply

Your email address will not be published. Required fields are marked *