ଆଖୁ କିଆରୀକୁ ନେଇ ନିଜ ପ୍ରେମିକା ସାଙ୍ଗରେ ଚାଲିଥିଲା ରାସଲୀଳା ,ଆଉ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ଏହି ପ୍ରେମୀ ଯୁଗଳଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକି କେହି ନଥିବା ଅବସ୍ଥାରେ ଆଖୁ କିଆରୀ ଭିତରେ ନେଉଥିଲେ ପ୍ରେମର ମଜା |ପ୍ରେମିକ ଜଣକ ପ୍ରେମିକା ଜଣଙ୍କୁ କହୁଛି ଚାଲ ଆଉ ଡେରି କରନି ଏହି ଆଖୁ କିଆରୀର ମଜା ତୁମେ ଆଉ କେଉଁଠି ପାଇବ ନାହିଁ ସେଥିପାଇଁ ପ୍ରେମିକ ପ୍ରେମିକାକୁ ନେଇ ଚାଲି ଆସିଥିଲା ଗାଁ ଠାରୁ ଅନେକ ଦୂରରେ ଥିବା ଆଖୁ କିଆରୀକୁ ଭାବିଥିଲେ ମାଗଣା ମାଗଣାରେ ସବୁ କାମ ସାରିଦେଇ ଚାଲିଯିବେ |

ହେଲେ ଏହି ଭାବନା ତାଙ୍କର ମହଙ୍ଗା ପଡ଼ିଲା ପ୍ରେମିକ ପ୍ରେମିକା କଣ କଣ କଲା ଯେ ଟୋକି ସହ ଆଖୁ ଗଛ ମଧ୍ୟ ଦୋହଲିଲା |ଆଖୁ କିଆରୀର ଏପରି ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଜଣେ ଯୁବକ ଦୌଡ଼ି ଆସିଲା |ଆଉ ତାପରେ ଟୋକା ଟୋକି ଧରା ପଡ଼ିଲା ପରେ ଯୁବକ ମାନେ ଆଖୁ ଗଛ ଚାରିପଟେ ବୁଲିଲେ ଏବଂ କହିଲେ ଏଠାରେ ତୁମେ କଣ କରୁଚ ଆଉ ଯିବେ କୁଆଡ଼େ ଏଥର ପଡିଗଲେ |

ଗାଁ ଯୁବକ ମାନଙ୍କ ହାବୁଡ଼ରେ ଖସିଲା କ୍ଷଣେ ମାଡ଼ ଖାଇବେ |ଯୁବକ ମାନେ ପଚାରୁଛନ୍ତି ତୁମେ ଏଠାରେ କଣ କରୁଚ ଆଉ କେଉଁଠି ଜାଗା ପାଇଲ ନାହିଁ ଏହି ଆଖୁ କିଆରୀ ଭିତରେ ଏପରି ଖରାପ କାର୍ଯ୍ୟ କରୁଚ |ଆଖୁ କିଆରୀକୁ ତୁମେ ଅପବିତ୍ର କରିଦେଲ |

ଯୁବକ ମାନେ କହିଲେ ତୁମ ଘର କେଉଁଠି ତୁମ ବାପା ମାଆ ଙ୍କ ଫୋନ ନମ୍ବର ଦିଅ ଆମେ ତାଙ୍କ ସହ କଥା ହେବୁ ଏବଂ ତୁମ ଦୁହେଁକ ବାହାଘର ବିଷୟରେ କହିବୁ |ଯେମିତିକି ତାଙ୍କ ବାପା ମା ଏହି ଦୃଶ୍ୟକୁ ଦେଖି ଖୁସି ହୋଇଯିବେ |ଏଭଳି ପ୍ରେମିକ ପ୍ରେମିକାଙ୍କୁ କଠୋରରୁ କଠୋର ଦଣ୍ଡ ଦେଲେ |

ଏମାନେ ଯାଇ ବାଟକୁ ଆସିବେ ନଚେତ ଏମାନଙ୍କ ପ୍ରେମ ରୋଗ ସବୁଆଡ଼େ ବ୍ୟାପିଯିବ ତେଣୁ ସଚେତନ ହୁଅ ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହ ନେହେଲେ ନିଜ ସମ୍ମାନ ତ ଯିବ ତୁମର ବାପା ମା ସମାଜରେ ମୁଣ୍ଡ ଟେକି ବାଟ ଚାଲି ପାରିବେ ନାହିଁ |

Leave a Reply

Your email address will not be published. Required fields are marked *