କେହି ପିଲା ସ୍କୁଲକୁ ଆସିବା ଆଗରୁ ଏମିତି କରିଦେଲେ ପ୍ରଧାନଶିକ୍ଷକ ,ଛାତ୍ର ଛାତ୍ରୀ ମାନଙ୍କ ଆଖିରୁ ଶୁଖୁନି ଲୁହ …କାନ୍ଦୁଛନ୍ତି ଗାଁ ଲୋକେ

ସବୁଦିନ ଭଳି ଗତକାଲି ମଧ୍ୟ ପ୍ରଧାନ ଶିକ୍ଷକ ବେଵାଲାବେଲି ସ୍କୁଲରେ ପହଁଚିଯାଇଥିଲେ ସେତେବେଳେ ସ୍କୁଲରେ ଅନ୍ୟ ଛାତ୍ର ଛାତ୍ରୀ କି କୌଣସି ଶିକ୍ଷକ ଶିକ୍ଷୟତ୍ରୀ କେହି ଆସିନଥିଲେ | ଯେହେତୁ ସେ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ମୁଣ୍ଡରେ କେତେ ଦାଇତ୍ୱ ତେଣୁ ସେ ସବୁ ଦିନ ଜଲ୍ଦି ସ୍କୁଲ ଅସିଜାନ୍ତି |

ପ୍ରଧାନ ଶିକ୍ଷକ ଆସିବା ଅଧଘଣ୍ଟା ପରେ ପିଲା ମାନେ ସ୍କୁଲରେ ପହଁଚିଲା ବେଳକୁ ବିଦ୍ୟାଳୟ ସମୁଖରେ ପ୍ରଧାନ ଶିକ୍ଷକଙ୍କ ମୃ-ତ ଦେହ ଦେଖି ଡରିଯାଇଥିଲେ ଛାତ୍ର ଛାତ୍ରୀ | ପିଲାମାନେ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ସେଠାକୁ ଆସିଥିଲେ ଏହି ଘଟଣା ଦେଖିଲା ପରେ ନ ପରିବାର ଲୋକମାନେ ସହି ପାରୁଛନ୍ତି ନା ଗାଁ ଲୋକେ |

ହେଲେ ପ୍ରଧାନ ଶିକ୍ଷକଙ୍କର ଦେ-ହା-ନ୍ତ ହେଲା କିପରି ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ | ଏହି ଖବର ଜାଣିଲା ପରେ ପୁରା ଗାଁରେ ଖେଳିଯାଇଛି ପୁରା ଶୋକର ଛାୟା ପ୍ରଧାନଶିକ୍ଷକ ଋଷିକେଶ ସାହୁ ବା ବାବୁଲି ସାର ସେ ଆଉ ଏ ଦୁନିଆରେ ନାହାନ୍ତି କେମିତି ତାଙ୍କର ମୃ-ତୁ ହେଲା କେହି କିଛି ଜାଣିପାରୁନାହାନ୍ତି |

ଏପଟେ ପ୍ରଧାନ ଶିକ୍ଷକଙ୍କୁ ମାନେ ପକେଇ କାନ୍ଦୁଛନ୍ତି ଛାତ୍ରଛାତ୍ରୀ ଦେଖିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ | ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକରେ ଏକ ଉଚ ବିଦ୍ୟାଳରେ ଏହିଭଳି ଏକ ଘଟଣା ଘଟିଯାଇଛି | ଦେଖନ୍ତୁ ଭିଡ଼ିଓ….

Leave a Reply

Your email address will not be published. Required fields are marked *