Ajira anuchinta: ସକାଳୁ ଉଠି କେଉଁ କାମ କଲେ ଧନୀ ହେବେ ଏବଂ କେଉଁ କାମ କଲେ ଭିକାରୀ ହେବେ ,ମହିଳା ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ |

ଦର୍ଶକ ବନ୍ଧୁ ପ୍ରତ୍ୟେକ ଦିନ ସକାଳୁ ଉଠିବା ଦ୍ଵାରା ଅପାନଙ୍କ ଶରୀର ସତେଜ ରହିଥାଏ ଏବଂ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ମନ ଲାଗିଥାଏ ଏହା ସହ ଆପଣଙ୍କ ଶରୀରରେ ବ୍ଲଡ଼ ସୁଗାର୍ ଏବଂ କୋଲେଷ୍ଟ୍ରୋଲ ନିୟନ୍ତ୍ରଣରେ ରହିଥାଏ ଯାହା ଆପଣଙ୍କ ପାଇଁ ବୋହୁତ ମଙ୍ଗଳକାରୀ ହୋଇଥାଏ | ମନେରଖନ୍ତୁ ପ୍ରତ୍ୟେକ ଦିନ ସକାଳୁ ଉଠି ସକାଳର ଜଳଖିଆ ଯଦି ଆପଣ ଶୀଘ୍ର ଖାଉଛନ୍ତି ତେବେ ଆପଣଙ୍କ ଶରୀର ଫୁର୍ତ୍ତି ରହିବା ସହିତ ଶରୀର ସୁସ୍ଥ ଏବଂ ନିରୋଗ ମଧ୍ୟ ରହିଥାଏ | ମନେରଖନ୍ତୁ ସକାଳୁ ଉଠିବା ଦ୍ଵାରା ପୁରା ଦିନଟି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିଥାଏ ଏବଂ ଆପଣଙ୍କ ଚିନ୍ତାଧାରା ମଧ୍ୟ ସକାରାତ୍ମକ ରହିଥାଏ | ଦର୍ଶକ ବନ୍ଧୁ ମନେରଖନ୍ତୁ ପ୍ରତ୍ୟେକ ଦିନ ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ | ମନେରଖନ୍ତୁ ପ୍ରତ୍ୟେକ ଦିନ ସକାଳୁ ଉଠିବା ଦ୍ଵାରା ଆପଣଙ୍କ ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ମନରେ ଏକାଗ୍ରତା ବୃଦ୍ଧି ପାଇଥାଏ ଯାହା ଫଳରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଉତ୍ତମ ରୂପେ ସମାପ୍ତ କରିଥାନ୍ତି |

ମନେରଖନ୍ତୁ ସକାଳର ବାୟୁ ସରୁରରେ ବାଜିବା ଦ୍ଵାରା ଶରୀରରେ ବଳ ତେଜ ଫୁର୍ତ୍ତି ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ତାହା ସହିତ ଆପଣଙ୍କୁ ମନ ମଧ୍ୟ ଶାନ୍ତ ରହିଥାଏ | ମନେରଖନ୍ତୁ ଆପଣ ସକାଳର ପବନରେ ନିଃଶ୍ୱାସ ମାରିବା ଦ୍ଵାରା ଆପଣଙ୍କ ଫୁସ୍ ଫୁସ୍ ସୁସ୍ଥ ରହିଥାଏ | ଦର୍ଶକ ବନ୍ଧୁ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠେ ସେହି ବ୍ୟକ୍ତି ଜୀବନରେ ଖୁସୀ ରହିବା ସହିତ ସମୃଦ୍ଧିଶାଳୀ ବ୍ୟକ୍ତି ହୋଇଥାଏ | ଦର୍ଶକ ବନ୍ଧୁ ମନେରଖନ୍ତୁ ରାତି ୪ ଟାରେ ଉଠିବା ପାଇଁ ହେଲେ ଆପଣଙ୍କୁ ଶୀଘ୍ର ଶୋଇବା ଉଚିତ୍ ଏହା ସହିତ ରାତ୍ରି ସମୟରେ ମୋବାଇଲ୍ ବ୍ୟବହାର କରିବା ଅନୁଚିତ୍ ହୋଇଥାଏ | ମନେରଖନ୍ତୁ ସକାଳୁ ଉଠିବା ପରେ କେବେବି ସର୍ବପ୍ରଥମେ ଆଇନା ଦେଖନ୍ତୁ ନାହିଁ ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ଏହା ଆପଣଙ୍କ ଦିନକୁ ସଂପୂର୍ଣ୍ଣ ରୂପେ ଅମଙ୍ଗଳ କରି ଦେଇଥାଏ | ମନେରଖନ୍ତୁ ସକାଳୁ ଉଠି ଜଳଖିଆ ଖାଇବା ପର୍ଯ୍ୟନ୍ତ କୌଣସି ବି ପଶୁପକ୍ଷୀଙ୍କ ନାମ ନେବା ଉଚିତ୍ ନୁହେଁ ନଚେତ୍ ଏହା ଆପଣଙ୍କ ପାଇଁ ବୋହୁତ ଅଶୁଭ ହୋଇଥାଏ |

ମନେରଖନ୍ତୁ ସକାଳ ସମୟଟି ଆପଣଙ୍କ ଶରୀର ପାଇଁ ବୋହୁତ ଉତ୍ତମ ହୋଇଥାଏ ଏଣୁ ସକାଳୁ କିଛି ସମୟ ବ୍ୟାୟାମ ଏବଂ ଯୋଗ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ଶରୀର ଓ ମନ ସୁସ୍ଥ ରହିଥାଏ। ଦର୍ଶକ ବନ୍ଧୁ ପ୍ରତ୍ୟେକ ଦିନ ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ଵାରା ଆପଣଙ୍କୁ ଭିଟାମିନ D ମିଳିବା ସହ ଆପଣଙ୍କ ହାତ ଏବଂ ଗଣ୍ଠି ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ | ମନେରଖନ୍ତୁ ପ୍ରତ୍ୟେକ ସକାଳେ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ସବୁଠାରୁ ଅଧିକ ରହିଥାଏ ଏହି ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ଆପଣଙ୍କ ମସ୍ତିସ୍କ ଉପରେ ଏହାର ଭଲ ପ୍ରଭାବ ପଡିଥାଏ | ମନେରଖନ୍ତୁ ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠିବା ଦ୍ଵାରା ଆପଣଙ୍କର ସମସ୍ତ ପେଟ ଜନିତ ରୋଗ ଦୂର ହୋଇଥାଏ ଏବଂ ପେଟରେ ହଜମ ଶକ୍ତି ବୃଦ୍ଧି ପାଇଥାଏ | ମନେରଖନ୍ତୁ ପ୍ରତ୍ୟେକ ଦିନ ସକାଳୁ ଉଠି ବାହାର ତାଜା ପବନରେ ନିଃଶ୍ୱାସ ନେବା ଦ୍ଵାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ଵାରା ଶରୀରରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ |

ମନେରଖନ୍ତୁ ଯଦି ପ୍ରତ୍ୟେକ ଦିନ ସକାଳୁ ଉଠି ଆପଣ ତୁଳସୀ ଗଛରେ ପାଣି ଦେଉଛନ୍ତି ତେବେ ଆପଣଙ୍କ ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ବୋହୁତ ସକାରାତ୍ମକ ପ୍ରଭାବ ମଧ୍ୟ ଆପଣଙ୍କ ପରିବାର ଉପରେ ପଡ଼ିଥାଏ | ମନେରଖନ୍ତୁ ଆମ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ ପ୍ରଥମେ ଏହି ୫ ଜଣ ନାରୀ ମାନଙ୍କର ନାମ ନେବା ଉଚିତ୍ ସେମାନେ ହେଲେ ଦ୍ରୌପଦୀ କୁନ୍ତି ମନ୍ଦଦରି ତାର ଓ ଅହଲ୍ୟା ଏହାଦ୍ବାରା ଆପଣଙ୍କ ଦିନଟି ବୋହୁତ ଶୁଭ ହୋଇଥାଏ | ଦର୍ଶକ ବନ୍ଧୁ ମନେରଖନ୍ତୁ ସକାଳୁ ଉଠିବା ପରେ ପ୍ରଥମେ ଗାଈକୁ ରୁଟି ଖାଇବାକୁ ଦେବା ଉଚିତ୍ ଏବଂ ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ପାଣି ରଖିବା ଉଚିତ୍ ଏହାଦ୍ବାରା ଆପଣଙ୍କ ଶତ୍ରୁ ନାଶ ହୋଇଥାଏ ଓ ଘରର ସମସ୍ତ ବସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ |

Leave a Reply

Your email address will not be published. Required fields are marked *